News Satyarasora

State Odisha


News Satyarasora

ଜୟ ଜଗନ୍ନାଥ 🙏

7 hours ago | [YT] | 0

News Satyarasora

କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅସୀମ କୃପା ଓ ଆଶୀର୍ବାଦରେ ରାଜ୍ୟରେ ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତିର ଧାରା ଅବ୍ୟାହତ ରହୁ, ପ୍ରତ୍ୟେକ ଓଡ଼ିଆଙ୍କ ଜୀବନ ମଙ୍ଗଳମୟ ହେଉ ଏବଂ ରାଜ୍ୟର ସର୍ବାଙ୍ଗୀନ ବିକାଶ ସହ ସମସ୍ତଙ୍କ କଲ୍ୟାଣ ସୁନିଶ୍ଚିତ ହେଉ ବୋଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଚରଣକମଳରେ ପ୍ରାର୍ଥନା କରୁଛି।
ଜୟ ଜଗନ୍ନାଥ।🙏

22 hours ago | [YT] | 0

News Satyarasora

କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ଜୟ ଜଗନ୍ନାଥ।🙏 #newssatyarasora

22 hours ago | [YT] | 0

News Satyarasora

ବଡ଼ଦାଣ୍ଡରେ ତିନି ରଥ
#RathYatra #RathaJatra2026 #RathaJatra #JaiJagannatha

1 day ago | [YT] | 0

News Satyarasora

ଝୁଲି ଝୁଲି ଆସୁଛନ୍ତି କଳାଠାକୁର 🙏⚫❗⚫

1 day ago | [YT] | 1

News Satyarasora

#ଦଶମ ଛାତ୍ରଙ୍କ ପତ୍ତା_ମଳୁନ #missing #MissingChild #Missingperson #missinma
ରାଜଧାନୀରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ । ୩୦ ଦିନ ହେଲା ମିଳୁନି ପତ୍ତା । ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳରେ ରହୁଥ‌ିବା ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରା ଗତ ୧୦ ତାରିଖରେ ଟିଉସନ ସାରି ମାଆ ଓ ପୁଅ ଘରକୁ ଫେରୁଥିବା ବେଳେ ଅଧା ବାଟରୁ ରାସ୍ତା କାଟି କେଉଁ ଆଡକୁ ଚାଲି ଯାଇଥିବା ଅଭିଯୋଗ କରିଛନ୍ତି।
#MissingStudent_PriyanshuBehera
#Bhubaneswar #MissingCase
#Baramunda_Bhubaneswar
#newssatyarasora

6 days ago | [YT] | 2