PLEASE SUBSCRIBE OUR CHANNEL & LIKE OUR VIDEOS & PRESS THE BELL ICON.
क्या आप अपना प्रोडक्ट स्पॉन्सर करना चाहते हैं.. अगर हां तो तो आपका स्वागत है.. हमें इस मेल पर संपर्क करें.. If You want to sponsor your product..Than You are Right place..contact us on this mail
ବି:ଦ୍ର ; ବାଇଟ, ଭାଷଣ କିମ୍ବା ବକ୍ତବ୍ୟ ରେ କହୁଥିବା କଥା ବକ୍ତାଙ୍କ ନିଜସ୍ୱ ମନ୍ତବ୍ୟ ଏଥି ପାଇଁ ଚ୍ୟାନେଲ ଦାୟୀ ନୁହେଁ
E-mail - tajnews2013@gmail.com
WhatsApp -9124059906
Taj news Balasore
ସାଉଦି ଆରବ; ମଦିନା ସ୍ଥିତ କବରସ୍ଥାନ ରେ ୪୦ ଭାରତୀୟ ତୀର୍ଥଯାତ୍ରୀ ଙ୍କ ଶେଷ କୃତ୍ୟ ସମ୍ପନ୍ନ, ଇସ୍ଲାମିକ ରୀତି ନୀତି ଅନୁଯାୟୀ ସମସ୍ତଙ୍କୁ କବର ଦିଆଯାଇଛି। 'ଜନନାତୁଲ ବାକି' କବରସ୍ଥାନ ରେ ସମସ୍ତଙ୍କୁ କବର ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଗତ ଚଳିତ ମାସ ୧୭ ତାରିଖ ମଦିନା ରେ ବସ୍ ଏବଂ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟିବାରୁ ପ୍ରାୟ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
6 months ago | [YT] | 5
View 1 reply
Taj news Balasore
ଘୋଡ଼ା ବେପାର ଡର।ରେମୁଣାର ବିଜେଡି ସମର୍ଥିତ ୨୨ ସମିତି ସଭ୍ୟ ପଡୋଶୀ ରାଜ୍ୟ ର ଏକ ହୋଟେଲରେ ନିର୍ବାସନ
4 years ago | [YT] | 3
View 0 replies
Taj news Balasore
ବୃଦ୍ଧ ପିତାମାତାଙ୍କୁ ଘରୁ ତଡିଦେଲେ ପୁଅ ଓ ବୋହୁ
୨୪ ଘଣ୍ଟା ହେଲା ଘର ଆଗରେ ଶୀତରେ ଥରୁଛନ୍ତି ଦମ୍ପତ୍ତି
ସାହା ହେଲେ ଗ୍ରାମବାସୀ
ବାଲେଶ୍ଵର. ତା.. ଘରେ ପୁଅଟିଏ ଜନ୍ମ ହେଲେ ବାପା ମା 'ଙ୍କ କେତେ ଖୁସି .. ପୁଅଟିଏ କୋଳକୁ ଆସିବା ପାଇଁ କେତେ ପୂଜା ଅର୍ଚ୍ଚନା.. ପୁଅକୁ ମଣିଷ ଭଳି ମଣିଷ ଟିଏ ଗଢିବା ପାଇଁ ଗରିବ ବାପା ଓ ମା 'ଜୀବନକୁ ଜଳାଞ୍ଜଳି ଦେଇ କଣ ନକରନ୍ତି?
ହେଲେ ପୁଅ ପାଠଶାଠ ପଢି ଚାକିରୀ କଲା ପରେ ଯଦି ନିଜ ପିତା ମାତାଙ୍କୁ ନିର୍ଯ୍ୟାତନା ଦିଏ, ତାକୁ କଣ କହିବ ଏ ସମାଜ?
ଏଭଳି ଏକ ଅମାନବୀୟ ଘଟଣା ସମ୍ପ୍ରତ୍ତି ବାଲେଶ୍ୱର ସହର ଉପକଣ୍ଠ ଦହପଡ଼ା ପଂଚାୟତର କଣ୍ଟାବଣିଆ ଗାଁରେ ଦେଖିବାକୁ ମିଳିଛି...
ବାପା ଦିନ ମଜୁରୀ କରୁଥିଲେ ଓ ମାଆ ପରଘରେ ଖଟି ଏକ ବଡ ପରିବାର ମୁହଁରେ ଦାନା ଦେଉଥିଲେ... କେବଳ ସେତିକି ନୁହେଁ ପୁଅକୁ ପାଠ ପଢ଼ାଇବା ପାଇଁ ପର ପାଖରେ ହାତ ମଧ୍ୟ ପତାଇଥିଲେ. ପୁଅ ବାହାଘର ପରେ ବଦଳିଗଲା .. ପତ୍ନୀ ଓ ଷଢ଼ୁ ଙ୍କ କଥାରେ ପଡି ଗତ କାଲି ସକାଳ ଓଳି କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ଓ ପି ସି ଆର ପୋଲିସ କର୍ମଚାରୀ ସହ ଆସି ବାପା ଓ ମା ଙ୍କୁ ମାରପିଟ, ଘୋଷରା ଟଣା କରି ଘରୁ ବାହାର କରି ତାଲା ମାରିବା ସହ ପାଣି ଟ୍ୟୁବ ୱେଲ ରେ ତାଲା ଜଞ୍ଜିର ମାରି ଦେଇଛି..
