ଏହି ଚ୍ୟାନେଲ "NIAT" ଏକ ଟେକ୍ନୋଲୋଜି ଆଧାରିତ ଶିକ୍ଷାମୂଳକ YouTube ଚ୍ୟାନେଲ ଅଟେ, ଯାହାର ଲକ୍ଷ୍ୟ ହେଉଛି ଓଡ଼ିଆ ଦର୍ଶକମାନେ ସହଜ ଭାଷାରେ କମ୍ପ୍ୟୁଟର ଓ ଟେକ୍ନୋଲୋଜି ସମ୍ପର୍କିତ ଜ୍ଞାନ ଅର୍ଜନ କରିପାରିବେ। ଏଠାରେ ଆପଣମାନେ DCA, PGDCA, Tally Prime, Python, Graphic Design, Programming, MS Office, ବିଭିନ୍ନ Software ଏବଂ Digital Skills ବିଷୟରେ ପାଠ ପାଇପାରିବେ। ଆମର ଲକ୍ଷ୍ୟ ହେଉଛି ଏହି ଜ୍ଞାନକୁ ସମସ୍ତଙ୍କ ପାଖକୁ ନିଅଇଯିବା ଏବଂ ଓଡ଼ିଆ ଭାଷାରେ ଏହାକୁ ସହଜ ଓ ବୋଧଗମ୍ୟ ଭାବେ ପ୍ରସ୍ତୁତ କରିବା। ଯଦି ଆପଣ ନୂଆ ଶିଖିବାକୁ ଚାହୁଁଛନ୍ତି ଓ ଟେକ୍ନୋଲୋଜି ଦକ୍ଷତା ବଢ଼ାଇବାକୁ ଚାହୁଁଛନ୍ତି, ତେବେ ଏହି ଚ୍ୟାନେଲ ଆପଣଙ୍କ ପାଇଁ ଉପଯୁକ୍ତ। ଆଜିହି ସବ୍ସକ୍ରାଇବ୍ କରନ୍ତୁ ଏବଂ ନିୟମିତ ଭାବେ ନୂଆ ଭିଡିଓ ଦେଖନ୍ତୁ!


NIAT

Which is more important for success?

5 months ago | [YT] | 11

NIAT

Which platform helps you learn faster?

5 months ago | [YT] | 2

NIAT

Hope your life gets painted with the most beautiful colours, Happy Holi !!

3 years ago | [YT] | 10