‼️⭕‼️ଜୟ ଜଗନ୍ନାଥ ‼️⭕‼️
ନମସ୍କାର ବନ୍ଧୁଗଣ! 🙏
ମୋର ଏହି ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ :
✅ Science-based Facts (ବିଜ୍ଞାନ ସମ୍ମତ ତଥ୍ୟ)
✅ Logical Reasoning (ଯୁକ୍ତିଯୁକ୍ତ ବିଚାର)
✅ Motivational Stories (ପ୍ରେରଣାଦାୟୀ କାହାଣୀ)
✅ Educational Shorts (ଶିକ୍ଷାମୂଳକ କ୍ଷୁଦ୍ର ଭିଡିଓ)
ଦେଖିବାକୁ ପାଇବେ ।
ଆଜିର ଆଧୁନିକ ଯୁଗରେ ମଧ୍ୟ ଆମେ ଅନେକ ଅନ୍ଧବିଶ୍ବାସରେ ବନ୍ଧା। ମୋର ଏହି ଚ୍ୟାନେଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ଏବଂ ସଠିକ୍ Logic ମାଧ୍ୟମରେ ସେହି ଭ୍ରମକୁ ଦୂର କରିବା ଏବଂ ପ୍ରକୃତ ସତ୍ୟ (Real Fact) ଆପଣଙ୍କ ସାମ୍ନାକୁ ଆଣିବା।
ଏହା ସହିତ ଆପଣଙ୍କୁ ମାନସିକ ଭାବେ ଶକ୍ତିଶାଳୀ କରିବା ପାଇଁ ମୁଁ Motivational Shorts ମଧ୍ୟ ଶେୟାର କରିବି। ଶିକ୍ଷା ଏବଂ ସଚେତନତା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।
ଆସନ୍ତୁ, ଅନ୍ଧବିଶ୍ବାସକୁ ପଛରେ ପକାଇ ଜ୍ଞାନର ଆଲୋକରେ ନିଜକୁ ଗଢ଼ିବା। ଭିଡିଓଗୁଡିକ ଭଲ ଲାଗିଲେ Like ଏବଂ Share ନିଶ୍ଚୟ କରନ୍ତୁ।
👏ଧନ୍ୟବାଦ୍👏
OdiaScience #OdiaMotivation #FactsOdia #LogicalOdia #AntiSuperstition #Motivational
#ଓଡ଼ିଆ କବିତା। # ODIA KABITA
#ଓଡ଼ିଆ ଶୟରି। #ODIA SAYARI
#ଷ୍ଟାଟସ୍ ଭିଡ଼ିଓ #STATUS VIDEO
Invisible_Jaya_Official
🎉🎊 1,50,000+ Subscribers Family Complete! 🎊🎉
ପ୍ରିୟ ସପୋର୍ଟର ଓ ଦର୍ଶକ ବନ୍ଧୁମାନେ ❤️,
ଆଜି ମୋ ଜୀବନର ଏକ ବଡ଼ ଖୁସିର ଦିନ। Invisible_Jaya_Official ପରିବାର 1.5 ଲକ୍ଷ (150K+) Subscribers ଅତିକ୍ରମ କରିଛି। ଏହା କେବଳ ଏକ ସଂଖ୍ୟା ନୁହେଁ, ଏହା ଆପଣମାନଙ୍କର ଭଲପାଇବା, ବିଶ୍ୱାସ ଓ ସପୋର୍ଟର ପ୍ରତୀକ। 🙏
ମୁଁ ଯେତେବେଳେ ଏହି ଯାତ୍ରା ଆରମ୍ଭ କରିଥିଲି, ସେତେବେଳେ ଏହି ସଫଳତା କେବଳ ଏକ ସ୍ୱପ୍ନ ଥିଲା। ଆଜି ସେହି ସ୍ୱପ୍ନକୁ ସତ କରିଦେଇଛନ୍ତି ଆପଣମାନେ। ପ୍ରତ୍ୟେକ Subscribe, Like, Comment ଓ Share ମୋତେ ଆଗକୁ ବଢ଼ିବାର ଶକ୍ତି ଦେଇଛି। ❤️
ଏହି ସଫଳତା ମୋର ନୁହେଁ, ଆମ ସମସ୍ତଙ୍କର। 🤝
ଆପଣମାନଙ୍କର ଭଲପାଇବା ଏଭଳି ରହିଲେ, ଆମେ ଖୁବ୍ ଶୀଘ୍ର 2 ଲକ୍ଷ, 5 ଲକ୍ଷ ଏବଂ 10 ଲକ୍ଷ Subscribers ର ମାଇଲସ୍ଟୋନ୍ ମଧ୍ୟ ଅତିକ୍ରମ କରିବା। 🚀
💖 ହୃଦୟର ଗଭୀରତାରୁ ଧନ୍ୟବାଦ ଆପଣମାନଙ୍କୁ।
🙏 Thank You For Being Part Of My Journey.
