● Dinarati TV | Your Trusted Source for Odia News ●

Welcome to Dinarati TV, your go-to destination for authentic and timely Odia news. We bring you the latest updates from Odisha and beyond, covering a variety of topics to keep you informed:

● Breaking News: Get real-time updates on important events.
● Politics: Insights into Odisha’s political landscape and developments.
● Entertainment: Latest buzz from the Odia film and entertainment world.
● Sports: Updates on Odisha’s sports achievements and events.
● Weather Updates: Timely forecasts to help you plan better.
● Business & Economy: News shaping Odisha’s economy and growth.

At Dinarati TV, we are committed to truth, transparency, and delivering news that matters.

Subscribe now and stay connected with Odisha’s latest happenings. Don’t forget to click the notification bell 🔔 to never miss an update!

Dinarati TV – News in your language, for you.


Dinarati TV

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। Naveen Patnaik
ବିଜୁ ବାବୁ କେବଳ ଜଣେ ନେତା ନୁହେଁ…
ସେ ଥିଲେ ଓଡ଼ିଶାର ଆତ୍ମା, ଆତ୍ମବିଶ୍ୱାସ ଓ ସାହସର ପ୍ରତୀକ।
ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଓ ନିଷ୍ଠା ଆମକୁ ସଦା ଆଗକୁ ବଢିବାର ପଥ ଦେଖାଏ।
ଆମେ ସମସ୍ତେ ତାଙ୍କର ସ୍ବପ୍ନର ଓଡ଼ିଶା ଗଢିବାକୁ ସଙ୍କଳ୍ପବଦ୍ଧ।

ଆଜି ପ୍ରଶ୍ନ ହେଉଛି —
👉 ଆମେ କି ସେହି ଆଦର୍ଶକୁ ଅନୁସରଣ କରୁଛୁ?
👉 ନା କେବଳ ସ୍ମୃତିରେ ସୀମିତ ରଖିଦେଉଛୁ?”

ବିଜୁ ବାବୁଙ୍କର ଚିନ୍ତାଧାରା…
ଆଜି ବି ସଜୀବ…
ଏବଂ ସେହି ହେଉଛି ଓଡ଼ିଶାର ଆଗାମୀ ଦିଗଦର୍ଶନ
#dinarati #explorepage #nonfollowers #bjd

#ପ୍ରବାଦ_ପୁରୁଷ_ଦିବସ
#PrabadPrushaDibasa
#17April #BijuBabu

1 month ago | [YT] | 37

Dinarati TV

Amit Shah talks to Odisha BJP leaders #OdishaPolitics ‪@DharmendraPradhanBJP‬ Dharmendra Pradhan ‪@DinaratiTV‬

1 month ago | [YT] | 6

Dinarati TV

5 ବିଭାଗ 11 ପ୍ରସ୍ତାବ କୁ ମୋହର || ‪@NityanandaBJP‬ #statecabinate #nonfollowers

1 month ago | [YT] | 10

Dinarati TV

ଉତ୍କଳ ଦିବସରେ ଓଡିଶାବାସୀଙ୍କୁ ଦିନରାତି TV ପରିବାର ତରଫରୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା
#utkaladivas2026 #Dinaratitv

1 month ago | [YT] | 9

Dinarati TV

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି।, #CMO ‪@DinaratiTV‬

2 months ago | [YT] | 7

Dinarati TV

The Dinarati TV ତାର ନ୍ୟୁଜ୍ ନେଟୱର୍କକୁ ସୁଦୃଢ କରିବା ପାଇଁ
ଓଡ଼ିଶାର ପ୍ରତ୍ୟେକ ବ୍ଲକ୍ ରୁ ରିପୋର୍ଟର / ପ୍ରତିନିଧି ନିଯୁକ୍ତି କରୁଛି। ‪@DinaratiTV‬

