ଜୟ ମାଁ ବ୍ରଜେଶ୍ୱରୀ

ନମସ୍କାର ବନ୍ଧୁଗଣ ମୁଁ LKG KUMBHARI ଆପଣ ମାନଙ୍କୁ ସ୍ୱାଗତ ଜଣାଏ, ମୁଁ ଆପଣ ମାନଙ୍କ ଆଗରେ ସମସ୍ତ ପ୍ରକାର କଳାକାର ମାନଙ୍କ କଳା ର ଅଭିଜ୍ଞାତା ପ୍ରଦର୍ଶନ କରାଇବାର ମୋର ପ୍ରୟାସ, ଆପଣ ମାନେ ଯଦି ଦେଖିବାରେ ସହମତ , ମୋ ସହିତ ଯୋଡ଼ିତ ହେବା ପାଇଁ ଚ୍ୟାନେଲ୍ କୁ ସବ୍ ସ୍କ୍ରାଇବ କରି ପାଖରେ ଥିବେ ଘଣ୍ଟି ଚିହ୍ନରେ All କୁ ପ୍ରେସ କରନ୍ତୁ, ଧନ୍ୟବାଦ 🙏 ଜଏ ମାଁ ସମଲେଇ , ଜଏ କଳାକାର୍,



ଜଏ କଳା ଯେ ଦେଖଲା ତାର ମନ୍ ପୂର୍ତ୍ତି ହେଲା


𝐸𝓃𝓉𝑒𝓇𝓉𝒶𝒾𝓃𝓂𝑒𝓃𝓉 //Avob dance programme video

I'm here..entertain you 🎞️💃👯‍♀️🕺
Please support me ❤️


LKG KUMBHARI

ବହୁତ ବର୍ଷା ହେଉଥିବା ଯୋଗୁଁ , ଶ୍ରୀ କୃଷ୍ଣଲିଳା ଆଜି ତା:୦୯:୦୫:୨୦୨୬ ରାତ୍ରି ରେ ବନ୍ଦ ରହିବ 🙏

2 weeks ago | [YT] | 0

LKG KUMBHARI

ତା:୨୮:୧୦:୨୦୨୫ , ମଙ୍ଗଲବାର ଦିନ ଲୋକକଳା ଗ୍ରାମ କୁମ୍ଭାରୀ ରେ ଇଷ୍ଟଷ୍ଠାତ୍ରୀ ଭଗବତୀ ଦେବୀ ମାଁ ବ୍ରଜେଶ୍ଵରୀ ଙ୍କ ବାର୍ଷିକ ସ୍ନାନୋତ୍ସବ ରେ ଆପଣ ମାନଙ୍କୁ ଅଭିନନ୍ଦନ, ଏହି ପୂଜାନୋତ୍ସବରେ ଯୋଗଦାନ ଦେଇ ମାଁ ପୁର୍ଣମାସୀଙ୍କ ଦର୍ଶନ ଲାଭ କରନ୍ତୁ ,ଏବଂ ସନ୍ଧ୍ୟାରେ ସାଂସ୍କ୍ରୃତିକ କାର୍ଯ୍ୟକ୍ରମ ରହିଛି, ଧନ୍ୟବାଦ 🙏

7 months ago | [YT] | 17

LKG KUMBHARI

Kumbhari ratha yatra

1 year ago | [YT] | 28

LKG KUMBHARI

ଲୋକ କଳା ଗ୍ରାମ କୁମ୍ଭାରୀ ରେ ଶ୍ରୀକୃଷ୍ଣ ଲିଳା ଯାତ୍ରା ର ପ୍ରଥମ ରାତ୍ରି ତା ୫:୦୩:୨୦୨୪

2 years ago | [YT] | 34

LKG KUMBHARI

ଲୋକକଳା ଗ୍ରାମ କୁମ୍ଭାରୀ , ପାଇଁ ଗର୍ବ ଏବଂ ଗୌରବ , ଶବ୍ଦ ନୃତ୍ୟ ଗୁରୁ ପଦ୍ମଶ୍ରୀ ଭାଗବତ ପଧାନ, ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

2 years ago | [YT] | 34

LKG KUMBHARI

Jaybjagannath swami nayana patha gami

2 years ago | [YT] | 15