ଏକ ବିଶେଷ ସୂଚ଼ନା
ଦଣ୍ଡ ନାଚ ହେଉଛି ଆମ ପଶ୍ଚିମ ଓଡ଼ିଶାର ଏକ ପ୍ରାଚୀନ ପରମ୍ପରା ! ଯାହା ଲୋକମାନେ ପ୍ରତି ବର୍ଷ ଦଣ୍ଡ ନାଚରେ ଜଗ ଦେଇ ଗ୍ରାମେ ଗ୍ରାମେ ଯାଇ ଦଣ୍ଡ ପରିବେଷଣ କରି ଥାନ୍ତି! ଓ ଓଡ଼ିଶା ରାଜ୍ୟ ରେ ଦଣ୍ଡ ନୁର୍ତ୍ୟ କୁ ଲୋକେ ସବୁବେଳେ ଭଲ ପାଇଁ ଥାନ୍ତି ! ଏହି ଚାଁନେଲ ମାଧ୍ୟ୍ୟମରେ ରେ ଆମେ ସବୁବେଳେ ଦଣ୍ଡ କୀର୍ତ୍ତନ ଆଦି ଭିଡ଼ିଓ ଛାଡିଥାଉଁ ! ଏହିଁ ଭିଡ଼ିଓ ରେ ଆମେ ସବୁବେଳେ ଆପଣ ମାନଙ୍କୁ ଉତ୍ସାହିତ କରିବା ପାଇ ପ୍ରୟାସ କରି ଥାଉ! ଓ ଆମ ପଶ୍ଚିମ ଓଡ଼ିଶାର ଦଣ୍ଡ ନୃତ୍ୟ କୁ ୟୁଟୁବ ମାଧ୍ୟରେ ସାରା ବିଶ୍ଵରେ ପଶ୍ଚିମ ଓଡ଼ିଶାର କଲା କୁ ଆହୁରି ପରିଚ଼ିତ କରିିବା ପାଇଁ ଗୋଟେ ଛୋଟ ପ୍ରୟାସ ଲୋକ ଜେମିତି ଜାଣିିବେ ଓ ସଦା ସର୍ବଦା ଜେମିତି ଆଗକୁ ଜିବ ଆମ ପଣ୍ଚିମ୍ ଓଡ଼ିଶା ଆଉ ଯଦି ଆମ ଚାଁନେଲ ମାଧ୍ୟମରୁ କୋଣସି ପ୍ରକାର ଭିଡ଼ିଓ ଆପଣଙ୍କୁ ଦୁଃଖ ଦେଇଥାଏ କିମ୍ୱା ଆମଚ଼େନେଲ ମାଧ୍ୟମରୁ କୌଣସି ପ୍ରକାର ଭୁଲ ହୋଇଥାଏ ଜଦି କାହା ମନରେ ଯଦି କଷ୍ଟ ଦେଇଥାଉ ତାହେଲେ କ୍ଷମା କରିଦେବେ!🙏🙏
KAMBHU B OFFICIAL 90K.views.24 hours ago
Coming soon !! Live stream
Date-3-11-2025. !! Time-11.00.pm
7 months ago | [YT] | 1
View 0 replies
KAMBHU B OFFICIAL 90K.views.24 hours ago
Coming soon !! Dt-02-11-2025. !! Live stream
Time-6.00 pm
7 months ago | [YT] | 4
View 0 replies
KAMBHU B OFFICIAL 90K.views.24 hours ago
Today Gaudguard Danda nacha !! Live stream
Time- 10 pm. !!
7 months ago | [YT] | 1
View 0 replies
KAMBHU B OFFICIAL 90K.views.24 hours ago
Hi hello
2 years ago | [YT] | 7
View 2 replies