ସବ୍ କୁ ମୋର୍ ଜୁହାର 🙏

ॐଜୟେ ମାଁ ମେଟାକାନୀ🙏
ॐଜୟେ ମାଁ ସମଲେଇ🙏
ॐଜୟେ ମାଁ ଦୂର୍ଗା🙏

ମୁଇଁ,
ଚନ୍ଦନ କୁମାର୍
ସ୍ଵାଗତ କରୁଛେଁ ମୋର୍ ଚେନାଲ୍ MAA TOR KARUNA (ମାଁ ତୋର୍ କରୁଣା) କେ।

ମୋର୍ ଚେନାଲ୍ ନେ ସବୁ ପ୍ରକାର ଯାତ୍ରା ପରବ ମେଳା ତାର୍ ସାଙ୍ଗେ ସେନ ହଉ ଥିବାର୍ କାର୍ଯ୍ୟକରମ୍ ର ଭିଡ଼ିଓ ମାନେ ଯେନ୍ତା କି - ବୈଠକ କୀର୍ତ୍ତନ, ପାଲା,କୃଷ୍ଣଗୁରୁ,ପରାୟଣ,ଛନ୍ ଚାର୍,ଭାଗବତ,ଦଣ୍ଡ, ନାଟକ ,ଅର୍କେଷ୍ଟ୍ରା ,ନାମ ଯଜ୍ଞ, ନାମ ସଂଙ୍କୀର୍ତ୍ତନ୍ୟ ଆଉ ବି ଆମର୍ ସଂସ୍କୃତି, ଆମର୍ ପରମ୍ପରା, ସମ୍ବଲପୁରୀ ବଜା ,ନାଚ୍ ଗୀତ୍ ଦେଖ୍ ବାର୍ କେ ପାଏବେ । ତାର୍ ସାଙ୍ଗେ ସାଙ୍ଗେ କଳାକାର ମାନଙ୍କର ସାକ୍ଷାତକାର୍ ବି ଦେଖି ପାର୍ବେ ।

ଯଦି ଇତାର୍ ସାଙ୍ଗେ ଆଉ ବି କିଛି ଅଲ୍ ଗା ଭିଡ଼ିଓ ଦେଖ୍ ବାର୍ କେ ଚାହୁଁଥିଲେ ମୋର୍ ଆଶା ଯେ, କମେଣ୍ଟ ନାଇଁ ହେଲେ ମେସେଜ୍ ମାଧ୍ୟମ୍ ଥି ମୋର୍ ନିକେ ପଠାବେ ।
ଆଉ ମୋର୍ ସାଙ୍ଗେ ଯୁଡ଼ି ହେଇ ରହେବାର୍ ଲାଗି ଚାହୁଁଥିଲେ ତଳେ👇 ଲିଙ୍କ୍ 🔗 ଅଛେ ସେ ମାଧ୍ୟମ ନେବି ଯୁଡିହେଇ ରହିପାର୍ବେ ।

ଯଦି ମୋର୍ ଚେନାଲ୍ ର ନୂଆଁ ନୂଆଁ ଭିଡ଼ିଓ ମାନେ ଦେଖ୍ ବାର୍ କେ ଚାହୁଁଥିଲେ ଚେନାଲ୍ କେ SUBSCRIBE କରିଦେବେ ଆଉ ପାଖେ ଥିବାର୍ ଘଣ୍ଟି 🔔 କେ ବଜେଇ ଦେବ ।

ଆଶା କରୁଛେଁ ସଭେ ମୋର୍ ଚେନାଲ୍ କେ ସପୋର୍ଟ କର୍ବେ ।
ଧନ୍ୟବାଦ୍
🙏🙏🙏🙏🙏🙏🙏🙏🙏🙏🙏🙏🙏


MAA TOR KARUNA

Today Program

3 months ago | [YT] | 75

MAA TOR KARUNA

Today Best Picture 🖼️

3 months ago | [YT] | 7

MAA TOR KARUNA

ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

3 months ago | [YT] | 42

MAA TOR KARUNA

ସମସ୍ତେ ଦେଖିଆସୁନ୍ 🙏🏻....

11 months ago | [YT] | 37

MAA TOR KARUNA

ସବୁ ଆପଣମାନଙ୍କର୍ ଭଲ୍ ବାଏବାର୍ ଲାଗି ଏତେ ଦୁର 🙏🏻🙏🏻

11 months ago (edited) | [YT] | 7

MAA TOR KARUNA

ପବିତ୍ର ବାହୁଡା଼ଯାତ୍ରା ଉପଲକ୍ଷେ ମହିଳା କୀର୍ତ୍ତନ ବୈଠକି 🙏🏻🙏🏻

11 months ago | [YT] | 65

MAA TOR KARUNA

ପବିତ୍ର ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ ⭕‼️⭕🙏🏻🙏🏻

1 year ago | [YT] | 42

MAA TOR KARUNA

ସମସ୍ତେ ଦେଖି ଆସୁନ୍ 🙏🏻🙏🏻
ସ୍ଥାନ - ପଧାନପାଲି ୨୮/୦୬/୨୦୨୫

1 year ago | [YT] | 49

MAA TOR KARUNA

Happy Birthday 🎂 Kumkum

1 year ago | [YT] | 56

MAA TOR KARUNA

ଜନ୍ମ ଦିନର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 🎂
🙏🏻🙏🏻🙏🏻

1 year ago | [YT] | 52