Welcome to the official channel of 91.9 Sidharth FM. Your ultimate destination for Odia and Hindi melodies! Where music meets magic.
Currently, 91.9 Sidharth FM is ruling the digital platform, with the most subscribers, with quality content ranging from festival/event celebration videos, celebrity podcasts, chitchat conversations with eminent personalities, skits, funny short videos, reels and stories. Also, we are the first FM Station to be available globally live, through our official FM Station's app which is available on both Google Play Store & Apple Store. Tune in to 91.9 SIDHARTH FM and let the magic begin. #SidharthFM #MaujaHiMauja.



91.9 Sidharth FM

ଏବେ ବନ୍ଧୁତା ଲେଖିବ ନୂଆ କଥା... ❤️✨
“Maya O Mamata” ନୂଆ ରୂପରେ… 📺

📅 Every Mon-Sat | ⏰ 7 PM | Only on Sidharth TV 📺
#MayaOMamata #OdiaSerial #SidharthTV #OdiaMegaSerial #SidharrthTV #NamitaAgrawal #SitaramAgrawal #SidharthTVNetwork

1 week ago | [YT] | 69

91.9 Sidharth FM

✨ Tike Dance Tike Acting Season 5 – All Odisha Audition !
19th May : Cuttack (Laxmi Mandap, Chauliaganj)
#TikeDanceTikeActing2026 #SidharthTV #TikeDanceTikeActingSeason5 #SidharthTVNetwork #TikeDanceTikeActing

1 week ago | [YT] | 29

91.9 Sidharth FM

ନିଷ୍ଠାର ସହ କର ସାବିତ୍ରୀ ବ୍ରତ,
ସୌଭାଗ୍ୟରେ ଭରିଯାଉ ତୁମ ଜୀବନ ପଥ ।
ସାବିତ୍ରୀ ବ୍ରତର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା……
#919SidharthFM #SidharthTV #SidharthMusic #munbisabitri #sabitribrata

1 week ago | [YT] | 32

91.9 Sidharth FM

୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଏକ ସ୍ୱପ୍ନ…
ଆଜି ସେହି ସ୍ୱପ୍ନକୁ ଆପଣମାନଙ୍କ ଭଲପାଇବା, ଆଶୀର୍ବାଦ ଓ ସମର୍ଥନ ଏକ ସୁନ୍ଦର ଯାତ୍ରାରେ ପରିଣତ କରିଛି। ❤️✨

ସିଦ୍ଧାର୍ଥ TV,ସିଦ୍ଧାର୍ଥ GOLD ଓ ସିଦ୍ଧାର୍ଥ ଉତ୍ସବ
ଆଜି ୫ ବର୍ଷ ପୂରଣ କରୁଛି — ଏହା କେବଳ ଆମର ଉତ୍ସବ ନୁହେଁ, ଏହା ଆପଣମାନଙ୍କ ଭଲପାଇବାର ଉତ୍ସବ।

ପ୍ରତିଟି ଘରରେ, ପ୍ରତିଟି ହୃଦୟରେ ଜାଗା ଦେଇଥିବାରୁ
ସମସ୍ତ ଦର୍ଶକଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ। 🙏

ଆପଣଙ୍କ ସ୍ନେହ ହିଁ ଆମର ଶକ୍ତି।
ଆପଣଙ୍କ ଆଶୀର୍ବାଦ ହିଁ ଆମର ଆଗାମୀ ପଥ।

#5thAnniversary #SidharthTV #SidharthGold #SidharthUtsav #SidharthFamily #OdiaEntertainment #OdiaTelevision #ThankYouAudience

