Hey there! Welcome to Podcast With Surya Prakash! I'm Dr.Surya Prakash, a Civil Professional at Govt of Odisha and a passionate podcaster. I love engaging with people who speak from the heart and share their inner voices with me. This channel is dedicated to breaking down the amazing news and important information into easy-to-understand videos. Whether it's big headlines or complex topics, we've got you covered. Hit subscribe to stay informed and up-to-date with us!
Please Like, Share and Subscribe!!❤❤🙏🏻🙏🏻
Join our community and never miss out on the latest insights and discussions. Let’s explore the world of news, knowledge, and beyond together!
For Collaboration and info:
Email :ayushmanodisha5@gmail.com
AyushmanOdisha
Watch the full podcast https://youtu.be/7B3hMI-Z0Yc?si=MbWbF... @AyushmanOdisha
4 days ago | [YT] | 30
View 0 replies
AyushmanOdisha
ଓଡ଼ିଶାର ସ୍ୱାଭିମାନ ରକ୍ଷା ଓ ଶୋଷଣମୁକ୍ତ ସମାଜ ଗଠନ ପାଇଁ ଐତିହାସିକ ଭୂୟାଁ ବିଦ୍ରୋହର ନେତୃତ୍ୱ ନେଇଥିବା ଅମର ଶହୀଦ ଧରଣୀଧର ନାଏକଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।
#culture #odishaculture #Odisha #freedomfighters #DharaNidharNaik #OdishaPride #Baraputra #TribalHeroes
CMO Odisha Suryabanshi Suraj Information & Public Relations Department, Government of Odisha
3 weeks ago | [YT] | 48
View 1 reply
AyushmanOdisha
🎬 କଣ୍ଟେଣ୍ଟ କ୍ରିଏଟର୍ କିନ୍ତୁ ଏଡିଟିଂ ଜାଣନ୍ତି ନାହିଁ?
👉 ଚିନ୍ତା ନାହିଁ — ଆମେ ଅଛୁ ଆପଣଙ୍କ ପାଇଁ!
🎥 YouTube | Instagram Reels | Shorts | Cinematic Content
✨ ଆମେ ଆପଣଙ୍କ ଆଇଡିଆକୁ କରୁଛୁ ଆକର୍ଷଣୀୟ ଭିଜୁଆଲ୍
💥 ଉତ୍କୃଷ୍ଟ ଗୁଣବତ୍ତା
💰 ସବୁଠାରୁ କମ ଦର
📩 ଆଜିହିଁ ଆମ ଟିମ୍ ସହିତ ସମ୍ପର୍କ କରନ୍ତୁ!
@AyushmanOdisha @avetilearning #EDITING
1 month ago | [YT] | 12
View 1 reply
AyushmanOdisha
ଜନଗଣନା ୨୦୨୭ ପାଇଁ ସ୍ବ-ଗଣନା ପ୍ରକ୍ରିୟା ଅପ୍ରେଲ ୧୫ (ମଧ୍ୟରାତ୍ରି), ୨୦୨୬ ପର୍ଯ୍ୟନ୍ତ ଜାରି ରହିଛି। ଦେଶର ନୀତି ନିର୍ଦ୍ଧାରଣ ସହ ବିକାଶ ପାଇଁ ଜନଗଣନା କାର୍ଯ୍ୟକୁ ସଫଳ କରିବାକୁ ସ୍ବ-ଗଣନା ପୋର୍ଟାଲ se.census.gov.in/ ମାଧ୍ୟମରେ ନିଜେ ନିଜର ତଥ୍ୟ ଦିଅନ୍ତୁ, ସମୃଦ୍ଧ ରାଷ୍ଟ୍ର ଗଠନରେ ସାମିଲ ହୁଅନ୍ତୁ।
#census2027
Information & Public Relations Department, Government of Odisha
Revenue & Disaster Management Department, Government of Odisha
