#jayshreeram ❤️ I may Be Out But Not Down 🤫🙏
Mikunanaofficial
ପବିତ୍ର ପୁରୁଷୋତ୍ତମ ଏକାଦଶୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା! 🙏ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାତା ଲକ୍ଷ୍ମୀଙ୍କ ଅପାର କୃପାରୁ ଆପଣଙ୍କ ଜୀବନରୁ ସବୁ ଦୁଃଖ, ଦାରିଦ୍ର୍ୟ ଦୂର ହେଉ ଏବଂ ଘର ସୁଖ-ସମୃଦ୍ଧିରେ ଭରିଯାଉ।#PurushottamEkadasi #MalamasaEkadasi
7 hours ago | [YT] | 0
View 0 replies
ପବିତ୍ର ଜଳକ୍ରୀଡ଼ା ଏକାଦଶୀର ଅନେକ ଅନେକ ଶୁଭକାମନା। ମହାପ୍ରଭୁଙ୍କ ଜଳକ୍ରୀଡ଼ା ଭଳି ଆପଣଙ୍କ ଜୀବନ ମଧ୍ୟ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ। 🙏#JalakridaEkadashi #JayJagannathTV #mikunana #facebookpost #hilightseveryonefollowerseelsfypシ゚viralvideo
2 weeks ago | [YT] | 0
ଆଜି ବୈଶାଖ ଶୁକ୍ଳପକ୍ଷର ପବିତ୍ର ମୋହିନୀ ଏକାଦଶୀ। ଶାସ୍ତ୍ର ଅନୁସାରେ ଏହି ଏକାଦଶୀ ବ୍ରତ ପାଳନ କଲେ ମଣିଷ ମୋହ-ମାୟାର ବନ୍ଧନରୁ ମୁକ୍ତି ପାଇବା ସହ ସମସ୍ତ ପାପରୁ ଉଦ୍ଧାର ପାଇଥାଏ। #Mohiniekadasi #jayjagannath #mikunana
1 month ago | [YT] | 1
"ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ" 🙏✨ଆଜି ପବିତ୍ର ଅକ୍ଷୟ ତୃତୀୟା! ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ। ଶ୍ରୀମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ବିଶ୍ୱକର୍ମା ମହାରଣାମାନଙ୍କ ଦ୍ୱାରା ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ। ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଜୟ ଜଗନ୍ନାଥ! 🚩#RathaNirmana #AkshayaTritiya#highlight#facebookpost #mikunana
1 month ago | [YT] | 2
ପବିତ୍ର ବରୁଥିନୀ ଏକାଦଶୀର ହାର୍ଦ୍ଦିକ ଶୁଭକାମନା! 🙏ଏହି ଏକାଦଶୀ ବ୍ରତ ପାଳନ କଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ ଏବଂ ଜୀବନରେ ସୌଭାଗ୍ୟ ପ୍ରାପ୍ତି ହୁଏ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଆପଣଙ୍କ ପରିବାର ଉପରେ ସଦାସର୍ବଦା ରହିଥାଉ।#BaruthiniEkadashi #EkadashiVrat #mikunana #facebookpos
ସମସ୍ତଙ୍କୁ ପବିତ୍ର କାମଦା ଏକାଦଶୀର ଅନେକ ଅନେକ ଶୁଭକାମନା। ପ୍ରଭୁ ଶ୍ରୀଜଗନ୍ନାଥ ଓ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ମନର ସମସ୍ତ ଶୁଭ ମନସ୍କାମନା ପୂର୍ଣ୍ଣ ହେଉ। ଜୟ ଜଗନ୍ନାଥ! 🙏#kamadaekadasi #Jayjaganath #mikunana
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମୋତ୍ସବ ‘ଶ୍ରୀରାମ ନବମୀ’ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ପ୍ରଭୁଙ୍କ ପାଖରେ ସମାଜର କଲ୍ୟାଣ କାମନା କରୁଛି ।#Mikunana #viralvideo #RokThok #viralpost
2 months ago | [YT] | 1