1 week ago | [YT] | 100

91.9 Sidharth FM

ସୁନାମଧନ୍ୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ସୁମଧୁର କଣ୍ଠରେ
ଶୁଣନ୍ତୁ ଭକ୍ତିମୟ ଉପସ୍ଥାପନା —
“ସାବିତ୍ରୀ ଓଷା ବହି ଗୀତ” 🙏✨
📺 ଏଇ ଶନିବାର ସକାଳ ୭ଟାରେ
କେବଳ ସିଦ୍ଧାର୍ଥ TV ରେ।
#SabitriOsha #SabitriBrata #NamitaAgrawal #SidharthTV #OdiaBhajan OdiaDevotional OdiaTradition OdiaCulture SidharthMusic

1 week ago | [YT] | 49

91.9 Sidharth FM

ତୋ ମନରେ ଛଳନା ନାହିଁ କି, ମୋ ମନରେ ଛଳନା ନାହିଁ
ପ୍ରଥମ ଦେଖାରୁ ଏ ପ୍ରେମ, ମିଠା ଲାଗେ ସେଥି ପାଇଁ...
#BhagyaKheluchiSinduraKhela Mon-Sat @8:00 PM
#SidharthTV #NamitaAgrawal #SitaramAgrawal #SinduraKhela

1 week ago | [YT] | 68

91.9 Sidharth FM

ପବିତ୍ର ସାବିତ୍ରୀ ବ୍ରତ ଅବସରରେ
ଦେଖନ୍ତୁ ଏକ ଖାସ୍ ଓଡ଼ିଆ ଚଳଚ୍ଚିତ୍ର —
“ନାରୀ ବି ପିନ୍ଧିପାରେ ରକ୍ତସିନ୍ଦୂର”
ମେ ୧୬, ସକାଳ ୮ଟାରେ
କେବଳ ସିଦ୍ଧାର୍ଥ GOLD ରେ।
Sidharth Gold is available on all DTH & Cable networks.
#SabitriBrata #NariBiPindhibaRaktaSindura #SidharthGold #OdiaMovie #OdiaCinema #OdiaFilm #OdiaEntertainment #SidharthTV #SidharthMusic

1 week ago | [YT] | 16

91.9 Sidharth FM

#MunTumaSabitri
#WorldTelevisionPremiere
ଦେଖିବାକୁ ଭୁଲିବେନି - “ମୁଁ ତୁମ ସାବିତ୍ରୀ”
ମେ ୧୭ ତାରିଖ ସନ୍ଧ୍ୟା ୬:୩୦ କେବଳ ସିଦ୍ଧାର୍ଥ ଟିଭି ରେ
#MunTumaSabitri #WorldTelevisionPremiere #SidharthTV

1 week ago | [YT] | 21

91.9 Sidharth FM

#MunTumaSabitri
#WorldTelevisionPremiere
ଦେଖିବାକୁ ଭୁଲିବେନି - “ମୁଁ ତୁମ ସାବିତ୍ରୀ”
ମେ ୧୭ ତାରିଖ ସନ୍ଧ୍ୟା ୬:୩୦ କେବଳ ସିଦ୍ଧାର୍ଥ ଟିଭି ରେ
#MunTumaSabitri #WorldTelevisionPremiere #SidharthTV #OdiaFilm

2 weeks ago | [YT] | 26

91.9 Sidharth FM

ପବିତ୍ର ସାବିତ୍ରୀ ବ୍ରତ ଅବସରରେ
ଦେଖନ୍ତୁ ଏକ ଖାସ୍ ଓଡ଼ିଆ ଚଳଚ୍ଚିତ୍ର —
“କଥା କହିବ ମୋ ମଥା ସିନ୍ଦୂର”

ମେ ୧୬, ସକାଳ ୧୧ଟାରେ
କେବଳ ସିଦ୍ଧାର୍ଥ GOLD ରେ।

Sidharth Gold is available on all DTH & Cable networks.

#SabitriBrata #KathaKahibaMoMathaSindura #SidharthGold #OdiaMovie #OdiaCinema #OdiaFilm #OdiaEntertainment #SidharthTV #SidharthMusic

2 weeks ago | [YT] | 25