This channel is meant for various news analysis, reporting provide facts and figure also review interesting historical information. For busines contact- btapasranjan4@gmail.com
Odisha Vive
ଏ' ରଥଯାତ୍ରା ଯେମିତି ବହୁ ଉତ୍ଥାନ ପତନ ସହିଥିବା ଗୋଟାଏ ଅପରାଜେୟ ଜାତିର ଜୟଯାତ୍ରା । ଦୁଃଖ ଦୁର୍ବିପାକର ଘନଘଟା ସେଥିପାଇଁ ଏ ଜାତିକୁ ନତମସ୍ତକ ହେବାକୁ ଦେଇନି । ଏ ଯେପରି ଓଡ଼ିଆ ଜାତିର ପ୍ରାଣଶକ୍ତି, ପ୍ରେରଣା । ଯେତେ ବିପଦ, ଅଶୁଭ, ଅମଙ୍ଗଳ ଓ ଆକ୍ରମଣର ଜୁଆର ଆସିଲେ ବି ସେହି ପ୍ରାଣଶକ୍ତି ବଳରେ ଓଡ଼ିଆ ଜାତି ବଞ୍ଚୁଛି... ଓ ଚିରକାଳ ପାଇଁ ବଞ୍ଚିଥିବ ।ନୀଳ ଶୈଳ:ସୁରେନ୍ଦ୍ର ମହାନ୍ତିସମସ୍ତଙ୍କୁ ରଥ ଯାତ୍ରା ପାଇଁ ଓଡିଶା ଭାଇଭ ତରଫରୁ ଶୁଭେଚ୍ଛା 🙏
11 months ago | [YT] | 18
View 0 replies
ଯଦି ଆପଣଙ୍କ ପାଖରେ କବିତା, ଗୀତ (କେବଳ ଦେଶାତ୍ମକବୋଧକ ଓଡ଼ିଆକୁ ଅଧିକ ଗୁରୁତ୍ୱ ) ଏବଂ ଭାଷଣର କଳା ଥାଏ, ତେବେ ଆପଣଙ୍କୁ ଆମେ ଯୋଗାଇଦେବୁ 21,000 ସବସକ୍ରାଇବର ବିଶିଷ୍ଟ ୟୁଟ୍ୟୁବ ପ୍ଲାଟଫର୍ମ l ଆପଣ ଏଇ ମେଲରେ btapasranjan4@gmail.com ରେ ଯୋଗାଯୋଗ କରିପାରିବେ l ଆପଣଙ୍କୁ ଯୋଗାଯୋଗ କରି ଆମେ ଭିଡ଼ିଓ ଆଣିବୁ l
2 years ago | [YT] | 19
View 1 reply
ଆଜି ହେଉଛି ଶହିଦ ଦିବସ, ଆଜିର ଦିନରେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ହତ୍ୟା କରିଥିଲେ। ହେଲେ କୋର୍ଟରେ ନାଥୁରାମଙ୍କର କଣ ଯୁକ୍ତି ଥିଲା ଦେଖନ୍ତୁ ଏହି ଲିଙ୍କରେ।https://youtu.be/3mZ45AT9eCo?si=886FO...
2 years ago | [YT] | 93
View 9 replies
ଯଦି ଭଗବାନ କେବେ ମଣିଷ ଙ୍କୁ ଶିକ୍ଷା ଦିଅନ୍ତି, ତେବେ କହିବେ, ତୁମେ ଯାହା, ମୁଁ ତାହା। ଆମେ ଏକ। ଅଦ୍ଵୈତ। କାରଣ ଭଗବାନ୍ ପୂର୍ଣ୍ଣ ଜ୍ଞାନୀ। ସେ ଅଜ୍ଞାନୀ ନୁହଁନ୍ତି। କିନ୍ତୁ ଅଜ୍ଞାନୀ ମଣିଷ ଏହା ବିଶ୍ୱାସ ନ କରି ଉଲଟା ବୁଝେ।
2 years ago | [YT] | 1,553
View 26 replies
୭୫ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଭାରତମାତାର ସମସ୍ତ ସନ୍ତାନମାନଙ୍କୁ ଆମର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ l ଆମର ପବିତ୍ର ସମ୍ବିଧାନକୁ ସମ୍ମାନ ଦେଇ ଶାନ୍ତି ଏବଂ ମୈତ୍ରୀ ମାର୍ଗରେ ଏକତାକୁ ବଜାୟ ରଖି ଏକ ସମୃଦ୍ଧ ରାଷ୍ଟ୍ର ଗଠନ ସମସ୍ତଙ୍କ ଲକ୍ଷ୍ୟ ହେଉ lଜୟ ହିନ୍ଦ 🇮🇳
2 years ago | [YT] | 97
ପ୍ରକୃତରେ ପ୍ରଭୁ ଜଗନ୍ନାଥଙ୍କୁ ନେଇ ବିଜେଡି ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ବିଜେପି ରାଜନୀତି କରୁଛନ୍ତିକି, ମତାମତ ବି ଦେଇ ପାରିବେ
2 years ago | [YT] | 15
View 22 replies
ପ୍ରଭୁ ରାମଚନ୍ଦ୍ରଙ୍କ ଅପୂର୍ବ ଦୃଶ୍ୟକୁ ଦର୍ଶନ କରନ୍ତୁ, ଲେଖନ୍ତୁ ଜୟ ଶ୍ରୀରାମ 🙏🙏
2 years ago (edited) | [YT] | 1,662
View 86 replies