Census India 2027
1 month ago | [YT] | 9
View 0 replies
AyushmanOdisha
ରାଜଧାନୀ ପ୍ରତିଷ୍ଠା ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଆସନ୍ତୁ, ଆମ ସଂସ୍କୃତି ସମ୍ପନ୍ନ ସହର ଭୁବନେଶ୍ୱରର ଐତିହ ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ସହ ଏହାର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ନେବା ।
#Bhubaneswar #rajadhanipratisthadiwas
@AyushmanOdisha
1 month ago | [YT] | 8
View 0 replies
AyushmanOdisha
ପିଠା-ପଣା ହେଉ କି ଶାଗ-ଭାତ, ଓଡ଼ିଆ ଖାଦ୍ୟର ତୁଳନା ନାହିଁ। ଆଜି 'ଓଡ଼ିଆ ପକ୍ଷ' ଅବସରରେ ଆୟୋଜନ ହେଉଛି "ଆମ ରୁଚି ଆମ ଖାଦ୍ୟ" ଦିବସ l ଆସନ୍ତୁ ଏହି ଅବସରରେ ଆମ ପାରମ୍ପରିକ ଖାଦ୍ୟର ପ୍ରସାର କରିବା ଏବଂ ଆମ ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା।
ଅଧିକ ତଥ୍ୟ ପାଇବା ପାଇଁ www.odiapakhya.com ପରିଦର୍ଶନ କରନ୍ତୁ ।
#OdiaPakhya2026 #ଓଡ଼ିଆପକ୍ଷ୨୦୨୬ #odishafood #traditionalfood #Odisha #culture
CMO Odisha Suryabanshi Suraj Information & Public Relations Department, Government of Odisha
1 month ago | [YT] | 10
View 0 replies
AyushmanOdisha
ଛେନାପୋଡ଼ ପାଇଁ ପ୍ରତିଟି ଓଡ଼ିଆଙ୍କ ମନରେ ରହିଛି ଏକ ସ୍ୱତନ୍ତ୍ର ଆବେଗ। ଏହାର ସ୍ୱାଦ ଏବଂ ପ୍ରସ୍ତୁତି ଶୈଳୀ ଏହାକୁ ଅନ୍ୟ ସମସ୍ତ ମିଠାଠାରୁ ଭିନ୍ନ କରିଥାଏ। ଛେନାପୋଡ଼ ଦିବସ ଅବସରରେ ସଭିଙ୍କୁ ଶୁଭେଚ୍ଛା। ଆସନ୍ତୁ ଆମର ବିବିଧ ଖାଦ୍ୟ ସଂସ୍କୃତିକୁ ଗର୍ବର ସହ ପାଳନ କରିବା। #ChhenapodaDibasa
1 month ago | [YT] | 25
View 0 replies
AyushmanOdisha
Facts 🔥
Thank you for spelling out the obvious Supreme Court Of India
#periods #supremecourtofindia #womenshealth #India #women
1 month ago | [YT] | 8
View 0 replies
AyushmanOdisha
କ୍ରୁର ବ୍ରିଟିଶ ସରକାର ବିରୋଧରେ ଅଦମ୍ୟ ସାହସ ଦେଖାଇଥିବା ବିପ୍ଲବୀ, ଅମର ଶହୀଦ୍ ମଙ୍ଗଳ ପାଣ୍ଡେଙ୍କ ବଳିଦାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।
@AyushmanOdisha
1 month ago | [YT] | 22
View 3 replies
AyushmanOdisha
"ଓଡ଼ିଆ ପକ୍ଷ" ପାଳନ ଅବସରରେ ଆଜିର ଦିନଟି ଶିଶୁମାନଙ୍କ ପାଇଁ ସମର୍ପିତ ଅର୍ଥାତ୍ ଆଜି ହେଉଛି 'ଶିଶୁ କଥା ଦିବସ' l ଆଜି ସ୍ଥାନୀୟ ଶିଶୁକଥା, ଗଳ୍ପ ଓ ଲୋକକଥାକୁ କୁନି କୁନି ପିଲାଙ୍କ ମାଧ୍ୟମରେ ପ୍ରଚାର ପ୍ରସାର ଏବଂ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l
#OdiaPakhya2026 #ଓଡ଼ିଆପକ୍ଷ୨୦୨୬ #ShisukathaDivas #culture #odia #Odisha
1 month ago | [YT] | 8
View 0 replies
Load more