Odia Education Village

🌿Hello Everyone, Wlcm To Odia Education Village🌿
.
.
ଏହି ଚ୍ୟାନେଲରେ ଆପଣ ପାଇପାରିବେ Class 1 ରୁ 10 ପର୍ଯ୍ୟନ୍ତ ସମସ୍ତ ବିଷୟର Monthly, Half Yearly ଓ Annual Exam Video, ତଥା RI, ARI, AMIN, OSSC, OPSC, OSSSC, ICDS, SFS, SI, OTET, CTET ଭଳି ସରକାରୀ ପରୀକ୍ଷା ପାଇଁ Odia Grammar MCQ ଓ Odia GK MCQ ଦେଖିପାରିବେ ।

🔸Our Goal Is To Make Learning Simple, Fun, & Useful For Every Odia Student & Competitive Aspirant.

🔸Subscribe Now & Join The Journey Of Education & Success With "Odia Education Village"

❤️ ....................THANK YOU.................... ❤️


Odia Education Village

ଓଡିଶାର ପ୍ରଥମ ଓଡିଆ ଖବରକାଗଜ 'ଉତ୍କଳ ଦୀପିକା' କେବେ ପ୍ରକାଶିତ ହୋଇଥିଲା?
#OTET #OSSC

2 days ago | [YT] | 4

Odia Education Village

ଓଡ଼ିଶାର କେଉଁ ଜିଲ୍ଲାରେ ସର୍ବାଧିକ ବନାଞ୍ଚଳ ରହିଛି?
#OSSC #OTET

2 days ago | [YT] | 2

Odia Education Village

କେଉଁ ବର୍ଷ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠିତ ହୋଇଥିଲା?
#OTET #OSSC #Govtexam

2 days ago | [YT] | 3

Odia Education Village

ଓଡିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ କେଉଁଟି?

2 days ago | [YT] | 4

Odia Education Village

କେଉଁ ନଦୀ କୂଳରେ ଓଡିଶାର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର (କୋଣାର୍କ) ଅବସ୍ଥିତ?

2 days ago | [YT] | 3