ଓଡିଶାରେ ଆପଣ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହନ୍ତି
2 years ago | [YT] | 72
View 31 replies
ମୁଁ ଆଶୀର୍ବାଦ ଦେଉଛି ତୁମକୁ 24 ଟିକେଟ ମିଳିବ : ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନେଇ ଆପଣଙ୍କ ମତ କଣ l
2 years ago | [YT] | 75
View 19 replies
କଳାହାଣ୍ଡି ଗସ୍ତରେ ଯାଉଛନ୍ତି ଭିକେ ପାଣ୍ଡିଆନ l ଏଠି ବିଜେଡି ବିଧାୟକ ବବି ଦାସ, ପ୍ରଣବ ବଳବନ୍ତ ରାୟ ଏବଂ ଦିବ୍ୟ ଶଙ୍କର ମିଶ୍ର କଣ କରୁଛନ୍ତି ଆପଣମାନେ କୁହନ୍ତୁ l
2 years ago | [YT] | 66
View 33 replies
Load more
Odisha Vive
ଏ' ରଥଯାତ୍ରା ଯେମିତି ବହୁ ଉତ୍ଥାନ ପତନ ସହିଥିବା ଗୋଟାଏ ଅପରାଜେୟ ଜାତିର ଜୟଯାତ୍ରା । ଦୁଃଖ ଦୁର୍ବିପାକର ଘନଘଟା ସେଥିପାଇଁ ଏ ଜାତିକୁ ନତମସ୍ତକ ହେବାକୁ ଦେଇନି । ଏ ଯେପରି ଓଡ଼ିଆ ଜାତିର ପ୍ରାଣଶକ୍ତି, ପ୍ରେରଣା । ଯେତେ ବିପଦ, ଅଶୁଭ, ଅମଙ୍ଗଳ ଓ ଆକ୍ରମଣର ଜୁଆର ଆସିଲେ ବି ସେହି ପ୍ରାଣଶକ୍ତି ବଳରେ ଓଡ଼ିଆ ଜାତି ବଞ୍ଚୁଛି... ଓ ଚିରକାଳ ପାଇଁ ବଞ୍ଚିଥିବ ।
ନୀଳ ଶୈଳ:ସୁରେନ୍ଦ୍ର ମହାନ୍ତି
ସମସ୍ତଙ୍କୁ ରଥ ଯାତ୍ରା ପାଇଁ ଓଡିଶା ଭାଇଭ ତରଫରୁ ଶୁଭେଚ୍ଛା 🙏
11 months ago | [YT] | 18
View 0 replies
Odisha Vive
ଯଦି ଆପଣଙ୍କ ପାଖରେ କବିତା, ଗୀତ (କେବଳ ଦେଶାତ୍ମକବୋଧକ ଓଡ଼ିଆକୁ ଅଧିକ ଗୁରୁତ୍ୱ ) ଏବଂ ଭାଷଣର କଳା ଥାଏ, ତେବେ ଆପଣଙ୍କୁ ଆମେ ଯୋଗାଇଦେବୁ 21,000 ସବସକ୍ରାଇବର ବିଶିଷ୍ଟ ୟୁଟ୍ୟୁବ ପ୍ଲାଟଫର୍ମ l ଆପଣ ଏଇ ମେଲରେ btapasranjan4@gmail.com ରେ ଯୋଗାଯୋଗ କରିପାରିବେ l ଆପଣଙ୍କୁ ଯୋଗାଯୋଗ କରି ଆମେ ଭିଡ଼ିଓ ଆଣିବୁ l
2 years ago | [YT] | 19
View 1 reply
Odisha Vive
ଆଜି ହେଉଛି ଶହିଦ ଦିବସ, ଆଜିର ଦିନରେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ହତ୍ୟା କରିଥିଲେ। ହେଲେ କୋର୍ଟରେ ନାଥୁରାମଙ୍କର କଣ ଯୁକ୍ତି ଥିଲା ଦେଖନ୍ତୁ ଏହି ଲିଙ୍କରେ।
https://youtu.be/3mZ45AT9eCo?si=886FO...
2 years ago | [YT] | 93
View 9 replies
Odisha Vive
ଯଦି ଭଗବାନ କେବେ ମଣିଷ ଙ୍କୁ ଶିକ୍ଷା ଦିଅନ୍ତି, ତେବେ କହିବେ, ତୁମେ ଯାହା, ମୁଁ ତାହା। ଆମେ ଏକ। ଅଦ୍ଵୈତ। କାରଣ ଭଗବାନ୍ ପୂର୍ଣ୍ଣ ଜ୍ଞାନୀ। ସେ ଅଜ୍ଞାନୀ ନୁହଁନ୍ତି। କିନ୍ତୁ ଅଜ୍ଞାନୀ ମଣିଷ ଏହା ବିଶ୍ୱାସ ନ କରି ଉଲଟା ବୁଝେ।
2 years ago | [YT] | 1,553
View 26 replies
Odisha Vive
୭୫ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଭାରତମାତାର ସମସ୍ତ ସନ୍ତାନମାନଙ୍କୁ ଆମର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ l ଆମର ପବିତ୍ର ସମ୍ବିଧାନକୁ ସମ୍ମାନ ଦେଇ ଶାନ୍ତି ଏବଂ ମୈତ୍ରୀ ମାର୍ଗରେ ଏକତାକୁ ବଜାୟ ରଖି ଏକ ସମୃଦ୍ଧ ରାଷ୍ଟ୍ର ଗଠନ ସମସ୍ତଙ୍କ ଲକ୍ଷ୍ୟ ହେଉ l
ଜୟ ହିନ୍ଦ 🇮🇳