Nua Rasta - Odia Career Guide

Welcome to “Nua Rasta – Odia Career Guide” 🎯
ଏଠାରେ ଆପଣଙ୍କୁ ମିଳିବ ସମସ୍ତ ଓଡ଼ିଆ ଛାତ୍ର ଓ ଯୁବପିଢି ପାଇଁ ସରକାରି ଓ ପ୍ରାଇଭେଟ୍ ଜବ ଅପଡେଟ୍, କେରିୟର ଗାଇଡାନ୍ସ, ଏଗ୍ଜାମ ଟିପ୍ସ ଓ ଇଣ୍ଟରଭିଉ ଟ୍ରିକ୍ସ |
Let’s walk together on a new path to success. Subscribe for daily job news, career tips, and motivational content in Odia!


Nua Rasta - Odia Career Guide

ଆଜି 15 ଅଗଷ୍ଟ… ଭାରତର ପ୍ରତ୍ୟେକ କୋଣେ ତିରଙ୍ଗା ଉଡ଼ୁଛି। କିନ୍ତୁ ଭାବନ୍ତୁ… କେବଳ ଦେଶର ସ୍ୱାଧୀନତା ହିଁ ଯଥେଷ୍ଟ? ନାକି ଆମେ ଆମର ଜୀବନରେ ମଧ୍ୟ ସ୍ୱାଧୀନତା ଚାହୁଁଛୁ — ବେରୋଜଗାରିରୁ, ହତାଶାରୁ, ଏବଂ ଆମର ସ୍ୱପ୍ନକୁ ଛାଡ଼ିଦେବାରୁ?"
"ଯେତେବେଳେ ଆମ ସ୍ୱାଧୀନତା ସଂଗ୍ରାମୀ ତାଙ୍କ ସ୍ୱପ୍ନର ଭାରତ ଗଢ଼ିବା ପାଇଁ ଜୀବନ ବଳିଦାନ କଲେ, ସେମାନଙ୍କ ପାଖରେ କୌଣସି ନିଶ୍ଚିତ ଚାକିରି ନଥିଲା, କୌଣସି ସୁବିଧାଜନକ ଅଞ୍ଚଳ ନଥିଲା। ତଥାପି ସେମାନେ ଲଢ଼େଇ କଲେ। ଆଜି ଆମ ପାଖରେ ଶିକ୍ଷା ଅଛି, ଇଣ୍ଟରନେଟ୍ ଅଛି, ଦକ୍ଷତା ଶିଖିବାର ଅବସର ଅଛି। କେବଳ ଗୋଟିଏ ଜିନିଷର ଅଭାବ — ସାହସ।"
"ଏହି ସ୍ୱାଧୀନତା ଦିବସରେ ଗୋଟିଏ ପ୍ରତିଜ୍ଞା କରନ୍ତୁ — ନିଜର ଦକ୍ଷତାକୁ ଉନ୍ନତ କରିବା, ନୂତନ ସୁଯୋଗ ଖୋଜିବା, ଏବଂ କେବେ ହାର ନମାନିବା। କାରଣ ଆସଲ ସ୍ୱାଧୀନତା ସେତେବେଳେ ଆସିବ ଯେତେବେଳେ ଆପଣ ନିଜର ସ୍ୱପ୍ନର ଚାକିରି ପାଇପାରିବେ।"

11 months ago | [YT] | 64

Nua Rasta - Odia Career Guide

BIG BREAKING 🚨

Karachi Port has been totally Destroyed 🔥

ATTACK ON KARACHI HAS BEEN LAUNCHED FROM INS VIKRANT [ZEE NEWS]

1 year ago | [YT] | 2

Nua Rasta - Odia Career Guide

SAFETY FIRST - MATCHES CAN WAIT! 🚨

Tension rises near Dharamshala as Pathankot faces cross-border threats.

Police are evacuating the entire crowd from the stadium – safety is the top priority right now!

Match ho ya na ho, jaan sabse pehle!

1 year ago | [YT] | 0

Nua Rasta - Odia Career Guide

*BIG BREAKING 🚨*

*THE PBKS VS DC MATCH AT DHARAMSHALA HAS BEEN CALLED OFF!!*

1 year ago | [YT] | 0

Nua Rasta - Odia Career Guide

*🚨 UPDATE ON IPL 🚨*

BCCI to arrange special train from Una to evacuate players, staff & broadcast crew tomorrow from Dharamsala.

- The ground has been evacuated & a call on the IPL will be taken tomorrow.

Players safety will not be compromised. [Sahil Malhotra from TOI]

1 year ago | [YT] | 0

Nua Rasta - Odia Career Guide

ଆପଣ ମାନଙ୍କୁ କେଉଁ Type ର video ଦରକାର comment କରନ୍ତୁ | ଆଉ ଆମକୁ 1Lakh Subscriber ହେବା ରେ help କରନ୍ତୁ | ଅତି ସହଜରେ ଯଦି banking କିମ୍ବା IT Sector ରେ job କରିବା କୁ ଇଚ୍ଛା ଅଛି କୁହନ୍ତୁ |

I am a ex-employee of Regional bank.
ସବୁ Information True ହିଁ ଦେବି |
ବାସ୍ ଆପଣମାନଙ୍କ support ଦରକାର | 1 year re 1000 ପିଲାମାନଙ୍କୁ Job ପାଇବା ରେ help କରିବି|

2 years ago | [YT] | 0

Nua Rasta - Odia Career Guide

Congratulations Sunil , Have a great Future ❤️.A small thanks always encourage me .
Thank u a part of Secure life .
I want to make all job video && study if u all support me ...give me chance , I just want your views. Thank u Sunil ...thanks everyone

4 years ago | [YT] | 9

Nua Rasta - Odia Career Guide

ଆପଣ ମାନଙ୍କ ର GDS cutoff video Division wise ଦରକାର କି???

4 years ago | [YT] | 22