Satyapatha is an independent News network founded by eminent journalist Satya Prakash Nayak. The main objective is to provide research based in-depth news and views to Odia viewers.


Satyapatha

ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା
Read: www.satyapatha.com/karnataka-chief-minister-siddar…

1 hour ago | [YT] | 26

Satyapatha

BJP କୁ ପଛରେ ପକାଇ ଇନଷ୍ଟାଗ୍ରାମରେ 12+ ମିଲିୟନ ଫଲୋୟର ଅତିକ୍ରମ କଲା CJP

#Satyapatha #cockroachjantaparty #bjp #instagram #LatestNews

1 week ago | [YT] | 535

Satyapatha

ଦଳୀୟ କାର୍ଯ୍ୟରେ ଆସିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ବାଚସ୍ପତି ଧାଡିରେ ଛିଡ଼ାହୋଇ ସ୍ୱାଗତ କରିବାକୁ ନେଇ ବିବାଦ
ଏହା ଠିକ୍ ନା ଭୁଲ୍?
#Satyapatha #SuramaPadhy #nitinnabin #OdishaPolitics

1 week ago | [YT] | 120

Satyapatha

ସମୟ ବଡ଼ ବଳବାନ
#Satyapatha #DharmendraPradhan #nitinnabin #bjp

1 week ago | [YT] | 63

Satyapatha

-TVK ମୁଖ୍ୟ ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ
-ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ
-କାଲି ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ
-ଚେନ୍ନାଇର ନେହରୁ ଷ୍ଟାଡିୟମରେ ହେବ ଶପଥ ଉତ୍ସବ
-ଆସନ୍ତା ୧୩ ଭିତରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ନିର୍ଦ୍ଦେଶ
#satyapatha #thalapathyvijay

2 weeks ago | [YT] | 192

Satyapatha

ବେଙ୍ଗଲରେ ବିଜେପିର ବିପୁଳ ବିଜୟ ପରେ ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କଲେ ମନ-ମୋହନ
#Satyapatha #ManmohanSamal #MohanMajhi #OdishaPolitics #BJPOdisha #DharmendraPradhan

3 weeks ago | [YT] | 91

Satyapatha

ବେଙ୍ଗଲରେ ବିଜେପିର ବିପୁଳ ବିଜୟ ପରେ ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କଲେ ମନ-ମୋହନ
#Satyapatha #ManmohanSamal #MohanMajhi #OdishaPolitics #BJPOdisha #DharmendraPradhan

3 weeks ago | [YT] | 42

Satyapatha

ଅକ୍ଷୟ ତୃତୀୟା ଅବସରରେ ଖୋର୍ଦ୍ଧା ଜିଲ୍ଲା, ବାଲିପାଟଣା ଅନ୍ତର୍ଗତ ସୁମଣା ଶାସନ ଗ୍ରାମପଞ୍ଚାୟତରେ ଅଖିମୁଠି ଅନୁକୂଳ କଲେ ପିସିସି ସଭାପତି ଭକ୍ତ ଦାସ
#Satyapatha #BhaktaDas #Congress #OdishaPolitics

1 month ago | [YT] | 182

Satyapatha

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅତାବିରାର ଚକୁଳିଆ ଫାର୍ମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଓ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ।
#Satyapatha #ManmohanSamal #BJPOdisha

1 month ago | [YT] | 108