ଗ୍ରାମର ବୟସ୍କ ବ୍ୟକ୍ତି ଶେଖ ଆନିଶୁଦ୍ଦିନ ଏବଂ ପତ୍ନୀ ଜମିଲା ବିବିଙ୍କୁ ତାଙ୍କ ଚାକିରିଆ ପୁଅ ବୋହୁ ଏଭଳି ଭାବେ ଘରୁ ତଡି ଦେଇଛନ୍ତି.. ଗ୍ରାମବାସୀ ବିରୋଧ କରିବାରୁ ସେମାନେ ଗୁଣ୍ଡା ଲଗାଇ ଧମକ ଚମକ ଦେଇ ସେମାନଙ୍କୁ ଚୁପ କରାଇଦେଇଥିଲେ.. ଉଚ୍ଚଶିକ୍ଷିତ ପୁଅ ଏବେ ନୌ ସେନା ବାହିନୀ ରେ ଫ୍ଲାଇଟ ଇଞ୍ଜିନିଅର
ଭାବେ କାମକରୁଛନ୍ତି.. ହେଲେ ପାଞ୍ଚ ଛ ବର୍ଷ ହେଲା ବାପା ମା 'ଙ୍କୁ ପଚାରୁ ନାହିଁ.. ଭଉଣୀ ମାନଙ୍କ ବାହାଘର ରେ ମଧ୍ୟ ସାହାଯ୍ୟ ଦେଲାନାହିଁ.. ଏବେ ବୃଦ୍ଧ ପିତା ମାତାଙ୍କୁ ଘରୁ ତଡି ଦେଇ ଛନ୍ତି... ସହଦେଵଖୁଣ୍ଟା ଆଦର୍ଶ ଥାନାରେ ଗତ ରାତିରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଅଭିଯୋଗ ଉପରେ ତଦନ୍ତ କରି ଏକ ମାମଲା ରୁଜ୍ଜୁ କରିଛି...
ସ୍ଥାନୀୟ ଗ୍ରାମବାସୀ ବୃଦ୍ଧ ଦମ୍ପତ୍ତି ଙ୍କୁ ଖାଦ୍ୟ ଦେଉଥିବାବେଳେ କିଛି ଯୁବ ସମାଜସେବୀ ସେମାନଙ୍କୁ ଶୀତ ବସ୍ତ୍ର ଓ ଖାଦ୍ୟ ଦେଇ ମାନବିକତା ପ୍ରର୍ଦଶନ କରିଛନ୍ତି..
ଏହି ଘଟଣା ଉପରେ ପ୍ରତକ୍ରିୟା ଦେଇ ଜଣେ ସମାଜସେବୀ କହିଛନ୍ତିକି,, "ଆମେ ଅମିତାଭ ବଚନଙ୍କ ଅଭିନୀତ ଚଳଚିତ୍ର "ବାଗୱାନ'ରେ ପୁଅମାନେ କିଭଳି ବାପା ମାନଙ୍କୁ ଘରୁ ତଡି ଦେଇଥିଲେ, ତାହା ଆଜି ଆମ ଗାଁରେ ଦେଖିବାକୁ ମିଳିଛି.. ଯାହା ଅତ୍ୟନ୍ତ ଲଜ୍ୟାଜନକ ଓ ଦୁଃଖଦାୟକ..
4 years ago | [YT] | 23
View 0 replies
Taj news Balasore
ସରପଞ୍ଚ ହେବାର ନିଶା। ୨୭ ଡିସିମିଲ ବିଲ ବିକିଦେଲେ ଚଷାଖଣ୍ଡ ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀ
4 years ago | [YT] | 5
View 0 replies
Taj news Balasore
4 years ago | [YT] | 11
View 0 replies
Taj news Balasore
ବରିଷ୍ଠ ସାମ୍ବାଦିକ ହିମାଂଶୁ ଦାସଙ୍କ ପଶୁ ପ୍ରେମ।
ବାଘ ନ ଦେଖିଲେ,ବିଲେଇ ଦେଖ
4 years ago | [YT] | 12
View 1 reply
Taj news Balasore
ବାତ୍ୟା ଚାଲିଯାଇଛି ସତ୍ତ୍ୱେ।କିନ୍ତୁ ଏହି ଫୋଟ ବହୁତ କିଛି ବୟାନ କରୁଛି
5 years ago | [YT] | 31
View 0 replies
Taj news Balasore
ବାଲେଶ୍ବର ଉପ ନିର୍ବାଚନ ଫଳାଫଳ
UPDATES
5 years ago | [YT] | 7
View 0 replies
Taj news Balasore
ବାଲେଶ୍ବର ଉପ ନିର୍ବାଚନ ଫଳାଫଳ
UPDATES
5 years ago | [YT] | 6
View 0 replies
Taj news Balasore
ବାଲେଶ୍ବର ଉପ ନିର୍ବାଚନ ଫଳାଫଳ
UPDATES
5 years ago | [YT] | 17
View 0 replies