🔥 The Journey Continues... Bigger Dreams, Bigger Goals! 🔥
#150KSubscribers #ThankYouFamily #InvisibleJayaOfficial #YouTubeFamily #MilestoneCelebration #GratefulHeart ❤️🎉
3 weeks ago | [YT] | 26
View 4 replies
Invisible_Jaya_Official
https://youtu.be/-2ay3X-jVOs?si=UZ32r...
5 months ago | [YT] | 6
View 0 replies
Invisible_Jaya_Official
ଋତୁସ୍ରାବ: ଅପବିତ୍ରତା ନୁହେଁ, ଏହା ଜୀବନର ଆଧାର
ଋତୁସ୍ରାବ ବା ପିରିଅଡସ୍ ଏକ ସ୍ୱାଭାବିକ ଜୈବିକ ପ୍ରକ୍ରିୟା, ଯାହା ଜଣେ ନାରୀକୁ ମାତୃତ୍ୱର ଗୌରବ ଦେବା ପାଇଁ ପ୍ରକୃତିର ଏକ ଅମୂଲ୍ୟ ଦାନ। ପ୍ରାଚୀନ କାଳରେ ଯେତେବେଳେ ସ୍ୱାସ୍ଥ୍ୟ ସୁବିଧା ନଥିଲା, ସେତେବେଳେ ମହିଳାମାନଙ୍କୁ ଶାରୀରିକ କଷ୍ଟରୁ ମୁକ୍ତି ଦେବା ଓ ସମ୍ପୂର୍ଣ୍ଣ ବିଶ୍ରାମ ଦେବା ପାଇଁ କିଛି ନିୟମ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ସମୟକ୍ରମେ ସେହି "ବିଶ୍ରାମ" ଶବ୍ଦଟି "ଅଛୁଆଁ" ବା "ଅପବିତ୍ରତା" ଭଳି କୁସଂସ୍କାରରେ ପରିଣତ ହୋଇଗଲା।
କୌଣସି ଭଗବାନ ନିଜ ସୃଷ୍ଟିକୁ କେବେବି ଅପବିତ୍ର କହିନାହାନ୍ତି। ଯେଉଁ ପ୍ରକ୍ରିୟା ଯୋଗୁଁ ଏହି ସଂସାରରେ ମାନବ ଜାତିର ଜନ୍ମ ହୁଏ, ତାହା ଅଶୁଦ୍ଧ ହୋଇପାରିବ ନାହିଁ। ଆଜିର ଆଧୁନିକ ଯୁଗରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ଯେତିକି ଜରୁରୀ, ଝିଅମାନଙ୍କୁ ସମ୍ମାନ ଓ ସ୍ନେହ ଦେବା ସେତିକି ଆବଶ୍ୟକ। ସେମାନଙ୍କୁ ଏକାକୀ ନରଖି, ସେମାନଙ୍କ ମନରୁ ଭୟ ଓ ଲଜ୍ଜା ଦୂର କରିବା ହିଁ ପ୍ରକୃତ ମାନବିକତା। ମନେରଖନ୍ତୁ, ଜଣେ ସୁସ୍ଥ ଓ ସମ୍ମାନିତ ନାରୀ ହିଁ ଏକ ସୁସ୍ଥ ସମାଜ ଗଠନ କରିପାରିବ।
https://youtu.be/uJYa85TnMlY
