SHIKHYA NITI With Jagyadutta Das

Welcome to Shikhya Niti
your go-to educational channel for mastering subjects in Odia language We specialize in teaching Physics, Chemistry, Math, History, Geography, Economics, Polity, Odia, English, Reasoning, and Current Affairs—all in the Odia language.
Our mission is to help aspiring teachers in Odisha prepare for exams and meet the requirements for teaching positions in the state. Whether you're preparing for competitive exams or looking to enhance your subject knowledge,
Shikhya Niti provides in-depth lessons and valuable resources.
Subscribe and stay tuned for expert guidance and tips tailored for Odisha's teacher recruitment needs.



SHIKHYA NITI With Jagyadutta Das

ଆଜି ଆମେ ସମସ୍ତେ ମିଶି OAVS office କୁ visit କରିଥିଲୁ। 🙏
ସମସ୍ତ aspirants ଙ୍କୁ ଏବଂ ଯେଉଁମାନେ ଆମକୁ support କରୁଛନ୍ତି ସେମାନଙ୍କୁ ହୃଦୟରୁ ଧନ୍ୟବାଦ। ❤️

Director Madam କହିଲେ recruitment process ବର୍ତ୍ତମାନ final stage ରେ ଅଛି, କିନ୍ତୁ recruitment agency ପକ୍ଷରୁ delay ହେଉଛି।
ଏହା କେତେଟା ସତ୍ୟ ଆମେ ଜାଣିନାହୁଁ, କିନ୍ତୁ ଆଜି ଆମେ ବଡ଼ ସଂଖ୍ୟାରେ ଯାଇଥିବାରୁ ତାଙ୍କ କଥା କିଛିଟା convincing ଲାଗିଲା।

ତଥାପି June 1st week ପର୍ଯ୍ୟନ୍ତ ଯଦି recruitment process start ନହୁଏ, ତେବେ ଆମେ ବଡ଼ ସଂଖ୍ୟାରେ Stike କରିବା ପାଇଁ planning କରୁଛୁ। ✊

ଏହା କେବଳ ଆମର ନୁହେଁ, ହଜାର ହଜାର aspirants ଙ୍କ future ର ପ୍ରଶ୍ନ।
ଆପଣମାନଙ୍କର support ଏବଂ unity ହିଁ ଆମର strength। 🙏
ସମସ୍ତେ post କୁ share କରନ୍ତୁ ଏବଂ ଆମ ସହିତ ଯୋଡ଼ି ରୁହନ୍ତୁ। #OAVSRecruitment #JusticeForAspirants

1 week ago (edited) | [YT] | 145