ଦର୍ଶକ ବନ୍ଧୁ ନମସ୍କାର, ଜୁହାର !
Kureful tv Channel ରେ ଆପଣଙ୍କୁ ସୁସ୍ଵାଗତ ଜଣାଉଛୁ।
Based on
'Rural Art And Agriculture Earning Support "
ଏହି ଚେନାଲ୍ ରେ ଆପଣ ଗ୍ରାମିଣ କଳା ଓ କୃଷି ସଂମ୍ପର୍କିତ ଭିଡିଓ ସବୁ ଦେଖିବାକୁ ପାଇବେ । କୃଷି ଓ କୃଷକର ବିକାଶ ପାଇଁ ଆମର ଏକ କ୍ଷୁଦ୍ର ପ୍ରୟାସ ଜାରି ରହିଥିବା ହେତୁ, ଚାଷ ର ନୂଆଁ ଟ୍ରିକ୍, ନୂଆ କୌଶଳ, ଚାଷୀ ର ଗୀତ କାହାଣୀ,ହଳିଆ ଗୀତ, ଚାଷ ପ୍ରଣାଳୀ, ଚାଷ ର ରୋଗ ପୋକ ଉପଚାର, ବିଶେଷଜ୍ଞ ମାନଙ୍କ କଥା, ସମସ୍ତ ଚାଷ ର ଭିଡିଓ ଏଥିରେ ଅପଲୋଡ୍ କରାଯାଉଛି । ଆଶା ଆପଣମାନେ କିଛି ଶିଖି କାର୍ଯ୍ୟ ରେ ଲଗାଇ ପାରିବେ ।
ଦର୍ଶକ ବନ୍ଧୁ !
ଯଦି ଆପଣଙ୍କ ପାଖରେ ଚାଷ ସଂମ୍ପର୍କିତ କୌଣସି ଭିଡିଓ ଅଛି (ଧାନ,ଗାଈ,ମାଛ, ପନିପରିବା... ସବୁ ଚାଷ) ଏବଂ ଆପଣ ଆମ କୁରେଫୁଲ୍ ଟିଭି ଚ୍ୟାନେଲ ରେ ଛାଡ଼ିବାକୁ ଚାହୁଁଛନ୍ତି ତେବେ ଦୟାକରି ଆମ ସହିତ ଯୋଗାଯୋଗ କରନ୍ତୁ।
ଆମ ନମ୍ବର-9853256754
Email - kirtandeep46@gmail.com
ଆମ ଚେନାଲ୍ ପେଜ୍ କୁ ଭିଜିଟ୍ କରିଥିବାରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ।
Kureful tv
କେଉଁଟି ଧାନ ବୁଣିବା ର ପ୍ରକୃତ ସମୟ -
3 weeks ago | [YT] | 66
View 3 replies
Kureful tv
କେଉଁ ଵ୍ରାଣ୍ଡ୍ ର ଧାନ ଅଧିକ ଆୟ ହୋଇଥାଏ
4 weeks ago | [YT] | 66
View 13 replies
Kureful tv
https://youtu.be/Ue15sHSlKxo
ଏହି ଲିଙ୍କ୍ କୁ କ୍ଲିକ କରି ଦେଖନ୍ତୁ, ଚାଷୀ ର ପ୍ରମାଣ ସହ, ବଙ୍ଗ ବନ୍ଧୁ ଧାନ ର କମାଲ୍।
1 month ago | [YT] | 55
View 0 replies
Kureful tv
ଡାଳୁଅ ଧାନ ବିକ୍ରି କରିବାକୁ ଚାହୁଁଥିଲେ, ଧ୍ୟାନ ଦିଅନ୍ତୁ
1 month ago | [YT] | 101
View 3 replies
Kureful tv
ଅଗ୍ରଜା ସିଡ୍ସ,ଆଜି ସଂଧ୍ୟା ୫ ଟା ରେ ଭେଟି ଦେବାକୁ ଯାଉଛି,ତାର ୨୦୨୬ ର ଅପ୍ ଡେଟ୍ ରେକର୍ଡ, ମହିମା ଧାନ ର ମହିମା, ନିଶ୍ଚୟ ଦେଖନ୍ତୁ,୩୫-୪୦ କୁଇଣ୍ଟାଲ୍ ଆୟର ଧାନ ଡିଟେଲ୍।
2 months ago | [YT] | 96
View 8 replies
Kureful tv
ରବି ଧାନ ରେ କାଣ୍ଡ ବିନ୍ଧା ପାଇଁ କେଉଁ ଔଷଧ ଭଲ କାମ ଦେଉଛି
2 months ago | [YT] | 39
View 11 replies
Kureful tv
3 months ago | [YT] | 83
View 2 replies
Kureful tv
ଏ ବର୍ଷ ଡାଳୁଅ ଧାନ ରେ, କେଉଁ ପୋକ ଅଧିକ ଲାଗୁଛନ୍ତି
3 months ago | [YT] | 41
View 6 replies
Kureful tv
ଡାଳୁଆ ଧାନ ରୁଆ ର ୨୧ ଦିନ ହୋଇଥିଲେ, କେଉଁ ଘାସମରା ଦେବା ଠିକ୍
4 months ago | [YT] | 11
View 1 reply
Kureful tv
ଏ ବର୍ଷ ଆମ୍ବ ଵଉଳ କୁ ଦେଖିଲେ, ବର୍ଷା କେମିତି ହେବ ?
4 months ago | [YT] | 32
View 2 replies
Load more