5 months ago (edited) | [YT] | 3
View 0 replies
Invisible_Jaya_Official
🙏 10K Subscribers Complete – Thank You So Much 🙏
ମୋ ପାଇଁ 10K କେବଳ ଗୋଟିଏ number ନୁହେଁ,
ଏହା 10,000 ଟି ଭରସା, 10,000 ଟି ଆଶୀର୍ବାଦ ❤️
ମୋ ଛୋଟ channel ଉପରେ ବିଶ୍ୱାସ କରି,
ମୋ ସହ ଯୋଡିଥିବା ପ୍ରତ୍ୟେକ Subscriber କୁ
ହୃଦୟରୁ Thank You 🙏
ଆପଣମାନଙ୍କର ଭଲପାଇବା ଓ ସହଯୋଗ
ମୋତେ ଆଗକୁ ଆଉ ଭଲ content ଆଣିବାର ଶକ୍ତି ଦେଉଛି ✨
ଏହି ଯାତ୍ରା ଏଖଣି ଆରମ୍ଭ…
ଆଗକୁ ଆଉ ବଡ଼ milestone ଏକସାଥିରେ 🚀
Love you all ❤️
— Invisible_Jaya_Official
5 months ago | [YT] | 30
View 7 replies
Invisible_Jaya_Official
ଓଡ଼ିଶାର ସଙ୍ଗୀତ ଜଗତର ଏକ ଅପରିହାର୍ଯ୍ୟ ନାମ— ହ୍ୟୁମାନ ସାଗର।
ଯେଉଁ ମଣିଷଙ୍କ ସୁରରେ ଲକ୍ଷ ଲୋକ ମଗ୍ନ ହେଉଥିଲେ,
ଯେଉଁ ହୃଦୟକୁ ଗୀତରେ ଶାନ୍ତି ମିଳୁଥିଲା,
ସେ ଏବେ ଆମ ମଝିରେ ନାହାନ୍ତି।
ତାଙ୍କର ମିଠା ସ୍ୱର, ଭାବନାର ସଜା,
ପ୍ରେମ, ପୀଡ଼ା, ଖୁସି, ଦୁଃଖ—ସବୁକୁ ଜୀବନ୍ତ କରିଦେଇଥିଲା।
ଆଜି ଓଡ଼ିଆ ସଙ୍ଗୀତ ଜଗତ ଏକ ଅମୂଲ୍ୟ ମଣିକୁ ହାରାଇଛି।
ମଞ୍ଚ ନିରବ, ମେଳୋଡି ଶାନ୍ତ, କିନ୍ତୁ
ହ୍ୟୁମାନ ସାଗରଙ୍କ ସୁର ଆମ ହୃଦୟରେ ଚିରଅମର।
ତାଙ୍କ ସ୍ମୃତିକୁ ସାଧୁବାଦ,
ତାଙ୍କ ସୁରକୁ ଶତଶତ ନମନ।
💐 Om Shanti 💐
7 months ago | [YT] | 39
View 1 reply
Invisible_Jaya_Official
ପ୍ରେମ ହେଉଛି ଜୀବନର ସର୍ବଶ୍ରେଷ୍ଠ ଅନୁଭୂତି,
ଯେଉଁଥିରେ ଅଛି ବିଶ୍ୱାସ, ସମ୍ମାନ ଓ ଆଶ୍ୱାସ।
ଏହି କବିତାରେ ପ୍ରକୃତ ପ୍ରେମର ପରିଭାଷାକୁ
ହୃଦୟରୁ ଅନୁଭବ କରନ୍ତୁ ❤️❤️❤️
https://youtu.be/0yX7I_w4APw?si=4BSYB...
