OTV
#ପାଗଳ_କଲା_ଭଣଜା_ପ୍ରେମ #ସ୍ବାମୀକୁ_ଇଲେକ୍ଟ୍ରିସକ୍ #ବିଷ_ଇଂଜେକ୍ସନ ସ୍ବାମୀଙ୍କୁ ମାରିବାକୁ ସାଂଘାତିକ ଷଡ଼ଯନ୍ତ୍ର । ପ୍ରେମିକ ସହ ମିଶି ଇଲେକ୍ଟ୍ରିକ୍ ସକ୍ ଦେଇଦେଲା ସ୍ତ୍ରୀ । ତା’ ପରେ ସ୍ବାମୀକୁ ଦେଇଥିଲା ବିଷ ଇଞ୍ଜେକ୍ସନ । ଏହି ମହିଳାଙ୍କ ସ୍ବାମୀ ହତ୍ୟା ଘଟଣାରେ ନିଜେ ସ୍ତ୍ରୀ ସହ ଚାରି ଚାରି ଜଣ ଥିଲେ ଷଡ଼ଯନ୍ତ୍ରକାରୀ । ଉତ୍ତର ପ୍ରଦେଶର ମାଝୋଲା ଥାନା ଅଞ୍ଚଳରୁ ଆସିଛି ଏହି ହତ୍ୟା ମାମଲା । A shocking murder case has surfaced from the Majhola police station area of Uttar Pradesh, where a woman allegedly conspired with her lover and two others to kill her husband. Police said 30-year-old Pawan Thakur of Kundanpur was first given an electric shock and later injected with poison. The accused allegedly lured him to his wife Aanchal’s parental home before carrying out the murder. #CrimeNews_PawanThakur #UttarPradeshCrime #MurderCase #PoliceInvestigation #ExtramaritalAffair #ElectricShockMurder #PoisonInjection #CrimeConspiracy #PawanThakurMurder_Majhola #UPMurderCase_Kundanpur #AanchalAnkitCase_UttarPradesh #OdishaTV #Specialstory #OTV
16 hours ago (edited) | [YT] | 5
OTV
#ପାଗଳ_କଲା_ଭଣଜା_ପ୍ରେମ #ସ୍ବାମୀକୁ_ଇଲେକ୍ଟ୍ରିସକ୍ #ବିଷ_ଇଂଜେକ୍ସନ
ସ୍ବାମୀଙ୍କୁ ମାରିବାକୁ ସାଂଘାତିକ ଷଡ଼ଯନ୍ତ୍ର । ପ୍ରେମିକ ସହ ମିଶି ଇଲେକ୍ଟ୍ରିକ୍ ସକ୍ ଦେଇଦେଲା ସ୍ତ୍ରୀ । ତା’ ପରେ ସ୍ବାମୀକୁ ଦେଇଥିଲା ବିଷ ଇଞ୍ଜେକ୍ସନ । ଏହି ମହିଳାଙ୍କ ସ୍ବାମୀ ହତ୍ୟା ଘଟଣାରେ ନିଜେ ସ୍ତ୍ରୀ ସହ ଚାରି ଚାରି ଜଣ ଥିଲେ ଷଡ଼ଯନ୍ତ୍ରକାରୀ । ଉତ୍ତର ପ୍ରଦେଶର ମାଝୋଲା ଥାନା ଅଞ୍ଚଳରୁ ଆସିଛି ଏହି ହତ୍ୟା ମାମଲା ।
A shocking murder case has surfaced from the Majhola police station area of Uttar Pradesh, where a woman allegedly conspired with her lover and two others to kill her husband. Police said 30-year-old Pawan Thakur of Kundanpur was first given an electric shock and later injected with poison. The accused allegedly lured him to his wife Aanchal’s parental home before carrying out the murder.
#CrimeNews_PawanThakur #UttarPradeshCrime #MurderCase #PoliceInvestigation #ExtramaritalAffair #ElectricShockMurder #PoisonInjection #CrimeConspiracy #PawanThakurMurder_Majhola #UPMurderCase_Kundanpur #AanchalAnkitCase_UttarPradesh #OdishaTV #Specialstory #OTV
16 hours ago (edited) | [YT] | 5