ଜଟିଳ ତଥ୍ୟ ଗୁଡିକର ସରଳୀକୃତ ଉପସ୍ଥାପନା ମୋର ପ୍ରଥମ ଲକ୍ଷ୍ୟ l
ନମସ୍କାର
ମୁଁ Yajanika, Odia Guru YouTube Channel କୁ ଆପଣଙ୍କୁ ସ୍ୱାଗତ କରୁଛି lପୁସ୍ତକ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ, ଅସ୍ପଷ୍ଟ ତଥା ଜଟିଳ ତଥ୍ଯ ଗୁଡ଼ିକୁ ବିଶ୍ଳେଷଣ କରି ତାର ସରଳୀକୃତ ତଥା ମନୋରଞ୍ଜନ କାରୀ ଉପସ୍ଥାପନା ପ୍ରଦାନ କରିବା ମୋର ଏକ ମାତ୍ର ଉଦ୍ଦେଶ୍ୟ l ଆପଣ ମାନଙ୍କର ପରୀକ୍ଷା ନିମିତ ପ୍ରସ୍ତୁତି ରେ ସହୋଯାଗ ପ୍ରଦାନ କରିବା ସହ ଶିକ୍ଷା ପ୍ରତି ଅନ୍ତର୍ନିହିତ ସଦ୍ଭାବନା ଜାଗ୍ରତ କରିବା ପାଇଁ ମୁଁ ସତ ଚେଷ୍ଟିତ l
ଆପଣ ଯଦି ଜଣେ ଶିକ୍ଷକ /ଶିକ୍ଷୟିତ୍ରୀ ହେବାକୁ ଚାହୁଁଛନ୍ତି ଓ ତଦ୍ ନିମିତ୍ତ ପ୍ରସ୍ତୁତ କରିବାକୁ ଚାହୁଁ ଛନ୍ତି ତେବେ ଏ ଚ୍ୟାନେଲ ଆପଣ ଙ୍କୁ ନିଶ୍ଚୟ ସାହାଯ୍ଯ କରିବ l ଓଡ଼ିଶା ର ଯେ କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷା (Competitive Exam), ସନ୍ଦେହ ଦୁରୀକରଣ କ୍ଲାସ (Doubt Clearing Class), ତତ୍ ସମ୍ବନ୍ଧୀୟ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ (Question - ans discussion) ଏବଂ ପୂର୍ବ ବର୍ଷ ପ୍ରଶ୍ନ ପତ୍ର ର ତର୍ଜମା (Previou Year Question Discussion) ପାଇଁ ଏହା ମୁକ୍ତ ମଞ୍ଚ ଟିଏ l
Odia Guru ପରିବାର ର ଆମେ ସମସ୍ତେ ଜଣେ ଜଣେ ସଦସ୍ୟ ଭାବରେ ସାହାଯ୍ଯ ସହୋଯାଗ କରିବା l ଚ୍ୟାନେଲ କୁ ଗୋଟିଏ like ଓ subscribe ନିଶ୍ଚୟ କରିବା l ଧନ୍ୟବାଦ୍
CT,B.ed,Osstet,Otet, RHT
Odia Guru
Thank you all for achieving 10k subscribers 🙏🙏
1 year ago (edited) | [YT] | 229
View 48 replies
Odia Guru
ଆଜକୁ ଠିକ୍ ଏକ ବର୍ଷ ପୂର୍ବ ରୁ ନୂତନ ସମ୍ଭାବନା ଓ ପ୍ରେରଣା ର ବୀଜ ଟିଏ ରୋପଣ କରି କେତେ ଆଶା ଅଭିଳାଷ ର ସ୍ୱପ୍ନ ରେ ନିଜକୁ ସଜାଇ ଆପଣଙ୍କ ସଫଳତା ର ସହ ଯାତ୍ରୀ ଟିଏ ସାଜି ଆପଣଙ୍କୁ ସହୋଯାଗ ର ହାତ ବଢ଼ାଇ ଥିଲା odia Guru Channel.
ଅଜ୍ଞାନ ର ଅନ୍ଧକାର କୁ ଦୁରେଇ ଦେବା ପାଇଁ ପ୍ରଦୀପ ଟିଏ ସାଜି ଆରମ୍ଭ କରିଥିଲା ତାର ଅଭିଯାନ l
ବହୁ ଘାତ ପ୍ରତିଘାତ ଓ ପ୍ରତିକୂଳ ପରିସ୍ଥିତି ର ସମୂଖୀନ ହୋଇ ମଧ୍ୟ ସଫଳତା ର ମୂଳ ମନ୍ତ୍ର ନିରବଚ୍ଛିନ୍ନ ପ୍ରୟାସ କୁ ପାଥେୟ କରି ମାଡି ଚାଲିଛି ଆଗକୁ l
ଆଜି ର ଦିନ ରେ ପରିବାର ଟିଏ ସ୍ରୁଷ୍ଟି ହୋଇଥିଲା, ହେଲେ ଆଜି 7000 ସଦସ୍ଯ ଙ୍କୁ ନିଜ ସହ ସାମିଲ କରିପାରିଚି l
ଆସନ୍ତୁ ଆମେ ସମସ୍ତେ ମିଶି ସ୍ନେହ, ପ୍ରେମ, ତ୍ୟାଗ ଓ ସହୋଯାଗ ଦ୍ଵାରା ଆମ ପରିବାର କୁ ମନ୍ଦିର ଟିଏ କରି ଗଢି ତୋଳିବା l ଧନ୍ୟବାଦ୍ 🙏
Happy Birthday OdiaGuru ❤️
1 year ago (edited) | [YT] | 122
View 43 replies
Odia Guru
ଆପଣ ମାନେ ready ତ??
1 year ago | [YT] | 140
View 35 replies
Odia Guru
1 year ago | [YT] | 42
View 0 replies
Odia Guru
1 year ago | [YT] | 40
View 7 replies
Odia Guru
2 years ago | [YT] | 19
View 2 replies
Odia Guru
Wel come Bharati. Thanks for this message.
2 years ago | [YT] | 28
View 1 reply
Odia Guru
Himansi mam is always my role model. Thanks Vasudev for your thinking. Thanks again for this beautiful message 👏👏
2 years ago | [YT] | 22
View 2 replies
Odia Guru
Happy saraswoti pooja to all.
2 years ago | [YT] | 62
View 3 replies
Odia Guru
ସମାସ କେତେ ପ୍ରକାର?
2 years ago | [YT] | 36
View 1 reply