9 months ago | [YT] | 5
View 0 replies
Invisible_Jaya_Official
ଏହି କବିତାଟି ହୃଦୟର ନିରବ ଦୁଃଖ, ଧୋକା, ହାରାଇବା ପ୍ରେମ ଓ ଲୁହର ମାଧ୍ୟମରେ ଅବ୍ୟକ୍ତ ହୋଇଥିବା ସତ୍ୟକୁ ପ୍ରକାଶ କରୁଛି।
ପ୍ରେମରେ ଯେତେବେଳେ ହୃଦୟ ଭାଙ୍ଗିଯାଏ, ସେତେବେଳେ ଲୁହ ହିଁ ଏକମାତ୍ର ଭାଷା ହୋଇଥାଏ। ନିରବତା, ଶୂନ୍ୟତା ଓ ଅସହାୟତାର ମଧ୍ୟରୁ ନିଜକୁ ଖୋଜିବାରେ ଏହି କବିତା ଆଶା ଓ ଆତ୍ମ-ଚିନ୍ତନର ଏକ ପଥକୁ ଦେଖାଉଛି।
ଭିଡିଓ ଟି ଯଦି ଆପଣଙ୍କୁ ଭଲ ଲାଗୁଛି ତେବେ ଚ୍ୟାନେଲ କୁ Suscribe କରିଦିଅନ୍ତୁ 🙏🙏
https://youtu.be/ZyFdDQngt9s?si=ftsyR...
9 months ago | [YT] | 6
View 0 replies
Invisible_Jaya_Official
ଏହି କବିତା ପ୍ରତ୍ୟେକ ଯୁବପିଢ଼ୀଙ୍କୁ ସଚେତନ କରିବା ପାଇଁ ।
💔 ପ୍ରେମରେ ସତ୍ୟ ସାଥୀ ହେଉଛନ୍ତି ପ୍ରେମୀ / ପ୍ରେମିକା,
କିନ୍ତୁ “Bestie” ନାମରେ ବହୁତ ସମ୍ପର୍କ ଭାଙ୍ଗିଯାଉଛି ।
👉 ମନେ ରଖନ୍ତୁ – Bestie କେବେ ପ୍ରେମରୁ ବଡ଼ ନୁହେଁ,
କାରଣ ସତ ପ୍ରେମୀ / ପ୍ରେମିକା ହିଁ ସର୍ବଶ୍ରେଷ୍ଠ Best Friend । ❤️
ଏହି ଭିଡିଓ ଟି ଯଦି ଆପଣଙ୍କ ହୃଦୟ କୁ ଛୁଇଁଛି,ତେବେ ଭିଡିଓ କୁ like, share କରି ଚ୍ୟାନେଲ କୁ Suscribe କରିଦିଅନ୍ତୁ,ଆଗାମୀ ଭିଡିଓ ଦେଖିବା ପାଇଁ।
🙏ଜୟ ଜଗନ୍ନାଥ ସ୍ଵାମୀ 🙏
https://youtu.be/kD_CbwknMc0
9 months ago | [YT] | 5
View 0 replies
Invisible_Jaya_Official
ଆପଣ ଜାଣନ୍ତି କି PhonePe କିଏ ଖୋଲିଥିଲେ ? 🤔
"ଅଧିକାଂଶ ଲୋକ ଜାଣି ନାହାନ୍ତି ଯେ PhonePe ର founding story କଣ, ଆପଣଙ୍କ answer comment ରେ ଲେଖିବାକୁ ଭୁଲିବେ ନାହିଁ । ✅"
9 months ago | [YT] | 5
View 0 replies
Invisible_Jaya_Official
💔 Bestie vs Love 💔
ସତ ପ୍ରେମୀ / ପ୍ରେମିକା ଥିବା ସତ୍ତେ,
“Bestie” ନାମରେ ବହୁତ୍ ସମ୍ପର୍କ ଭାଙ୍ଗିଯାଉଛି ।
👉 ମନେ ରଖନ୍ତୁ – Bestie କେବେ ପ୍ରେମରୁ ଉପରେ ନୁହେଁ,
କାରଣ ସତ ପ୍ରେମୀ / ପ୍ରେମିକା ହିଁ ସତରେ Best Friend । ❤️
❓ଆପଣଙ୍କ ମତ କ’ଣ ?
9 months ago | [YT] | 7
View 0 replies
Load more