Real Story Odisha

Real Story Odisha ଓଡ଼ିଶା ରେ ଏଭଳି ଏକ YouTube channel ଯାହା ଭାରତ ର ବିଭିନ୍ନ ଜାଗାରେ ଘଟୁଥିବା ସତ୍ୟାଘଟଣା କୁ ଆପଣମାନଙ୍କ ପାଖରେ ଏକ ସୁନ୍ଦର କାହାଣୀ ଭାବରେ ଉପସ୍ଥାପନ କରିବା ମୋର ଲକ୍ଷ୍ୟ। କାହାରିକୁ ଭୟବିତ ବା ଉଦାସ କରିବା ମୋର ଉଦ୍ଦେଶ୍ୟ ନାହିଁ।କେବଳ ସତର୍କ ଆଉ ସଚେତନ କରାଇବା ମୋର ଲକ୍ଷ୍ୟ।।