"ଓଁ ଉଗ୍ରବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବତୋମୁଖଂନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋର୍ମୃତ୍ୟୁଂ ନମାମ୍ୟହମ।।"ଜୟ ଜଗନ୍ନାଥ! ଆଜି ପବିତ୍ର ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ପରମ୍ପରା କ୍ରମେ 'ବାଡ଼ି ନୃସିଂହ' ବିଜେ ନୀତି ଅନୁଷ୍ଠିତ ହେଉଅଛି। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚାରି ଆଶ୍ରମ ସହ ନଗର ପରିକ୍ରମା କରି ମାନବ ସମାଜକୁ ବିଭିନ୍ନ ମହାମାରୀରୁ ରକ୍ଷା କରିବା ହେଉଛି ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।#Nrusinghbije #mikunana #JayJagannath
ସୁଧାସଂସ୍ତୁତା ଦେବୀ କୂଷ୍ମାଣ୍ଡା କୁଶଳପ୍ରଦା।ସୁରାସୁରନୁତା ସୁରଭୂତିର୍ଭୂତିର୍ବିଭାବନା॥"ମା' କୁଷ୍ମାଣ୍ଡା, ନବଦୁର୍ଗାଙ୍କ ଚତୁର୍ଥ ମୂର୍ତ୍ତି,ସମସ୍ତ ସୃଷ୍ଟି ଓ ବ୍ରହ୍ମାଣ୍ଡର ଜନନୀ।ତାଙ୍କ ପୂଜା କଲେ ମାନସିକ ସାହସ, ଶାରୀରିକ ସ୍ୱାସ୍ଥ୍ୟ ଓ ଧନ-ସମୃଦ୍ଧି ଲାଭ ହୁଏ।#MaaKushmanda #mikunana #NavratriDay4
ପିଣ୍ଡଜ ପ୍ରବରାରୂଢା ଚନ୍ଦ୍ରଘଣ୍ଟା ବିରାଜିତା।ପ୍ରସାଦମ୍ ତନୁତେ ମହ୍ୟଂ ଚନ୍ଦ୍ରଘଣ୍ଟେତି ଭିଷୁତା॥ନବରାତ୍ରିର ତୃତୀୟ ଦିନରେ ପୂଜିତା ମା’ ଚନ୍ଦ୍ରଘଣ୍ଟା।ମା’ଙ୍କ ମାଥାରେ ଅର୍ଧଚନ୍ଦ୍ରର ଘଣ୍ଟା, ହାତରେ ଅସ୍ତ୍ର ଏବଂ ସିଂହରେ ବିହାର।ସେ ଭକ୍ତମାନଙ୍କୁ ସାହସ, ଶକ୍ତି ଓ ଭୟମୁକ୍ତି ଦାନ କରନ୍ତି।#MaaChandraghanta #mikunana #NavratriDay3
Load more
Mikunanaofficial
ପବିତ୍ର ପୁରୁଷୋତ୍ତମ ଏକାଦଶୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା! 🙏
ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାତା ଲକ୍ଷ୍ମୀଙ୍କ ଅପାର କୃପାରୁ ଆପଣଙ୍କ ଜୀବନରୁ ସବୁ ଦୁଃଖ, ଦାରିଦ୍ର୍ୟ ଦୂର ହେଉ ଏବଂ ଘର ସୁଖ-ସମୃଦ୍ଧିରେ ଭରିଯାଉ।
#PurushottamEkadasi #MalamasaEkadasi
7 hours ago | [YT] | 0
View 0 replies
Mikunanaofficial
ପବିତ୍ର ଜଳକ୍ରୀଡ଼ା ଏକାଦଶୀର ଅନେକ ଅନେକ ଶୁଭକାମନା। ମହାପ୍ରଭୁଙ୍କ ଜଳକ୍ରୀଡ଼ା ଭଳି ଆପଣଙ୍କ ଜୀବନ ମଧ୍ୟ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ। 🙏
#JalakridaEkadashi #JayJagannathTV #mikunana #facebookpost #hilightseveryonefollowerseelsfypシ゚viralvideo
2 weeks ago | [YT] | 0
View 0 replies
Mikunanaofficial
ଆଜି ବୈଶାଖ ଶୁକ୍ଳପକ୍ଷର ପବିତ୍ର ମୋହିନୀ ଏକାଦଶୀ। ଶାସ୍ତ୍ର ଅନୁସାରେ ଏହି ଏକାଦଶୀ ବ୍ରତ ପାଳନ କଲେ ମଣିଷ ମୋହ-ମାୟାର ବନ୍ଧନରୁ ମୁକ୍ତି ପାଇବା ସହ ସମସ୍ତ ପାପରୁ ଉଦ୍ଧାର ପାଇଥାଏ।
#Mohiniekadasi #jayjagannath #mikunana
1 month ago | [YT] | 1
View 0 replies
Mikunanaofficial
"ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ" 🙏✨
ଆଜି ପବିତ୍ର ଅକ୍ଷୟ ତୃତୀୟା! ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ। ଶ୍ରୀମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ବିଶ୍ୱକର୍ମା ମହାରଣାମାନଙ୍କ ଦ୍ୱାରା ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ। ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଜୟ ଜଗନ୍ନାଥ! 🚩
#RathaNirmana #AkshayaTritiya#highlight#facebookpost #mikunana