2 months ago | [YT] | 15

Dinarati TV

ଓଡ଼ିଶାର ସମସ୍ତ ବ୍ଲକ୍ ପାଇଁ ପ୍ରତିନିଧି ଆବଶ୍ୟକ
📺 The Dinarati TV Regd. Under PRG Govt. Of India
ତାର ନ୍ୟୁଜ୍ ନେଟୱର୍କକୁ ସୁଦୃଢ କରିବା ପାଇଁ
ଓଡ଼ିଶାର ପ୍ରତ୍ୟେକ ବ୍ଲକ୍ ରୁ ରିପୋର୍ଟର / ପ୍ରତିନିଧି/Brand Ambassador ନିଯୁକ୍ତି କରୁଛି।
ଅନୁଭବ ଆମର ପ୍ରାଥମିକତା ହେବ ||
‪@DinaratiTV‬

2 months ago | [YT] | 4

Dinarati TV

ପଖାଳ ଦିବସ କେବଳ ଏକ ପରମ୍ପରା ନୁହେଁ, ଏହା ଆମ ଓଡ଼ିଆ ଅସ୍ମିତାର ଗର୍ବ। ରାଜ୍ୟର ପ୍ରସିଦ୍ଧ ନେତାମାନେ ଯେତେବେଳେ ପଖାଳ ଭୋଜନରେ ସାମିଲ ହୁଅନ୍ତି, ସେଥିରେ ଦେଖାଯାଏ ସାଧାରଣ ଜୀବନ ଓ ସଂସ୍କୃତି ପ୍ରତି ସମ୍ମାନ। ପଖାଳ ହେଉଛି ଓଡ଼ିଶାର ଆତ୍ମା — ସରଳତାରେ ମହାନତା
#pakhaladibasa #odisha ‪@DinaratiTV‬

2 months ago | [YT] | 39

Dinarati TV

କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ଅଧିକାରୀ ନିଲମ୍ବିତ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିମ୍ନଲିଖିତ ଚାରି ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି ।

୧ – କଟକ ସର୍କଲର ଡେପୁଟି ଫାୟାର ଅଫିସର ଶ୍ରୀ ପ୍ରକାଶ କୁମାର ଜେନା

୨- କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ଶ୍ରୀ ସଞ୍ଜୀବ କୁମାର ବେହେରା

୩ – ଏସ୍.ସି.ବି ମେଡିକାଲ ଓ ହସ୍‌ପିଟାଲର ଷ୍ଟେସନ ଅଫିସର ଶ୍ରୀ ଅଭିନବ ପୃଷ୍ଟି ଏବଂ

୪ – କଟକ ଜି.ଇ.ଡି ଅନ୍ତର୍ଗତ ଏସ୍.ସି.ବି ସବ୍‌-ଡିଭିଜନର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିଅର ଶ୍ରୀ ରଞ୍ଜନ କୁମାର ବିଶ୍ୱାଳ

ସୂଚନଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଟକ ଏସ୍.ସି.ବି ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଥିଲେ । #cuttack #cmmohanmajhi #SCB Mohan Charan Majhi Dinarati TV

2 months ago | [YT] | 11

Dinarati TV

#ଦିନରାତି_tv ପ୍ରଭାବ ପରେ
ଦାଦାବଟି ମାଗିବା ଅଭିଯୋଗରେ ଛାତ୍ର କଂଗ୍ରେସ ନେତା ଗିରଫ
ଗିରଫ ଛାତ୍ର କଂଗ୍ରେସ ନେତା ହେଲା ଗୁଲଫାମ
ଜଣେ କମ୍ପାନୀ ମ୍ୟାନେଜରଙ୍କୁ ଧମକାଇ ଦାଦାବଟି ମାଗିବା ନେଇ ଅଭିଯୋଗ ହୋଇଥିଲା
ଅଭିଯୋଗକୁ ଆଧାର କରି ତଦନ୍ତ କରିଥିଲେ ଖଣ୍ଡଗିରି ଥାନା ପୋଲିସ
www.facebook.com/share/v/18HYkYcoJ2/

#studentcongressleader #gulfam #arrested #khandagiripolice

#dinaratitv #OdishaPolitics #Congress

2 months ago (edited) | [YT] | 15