"Stay informed with the latest headlines, breaking news, and trending stories from around the world. Follow us for real-time updates, in-depth analysis, and exclusive content, all in one place."


PurvaPaksa

"ରାଘବ ଚଢ଼ା ଯଦି ନୂଆ ଦଳ ଗଢନ୍ତି କଣ

ଆପଣ ସମର୍ଥନ କରିବେ ?

1 month ago | [YT] | 10

PurvaPaksa

ଦୁଇ ବିଧାୟକଙ୍କ ମଧ୍ୟରୁ ଆପଣଙ୍କ ପ୍ରିୟନେତା କିଏ ? #purvapaksa #sanatanamahakud #arabindamohapatra #NaveenPattanaik #odianews

4 months ago | [YT] | 19

PurvaPaksa

ଆପଣଙ୍କୁ କଣ ଲାଗୁଛି ନୂଆପଡ଼ାରେ କିଏ ଜିତିବ ?

6 months ago | [YT] | 21

PurvaPaksa

ଏବେ ପାଣ୍ଡିଆନଙ୍କ ପତ୍ନୀ ରାଜନୀତିକୁ ଆସିବେ ନା ନାହିଁ ?

6 months ago | [YT] | 20

PurvaPaksa

ନୂଆପଡ଼ା ଫଳାଫଳ ପାଣ୍ଡିଆନ ବିବାଦକୁ ବଢାଇବ ନା କମାଇବ ?

6 months ago | [YT] | 2

PurvaPaksa

# ନୂଆପଡ଼ା ବାଇପୋଲ୍ ରେଜଲ୍ଟ : ୧୩ ରାଉଣ୍ଡ ପରେ ବିଜେପିର ଜୟ ଢୋଲକିଆ  ଆଗୁଆ ଅଛନ୍ତି।

ବିଜେପିର ଜୟ ଢୋଲକିଆ: ୬୩୫୨୨
ବିଜେଡିର ସ୍ନେହାଙ୍ଗିନି ଛୁରିଆ: ୨୦୨୮୮
କଂଗ୍ରେସର ଘସିରାମ ମାଝି: ୨୦୧୦୩

6 months ago | [YT] | 5

PurvaPaksa

#Nuapadaelection #byelection #Nuapadaresult
୧୧ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ
ବିଜେପିର ଜୟ ଢୋଲକିଆ: ୫୪,୯୮୦
ବିଜେଡିର ସ୍ନେହାଙ୍ଗିନି ଛୁରିଆ: ୧୮୧୮୪
କଂଗ୍ରେସର ଘସିରାମ ମାଝି: ୧୫,୩୩୭

6 months ago | [YT] | 0

PurvaPaksa

#Nuapadaelection #byelection #Nuapadaresult
୯ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ

6 months ago | [YT] | 2

PurvaPaksa

# ନୂଆପଡ଼ା ବାଇପୋଲ୍ ରେଜଲ୍ଟ : ୮ରାଉଣ୍ଡ ପରେ ବିଜେପିର ଜୟ ଢୋଲକିଆ ୨୮,୦୦୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି।

ବିଜେପିର ଜୟ ଢୋଲକିଆ: ୪୧,୫୨୦
ବିଜେଡିର ସ୍ନେହାଙ୍ଗିନି ଛୁରିଆ: ୧୨,୬୩୨
କଂଗ୍ରେସର ଘସିରାମ ମାଝି: ୧୦,୬୪୯

#Nuapadaelection #byelection #Nuapadaresult

6 months ago | [YT] | 0

PurvaPaksa

ଶ୍ରୀମୟୀ ଙ୍କର ମାମୁ ଘର କବିତା ଆପଣଙ୍କୁ କେମିତି ଲାଗୁଚି ?

6 months ago | [YT] | 11