1 month ago | [YT] | 2
View 0 replies
Mikunanaofficial
ପବିତ୍ର ବରୁଥିନୀ ଏକାଦଶୀର ହାର୍ଦ୍ଦିକ ଶୁଭକାମନା! 🙏
ଏହି ଏକାଦଶୀ ବ୍ରତ ପାଳନ କଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ ଏବଂ ଜୀବନରେ ସୌଭାଗ୍ୟ ପ୍ରାପ୍ତି ହୁଏ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଆପଣଙ୍କ ପରିବାର ଉପରେ ସଦାସର୍ବଦା ରହିଥାଉ।
#BaruthiniEkadashi #EkadashiVrat #mikunana #facebookpos
1 month ago | [YT] | 1
View 0 replies
Mikunanaofficial
ସମସ୍ତଙ୍କୁ ପବିତ୍ର କାମଦା ଏକାଦଶୀର ଅନେକ ଅନେକ ଶୁଭକାମନା। ପ୍ରଭୁ ଶ୍ରୀଜଗନ୍ନାଥ ଓ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ମନର ସମସ୍ତ ଶୁଭ ମନସ୍କାମନା ପୂର୍ଣ୍ଣ ହେଉ। ଜୟ ଜଗନ୍ନାଥ! 🙏
#kamadaekadasi #Jayjaganath #mikunana
1 month ago | [YT] | 1
View 0 replies
Mikunanaofficial
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମୋତ୍ସବ ‘ଶ୍ରୀରାମ ନବମୀ’ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ପ୍ରଭୁଙ୍କ ପାଖରେ ସମାଜର କଲ୍ୟାଣ କାମନା କରୁଛି ।#Mikunana #viralvideo #RokThok #viralpost
2 months ago | [YT] | 1
View 0 replies
Mikunanaofficial
"ଓଁ ଉଗ୍ରବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବତୋମୁଖଂ
ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋର୍ମୃତ୍ୟୁଂ ନମାମ୍ୟହମ।।"
ଜୟ ଜଗନ୍ନାଥ! ଆଜି ପବିତ୍ର ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ପରମ୍ପରା କ୍ରମେ 'ବାଡ଼ି ନୃସିଂହ' ବିଜେ ନୀତି ଅନୁଷ୍ଠିତ ହେଉଅଛି। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚାରି ଆଶ୍ରମ ସହ ନଗର ପରିକ୍ରମା କରି ମାନବ ସମାଜକୁ ବିଭିନ୍ନ ମହାମାରୀରୁ ରକ୍ଷା କରିବା ହେଉଛି ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।
#Nrusinghbije #mikunana #JayJagannath
2 months ago | [YT] | 1
View 0 replies
Mikunanaofficial
ସୁଧାସଂସ୍ତୁତା ଦେବୀ କୂଷ୍ମାଣ୍ଡା କୁଶଳପ୍ରଦା।
ସୁରାସୁରନୁତା ସୁରଭୂତିର୍ଭୂତିର୍ବିଭାବନା॥
"ମା' କୁଷ୍ମାଣ୍ଡା, ନବଦୁର୍ଗାଙ୍କ ଚତୁର୍ଥ ମୂର୍ତ୍ତି,
ସମସ୍ତ ସୃଷ୍ଟି ଓ ବ୍ରହ୍ମାଣ୍ଡର ଜନନୀ।
ତାଙ୍କ ପୂଜା କଲେ ମାନସିକ ସାହସ, ଶାରୀରିକ ସ୍ୱାସ୍ଥ୍ୟ ଓ ଧନ-ସମୃଦ୍ଧି ଲାଭ ହୁଏ।
#MaaKushmanda #mikunana #NavratriDay4
2 months ago | [YT] | 1
View 0 replies
Mikunanaofficial
ପିଣ୍ଡଜ ପ୍ରବରାରୂଢା ଚନ୍ଦ୍ରଘଣ୍ଟା ବିରାଜିତା।
ପ୍ରସାଦମ୍ ତନୁତେ ମହ୍ୟଂ ଚନ୍ଦ୍ରଘଣ୍ଟେତି ଭିଷୁତା॥
ନବରାତ୍ରିର ତୃତୀୟ ଦିନରେ ପୂଜିତା ମା’ ଚନ୍ଦ୍ରଘଣ୍ଟା।
ମା’ଙ୍କ ମାଥାରେ ଅର୍ଧଚନ୍ଦ୍ରର ଘଣ୍ଟା, ହାତରେ ଅସ୍ତ୍ର ଏବଂ ସିଂହରେ ବିହାର।
ସେ ଭକ୍ତମାନଙ୍କୁ ସାହସ, ଶକ୍ତି ଓ ଭୟମୁକ୍ତି ଦାନ କରନ୍ତି।
#MaaChandraghanta #mikunana #NavratriDay3
2 months ago | [YT] | 1
View 0 replies
Load more