Village Visitors

"ଜୟ ଜଗନ୍ନାଥ" !⭕❗⭕


ଆପଣ ସମସ୍ତଙ୍କୁ ଆମ youtube channel କୁ ବହୁତ ବହୁତ ସ୍ବାଗତ | ହଁ ଦର୍ଶକ ବନ୍ଧୁ ଆମର ଛୋଟିଆ ଏକ ପ୍ରୟାସ ଏହି channel ମାଧ୍ୟମରେ ଓଡିଶା ର ସମସ୍ତ ଛୋଟ ବଡ଼ ଅଞ୍ଚଳ ମାନଙ୍କୁ Visit କରି ତାହାର କଳା ,ସଂକୃତି ,ଚାଲିଚଳଣୀ ,ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରମ୍ପରା କୁ ଲୋକ ଲୋଚନ ଆଣିବା |
ଏବଂ ଆମ ଓଡ଼ିଶା ର ସୌନ୍ଦର୍ଯ୍ୟ ଓ ସଂସ୍କୃତି ବି ସବୁଠୁ ନିଆରା ଓ ଅନନ୍ୟ ସେଥି ପାଇଁ ତ ଆମେ ଗର୍ବ ରେ କହୁ
" ଆମେ ଓଡ଼ିଆ ଭାରି ବଢ଼ୀୟା "
ତେଣୁ ଆମ ସହିତ ଯୋଡି ହେବା ପାଇଁ ଆମ Channel କୁ ନିହାତି Subscribe କରନ୍ତୁ |

also we will see village lifestyle, village farming, village culture, village festival, puja & Cerimony with some other parts of Odisha and Bhart vlogs.

Thanks to all for Being a part of Village visitor's

For Business Enquiry: 👇👇

E-mail: ashru7855@gmail.com


📞📱what's app no - 7978680918


Village Visitors

ପବିତ୍ର ମେରୁ ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ#villagevisitors ‪@VillageVisitors‬

1 month ago | [YT] | 125

Village Visitors

Har har Mahadev 💙🙏🚩#mahasivaratri #odisha #village_visitors

3 months ago | [YT] | 26

Village Visitors

Happy new year 2026 🙏🙏🙏❤️
jai jagannath 🙌⭕❕⭕

4 months ago | [YT] | 67

Village Visitors

ଆଜି ନବରାତ୍ରୀ ର ପ୍ରଥମ ଦିନ ରେ ମାଁ ରଜେଶ୍ୱରୀ ଦକ୍ଷିଣ କାଳୀ ଙ୍କ ଦିବ୍ୟ ଦର୍ଶନ ।। ଜୟ ମାଁ 🙏🙏🔥🔥at Rajapur near Chatrapur ganjam,

8 months ago | [YT] | 139

Village Visitors

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏❤️❤️ #ganeshchaturthi #ganeshpuja #2025 #Villagevisitors

9 months ago | [YT] | 101

Village Visitors

ଆଜି ମଙ୍ଗଳବାର ତା 22.07.2025 ରେ ମାଁ ମଙ୍ଗଳା ଙ୍କ ଦିବ୍ୟ ଦର୍ଶନ ❤️❤️❤️🙏🙏🙏🌺🌺#villagevisitors #odisha #post #youtube

10 months ago | [YT] | 79

Village Visitors

Jaya maa Mangala 🙏🙏🙏❤️❤️

10 months ago | [YT] | 89

Village Visitors

ଜୟ ମାଁ ତାରା ତାରିଣୀ ❤️❤️🙏🙏

10 months ago | [YT] | 100

Village Visitors

ଆଜି ମାଁ ମଙ୍ଗଳା ଙ୍କ ଦିବ୍ୟ ଦର୍ଶନ 🙏🙏🙏🙏❤️❤️❤️‪@VillageVisitors‬

10 months ago | [YT] | 137

Village Visitors

Jai jagannath 🙌 ପବିତ୍ର ବାହୁଡା଼ ଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ⭕❕⭕🙏🙏

10 months ago | [YT] | 110