Welcome to "Bharat Khabar Odia"
We bring you the latest and most reliable news from Odisha, India, and around the world. From breaking news to in-depth reports on politics, society, economy, and current affairs — we keep you informed with accuracy and clarity....
📢 Odisha News | National News | Breaking Updates | Analysis
👉 Subscribe now and stay updated with Bharat Khabar Odia....
🔔 Don’t forget to turn on notifications...
Bharat Khabar Odia
#ପୁଣି_ମୁମ୍ବାଇ_ଇଣ୍ଡିଆନ୍ସ_କୁ_ଧୂଳିରେ_ମିଶାଇଲା_ଚେନ୍ନାଇ
#ପ୍ଲେ_ଅଫ_2026ରୁ_ବାଦ_ପଡିଲା_ମୁମ୍ବାଇ_ପଲଟନ୍
ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେପକରେ ଚଳିତବର୍ଷର ଆଇପିଏଲ୍ ର ୪୪ ତମ ମ୍ୟାଚ୍ ଖେଳାଯାଇଥିଲା। ତେବେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୧୫୯ ରନ କରିଥିଲା। ଚେନ୍ନାଇ ୧୮.୧ ଓଭରରେ ୨ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଏହା ସହିତ ମୁମ୍ବାଇ ଚେନ୍ନାଇଠାରୁ ୮ ୱିକେଟରେ ପରାସ୍ତ ହୋଇଛି। ଅନ୍ୟପକ୍ଷରେ , ମୁମ୍ବାଇ ପାଇଁ ପ୍ଲେଅଫ୍ ସ୍ଥାନ ସୁରକ୍ଷିତ କରିବା ପ୍ରାୟ ଅସମ୍ଭବ। ମୁମ୍ବାଇ ଏପର୍ଯ୍ୟନ୍ତ ନଅଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ଦୁଇଟିରେ ବିଜୟୀ ହୋଇଛି ଏବଂ ସାତଟିରେ ପରାଜିତ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ସେ 36 ବଲରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ।
ଅଂଶୁଲ କାମ୍ବୋଜଙ୍କ ଘାତକ ବୋଲିଂ ପ୍ରଦର୍ଶନ ପରେ ଋତୁରାଜ ଗାୟକୱାଡ ଏବଂ କାର୍ତିକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ଆଠ ୱିକେଟରେ ଏକ ଦମଦାର ବିଜୟ ହାସଲ କରିଛି। ତେବେ ମୁମ୍ବାଇ ପକ୍ଷରୁ ବୁମରା ଏବଂ ଘଜନଫର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ସୂଚନାଯୋଗ୍ୟ ଯେ, ୨୦୨୩ ପରଠାରୁ ଚେନ୍ନାଇ , ମୁମ୍ବାଇ ବିପକ୍ଷରେ ସାତ ଥର ଖେଳି ଷଷ୍ଠ ଥର ପାଇଁ ବିଜୟୀ ହୋଇଛି।
#IPL2026 #MIvsCSK #CSKvsMI #IPL #TATAIPL #BharatKhabarOdia #OdiaNews #TATAIPL2026 #photooftheday #MI #CSK #MSDhoni #ViralPhoto #RohitSharma #RuturajGaikwad #HardikPandya #PhotoNews #CommunityPost
3 weeks ago | [YT] | 9
View 0 replies
Bharat Khabar Odia
#ଆମ୍_ଆଦମୀ_ପାର୍ଟି_ରୁ_ଇସ୍ତଫା_ଦେଲେ_ରାଘବ_ଚଢା
ରାଜ୍ୟସଭା ସାଂସଦ ରାଘବ ଚଢା ଏକ ସାମ୍ବାଦିକ ସମ୍ମିଳନୀ କରି ଆମ ଆଦମୀ ପାର୍ଟି (ଆପ)ରୁ ଇସ୍ତଫା ଦେବାର ଘୋଷଣା କରିଛନ୍ତି। ଭାରାକ୍ରାନ୍ତ ହୃଦୟରେ ରାଘବ କହିଛନ୍ତି ଯେ ଆମ ଆଦମୀ ପାର୍ଟି ଯେଉଁ ଆଦର୍ଶ ଏବଂ ମୂଳ ମୂଲ୍ୟବୋଧ ପାଇଁ ପ୍ରତିଷ୍ଠିତ ହୋଇଥିଲା ତାହାଠାରୁ ସମ୍ପୂର୍ଣ୍ଣ ବିଚ୍ୟୁତ ହୋଇଯାଇଛି। ସେ ଏହା କହି ନିଜର ସ୍ଥିତି ସ୍ପଷ୍ଟ କରିଛନ୍ତି ଯେ, "ମୁଁ ଆମ ଆଦମୀ ପାର୍ଟିରୁ ଦୂରେଇ ଯାଇ ଲୋକଙ୍କ ପାଖକୁ ଯାଉଛି।"
