Laxmipriyabhuyan Bindassgirlseetu

❤️💝❤️ସବୁଠୁ ଅଲଗା ଓ ସବୁ ଠୁ ନିଆରା ❤️💝❤️

ନମସ୍କାର ବନ୍ଧୁଗଣ ମୋ ନାଁ ଲଷ୍ମୀପ୍ରିୟା ଭୂୟାଁ (ସୀତୁ)

ଆପଣମାନଙ୍କୁ ମୋର Youtube Channel (Laxmipriyabhuyan_Seetu) କୁ ସ୍ୱାଗତ ଜଣାଉଛି !

ମୋର ଏହି ଚ୍ୟାନେଲରେ ଆପଣ ମାନେ ମୋର ପ୍ରତେକ ଦିନ କେମିତି କାଟୁଛି ସେଇ ବିଷୟରେ ଜାଣିପାରିବେ | ଆହୁରି ବି ବହୁତ କିଛି ପାଇଁ ପାରିବେ!
All Type Short Video Upload Any Time.......

👇... ଯଦି ଆପଣ ସମସ୍ତେ ମୋର ସାଥେ ଦେବେ ତାହାଲେ ବହୁତ କିଛି କରିବି ଆପଣ ମାନଙ୍କ ପାଇଁ ଆପଣଙ୍କ ମାନଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ଏମିତି ଥାଉ 🙏🚩🙏

Plz do subscribe my youtube channel (Laxmipriyabhuyan_Seetu) And click the bell icon olso to stay notify about my latest updated video କୁ LIKE+CMT+SHARE (MUT)OK...


କର୍ମ ହିଁ ଭଗବାନ (WORK IS GOD)
🙏🚩🙏

ମୁଁ ଆପଣଙ୍କ ସହ ସବୁବେଳେ ଅଛି।

ମୁଁ ଭଗବାନ ଙ୍କୁ ଡାକୁଛି ମୋର ଯିଏ ମଙ୍ଗଳ ଚାହୁଁଚି ତାକୁ ସବୁବେଳେ ଖୁସି ରେ ତମେ ରଖିବ। 🙏

Thank You Mo YouTube Family

Follow us on:

YouTube:  / youtube.com/@Laxmipriyabhuyan_SEETU_

Facebook:  / www.facebook.com/share/1AMjCbupLP/

Instagram: / @Bindassgirlseetu

X: / x.com/Laxmipriya35291?s=09



Laxmipriyabhuyan Bindassgirlseetu

Puri Sea Beach Enjoy 🥳

10 hours ago | [YT] | 1

Laxmipriyabhuyan Bindassgirlseetu

My Little brother 🫂

10 hours ago | [YT] | 1

Laxmipriyabhuyan Bindassgirlseetu

CHHOTA BHAI JAAN ❤️

10 hours ago | [YT] | 0

Laxmipriyabhuyan Bindassgirlseetu

୮ ବର୍ଷ ର ଫୋଟୋ ମୋର କେମିତି ହେଇଚି ?🫢😆

10 hours ago | [YT] | 4

Laxmipriyabhuyan Bindassgirlseetu

❤️❤️❤️❤️ବିଶ୍ୱ ମାତୃ ଦିବସ❤❤❤❤

ମା ଭଳି ଭଲ ପାଉଥିବା,ବୁଝି ପାରୁଥିବା ସାଥିଟିଏ ମିଳିବା ବହୁତ୍ କଷ୍ଟ। ସେଥିପାଇଁ ତ କୁହାଯାଏ ଯେ ମା ଠାରୁ ବଡ଼ ବନ୍ଧନ ଏବଂ ମା ଠାରୁ ବଡ଼ ବିକଳ୍ପ ଏ ସଂସାରରେ ଆଉ କିଛି ନାହିଁ।
💖💖Happy mother's day💖💖
💖♥️✨ love you bau♥️✨💖
#happymothersday #BindassGirlsSeetu #bau

4 weeks ago | [YT] | 10

Laxmipriyabhuyan Bindassgirlseetu

ଭାଇ ଭଉଣୀ ସମାନ କାହାଣୀ

1 month ago | [YT] | 5