mahimareligion#mahimadharma#ମହିମାଧର୍ମ🙏Kalandipanda

ମୋ ତରଫ ରୁ ଆପଣ ମାନଙ୍କୁ ସ୍ଵାଗତ ଜଣାଉଛି 🙏
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ : ମହାତ୍ମା ସନ୍ଥକବି ଭୀମଭୋଇ ।🙏
contact number -9437847709

"The sorrow and agonies of all beings are immeasurable, and who can tolerate seeing them? Let my soul be condemned to hell but let the universe be redeemed."

-Bhima Bhoi 🙏
Mahima dham joranda mahimagadi

ALEKH MAHIMA SARANA 🙏
ମହିମାଗାଦି ଯୋରନ୍ଦା ଢେଙ୍କାନାଳ
MAHIMAGADI🔥JORANDA 💥 DHENKANAL
ODISHA
ମହିମା ଗୋସାଇଁଙ୍କ ନୀତି ଦର୍ଶନ ଶରଣ 🙏
ଅଲେଖ ମହିମା ଭଜନ
ଝାଡ଼ଦୀପ ଜଳୁଥିବାର ଭିଡିଓ
ଖଞ୍ଜଣି ମାଡ଼ର ଭିଡିଓ
Shorts video
ମହିମା ଧର୍ମର ଇତିହାସ (History of Mahima Religion)
ମହିମା ଧର୍ମ ଏକ ପରିକ୍ରମା
ମହିମା ଧର୍ମର ଦର୍ଶନ ଶାସ୍ତ୍ର
PHILOSOPHY OF MAHIMA RELIGION
Sunya brhma
Mahima goswami

Alekha Mahima sarana
ଅଲେଖ ମହିମା ଶରଣ
ଗୁରୁ ବ୍ରହ୍ମ ମହିମା ଅଲେଖ

mahimareligion#mahimadharma#ମହିମାଧର୍ମ🙏Kalandipanda

31.03.2026
ଯୋରନ୍ଦା ମହିମାଗାଦିରେ ଚୈତ୍ରମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଓ ଝାଡ଼ବତିଲାଗି ପାଳନ
#mahimareligion #kalandipanda
#mahimadharma

3 months ago | [YT] | 140

mahimareligion#mahimadharma#ମହିମାଧର୍ମ🙏Kalandipanda

MMV ଯୋରନ୍ଦା Mathakaragala college Ku 67 ରନ୍ ର target ଦେଇଥିଲା କିନ୍ତୁ ଚମତ୍କାର ବୋଲିଂ କରି ଯୋରନ୍ଦା ମଠକରଗଳା କଲେଜ୍ କୁ ପରାସ୍ତ କରି ଫାଇନାଲ ମ୍ୟାଚ୍ Jiral college ସହ ଶନିବାର 22/11/2025 ଅନୁଷ୍ଠିତ ହେବକୁ ଯାଉଛି। Bhuban BRMC FIELD

7 months ago | [YT] | 85

mahimareligion#mahimadharma#ମହିମାଧର୍ମ🙏Kalandipanda

ମହିମାଗାଦିରେ ଆଶ୍ୱିନ ଶୁକ୍ଳ ଚତୁର୍ଦ୍ଦଶୀ ପାଳନ #mahimagadi #jorandagadi #mahimareligion #mahimadharma #kalandipanda

9 months ago | [YT] | 148

mahimareligion#mahimadharma#ମହିମାଧର୍ମ🙏Kalandipanda

ଆଜି ମହିମାଗାଦି ରେ ନବାନ୍ନ (ନୂଆଖାଇ) ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା। ଆପଣମାନଙ୍କ ସପୋର୍ଟ ଏହିଭଳି ରହିଥାଉ।
#mahimagadi #jorandagadi #mahimareligion_kalandipanda
#mahimadharma

10 months ago | [YT] | 85

mahimareligion#mahimadharma#ମହିମାଧର୍ମ🙏Kalandipanda

ଗୁରୁ ମହିମା ଅଲେଖ
ଖରା ଯୋରେ ହେବା ଆରମ୍ଭ ହେଲାଣି
ଖରା ତାପ ରୁ ରକ୍ଷା ପାଇବା ପାଇଁ ଆପଣ ମାନେ ଘରୁ ବାହାରିଲା ବେଳକୁ ସାଙ୍ଗ ରେ ଛତା ପାଣି ବୋତଲ ନେଇକି ଯାଆନ୍ତୁ।
ଯଦି ହାଲିଆ ଲାଗେ ଗଛ ଛାଇ ତଳେ ବସି ବିଶ୍ରାମ ନେଇ ଘରକୁ ଫେରନ୍ତୁ
ତା ସହିତ ORS କିମ୍ବା glucose ପାଣି ପିଅନ୍ତୁ।
ମୋ ଚ୍ୟାନେଲ ଟି subscribe କରନ୍ତୁ
ଭିଡ଼ିଓ ଦେଖନ୍ତୁ
Share କରନ୍ତୁ
Like comment କରନ୍ତୁ।

1 year ago | [YT] | 274

mahimareligion#mahimadharma#ମହିମାଧର୍ମ🙏Kalandipanda

Mahima book fair mini stadium Dhenkanal
Guru brahma mahima alekha 🙏
please share like and comment My videos
Subscribe My channel..

1 year ago | [YT] | 246

mahimareligion#mahimadharma#ମହିମାଧର୍ମ🙏Kalandipanda

Mahimagadi Joranda Dhenkanal
Alekhamahima gadimandira view
Please channel କୁ subscribe କରନ୍ତୁ
ଭିଡ଼ିଓ ଦେଖନ୍ତୁ like comment and share କରନ୍ତୁ
ଧନ୍ୟବାଦ୍
ଗୁରୁ ବ୍ରହ୍ମ ମହିମା ଅଲେଖ 🙏

1 year ago | [YT] | 230

mahimareligion#mahimadharma#ମହିମାଧର୍ମ🙏Kalandipanda

Please subscribe My channel
Like share comment କରନ୍ତୁ।
ଆପଣ ମାନଙ୍କ suppourt ରହିଛି ରହିବ।
ଗୁରୁ ମହିମା ଅଲେଖ 🙏
ଶୂନ୍ୟ ମନ୍ଦିର

1 year ago | [YT] | 399

mahimareligion#mahimadharma#ମହିମାଧର୍ମ🙏Kalandipanda

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ
ମହିମାଗାଦୀ କୁ ଆସୁଛନ୍ତି
ଗୁରୁ ବ୍ରହ୍ମ ମହିମା ଅଲେଖ 🙏

1 year ago | [YT] | 301

mahimareligion#mahimadharma#ମହିମାଧର୍ମ🙏Kalandipanda

ଗୁରୁ ମହିମା ଅଲେଖ ଶରଣ 🙏
ଆସନ୍ତା କାଲି Mahimagadi ରେ Maghamela ସମସ୍ତେ ଆସିବେ ଘିଅ ନଡ଼ିଆ ନେଇକି ଆଉ ଶରଣ ଦର୍ଶନ କରି ଆଶୀର୍ବାଦ କରି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବେ।
ଆଉ ଆମ channel videos ଦେଖୁଥାନ୍ତୁ। ଆପଣମାନଙ୍କ ସପୋର୍ଟ ନିହାତି ଜରୁରୀ।🙏

1 year ago | [YT] | 359