ସିଧାସଳଖ ମନ୍ତବ୍ୟ ଦେଇ, ରାଘବ ଚଢା ନିଜକୁ "ଭୁଲ ଦଳରେ ସଠିକ୍ ବ୍ୟକ୍ତି" ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଦଳର ବର୍ତ୍ତମାନର ରୂପ ଏହାର ମୂଳ ନୀତି ସହିତ ମେଳ ଖାଉ ନଥିବାରୁ ସେ ଭିତରେ ଶ୍ୱାସରୁଦ୍ଧ ଅନୁଭବ କରୁଛନ୍ତି। ରାଘବ ଚଢା କହିଛନ୍ତି ଯେ ଆପର ଦୁଇ-ତୃତୀୟାଂଶରୁ ଅଧିକ ରାଜ୍ୟସଭା ସାଂସଦ ଆମ ସହିତ ଅଛନ୍ତି। ସେମାନେ ମଧ୍ୟ ଦଳ ଛାଡିବେ। ଏଥିରେ ହରଭଜନ ସିଂହ, ସ୍ୱାତି ମାଲିୱାଲ, ରାଜେନ୍ଦ୍ର ଗୁପ୍ତା, ସନ୍ଦୀପ ପାଠକ, ବିକ୍ରମଜିତ୍ ସାହାଣୀ ଏବଂ ଅଶୋକ ମିତ୍ତଲ ସମେତ ଅନ୍ୟାନ୍ୟ ନେତାମାନେ ସାମିଲ ଅଛନ୍ତି।
ଅନ୍ୟପକ୍ଷରେ, ରାଘବ ଚଢା, ସନ୍ଦୀପ ସିଂହ ଏବଂ ଅଶୋକ ମିତ୍ତଲ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେମାନେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବରେ ଯୋଗଦେବା ପାଇଁ ଦଳର ସଭାପତି ନୀତିନ ନବୀନଙ୍କୁ ଭେଟିଛନ୍ତି।
#RaghavChadha #RaghavChadhaJoinBJP #AAP #JoinBJP #RaghavChadhaResigns
#BJP #BharatKhabarOdia #OdiaNews #Politics #indianpolitics #OdishaNews Bharat Khabar Odia Raghav Chadha
1 month ago | [YT] | 8
View 1 reply
Bharat Khabar Odia
ବିଜୁ ପଟ୍ଟନାୟକ କାହାକୁ ଅଧିକ ଭଲ ପାଉଥିଲେ ?
1 month ago | [YT] | 28
View 4 replies
Bharat Khabar Odia
IPL 2026 ମହାସମର : କିଏ ଜିତିବି ଆଜିର ମ୍ୟାଚ୍ ?
1 month ago | [YT] | 2
View 0 replies
Bharat Khabar Odia
ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ ?
1 month ago | [YT] | 8
View 1 reply
Bharat Khabar Odia
କିଏ ଭଲ ରାଜନେତା ?
1 month ago | [YT] | 23
View 3 replies
Bharat Khabar Odia
କିଏ ଭଲ ମୁଖ୍ୟମନ୍ତ୍ରୀ ?
#BharatKhabarOdia #OdishaPolitics #OdiaNews
1 month ago | [YT] | 17
View 3 replies
Bharat Khabar Odia
IPL ଲଢ଼େଇ : କିଏ ଜିତିବ ଆଜିର ମ୍ୟାଚ୍ ?
#BharatKhabarOdia #OdiaNews #OdishaNews #PunjabKings #ChennaiSuperKings #TataIPL #IPL2026
1 month ago | [YT] | 4
View 0 replies
Bharat Khabar Odia
IPL ଲଢ଼େଇ : କିଏ ଜିତିବ ଆଜିର ମ୍ୟାଚ୍ ?
1 month ago | [YT] | 4
View 0 replies
Bharat Khabar Odia
ଆଜି ଖେଳାଯିବ ଆଇପିଏଲ୍ 2026 ର ପଞ୍ଚମ ମ୍ୟାଚ୍, ତେବବ କିଏ ଜିତିବ ବୋଲି ଭାବୁଛନ୍ତି ଆପଣ ?
#BharatKhabarOdia #OdiaNews #OdiaCricketNews
1 month ago | [YT] | 4
View 0 replies
Load more