Again Politics

2 days ago | [YT] | 357

Again Politics

#ବଡ଼_କାର୍ଯ୍ୟାନୁଷ୍ଠାନ_ନେଲା_କଂଗ୍ରେସ
କ୍ରସ ଭୋଟିଂ ପାଇଁ ବିଧାୟକଙ୍କୁ ଦଳରୁ ନିଲମ୍ବିତ କଲା ଦଳ। କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦୋଷ,ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସରୁ ନିଲମ୍ବିତ
#Congress #CongressAction #CrossVoting #PoliticalCrisis #OdishaPolitics #Cuttack #Barabati #Sanakhemundi #Mohana #MLA #SuspendedMLA #PoliticalNews #BreakingNews #IndianPolitics #SofiaFirdous #RameshJena #DasarathiGamang #PartyDiscipline #PoliticsIndia

2 months ago | [YT] | 26

Again Politics

#ଆମେ_ଦୁହେଁ_ଠିକ୍‌_କଲୁ_ତ?
ଆମେ ଦୁଇଜଣ ନବୀନ ପଟ୍ଟନାୟକଙ୍କୁ ଦମ୍‌ ଦେଖାଇଲୁ। ତାଙ୍କ ନିର୍ଦ୍ଦେଶକୁ ନମାନି ଆମେ ଭୋଟ୍‌ ଦେଲୁ। କଣ ଆମେ ଯାହା କରିଛୁ ତାହା ଠିକ୍‌ ତ?
#NaveenPatnaik #SouvikBiswal #DeviRanjanTripathy #BijuJanataDalOdisha #OdishaPolitics #RajyaSabhaElection #AgainPolitics

2 months ago | [YT] | 27

Again Politics

2 months ago | [YT] | 31

Again Politics

ମନ୍ତ୍ରୀ କହୁଛନ୍ତି ଧାନ କିଣା ଠିକ୍‌ ଚାଲିଛି। କଟନୀ-ଛଟନୀ ହେଉନି। ହେଲେ ଆପଣଙ୍କ ଅଞ୍ଚଳରେ ସତରେ କେମିତି ଛାଲିଛି ଧାନ ବିକ୍ରି ନିଶ୍ଚୟ କମେଣ୍ଟରେ ଜଣାନ୍ତୁ
#PaddyProcurement #RiceProcurement #FarmersVoice #OdishaFarmers #MSP #PaddySale #AgricultureNews #FarmerIssues #GroundReality #OdishaNews #RuralIndia #CropProcurement

4 months ago | [YT] | 14

Again Politics

ଆମ ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକକୁ ଆର୍ଶୀବାଦ କରନ୍ତୁ, ସେ ଏମିତି ଆଗକୁ ଯାଉ
#JyotirmayeeNayak #PrideOfOdisha #OdishaGirl #Blessings #KeepShining #GoAhead #FutureStar #WomenPower #OdishaTalent #Inspiration #indianidol15 #shreyaghoshal #RepublicDay #indianidol16 #indianidol #indianidol2026 #IndianIdolSeason16

4 months ago | [YT] | 50

Again Politics

#ଅଭିଜିତ୍‌_ମଜୁମଦାରଙ୍କ_ପରଲୋକ
ଆଉ ନାହାନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର...୫୪ ବର୍ଷ ବୟସରେ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ...ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ।
#AbhijitMajumdar #OdiaMusic #Ollywood #MusicDirector #RIPAbhijitMajumdar #AIIMSBhubaneswar #LiverDisease #OdiaFilmIndustry

4 months ago | [YT] | 27

Again Politics

ଓଡ଼ିଶାର ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଘରକୁ ଆସିଛି ନୂଆ ଅତିଥି। ବୁଧବାର ଏହି ଷ୍ଟାର୍ ଦମ୍ପତି ଏକ ପୁତ୍ର ସନ୍ତାନର ବାପା-ମାଆ ହୋଇଛନ୍ତି।
#SabyasachiMishra #ArchitaSahu #Ollywood #OdiaCinema #CelebrityNews #BabyBoy #NewParents #StarCouple #OdishaNews

4 months ago | [YT] | 27

Again Politics

#ଓଡ଼ିଶାରେ_ଗୁଟଖା_ଓ_ତମାଖୁ_ବ୍ୟାନ
ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଟଖା ଓ ତମାଖୁ ବ୍ୟାନକୁ ଆପଣ କେମିତି ଦେଖୁଛନ୍ତି? ସତରେ ଏହା କାମ କରିବ ନାଁ ପୂର୍ବଭଳି କେବଳ ଏକ ଘୋଷଣା ମାତ୍ର .....
#GutkhaBan #TobaccoBan #PublicHealth #StateGovernment #HealthFirst #BanOnTobacco #AntiTobacco #TobaccoFreeState #PublicOpinion #PolicyVsReality

4 months ago | [YT] | 28

Again Politics

#ସରସ୍ଵତୀ_ପୂଜାର_ହାର୍ଦ୍ଦିକ_ଅଭିନନ୍ଦନ
ପବିତ୍ର ଶ୍ରୀପଞ୍ଚମୀ ତଥା ମା' ସରସ୍ଵତୀଙ୍କ ପୂଜା ଅବସରରେ ସମସ୍ତଙ୍କୁ Again Politics ପରିବାର ପକ୍ଷରୁ ଆନ୍ତରିକ ଶୁଭେଚ୍ଛା। ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ କୃପା ସଭିଙ୍କ ଉପରେ ରହିଥାଉ। ସମସ୍ତଙ୍କୁ ସରସ୍ଵତୀ ପୂଜାର ହାର୍ଦ୍ଦିକ ଅଭିନନ୍ଦନ।
#SaraswatiPuja #BasantPanchami #ShreePanchami #GoddessSaraswati #FestivalOfWisdom #BlessingsOfKnowledge #Education #Wisdom #Learning #DivineBlessings #IndianFestivals #PeaceProsperity

4 months ago | [YT] | 20