DNK LIVE/Dandakaranya Live was born with the main objective of making our country a developed nation and making people aware of it, to fight against corruption, crime and bigotry that is increasing day by day in our civilized society. DNK Live is the voice of the rights of all common people living in the suburbs of our Odisha state. DNK Live will act as a developmental bridge between the administration and the general public. DNK Live Family is committed to work impartially and fearlessly for permanent solutions to the various problems of the common and helpless people of Odisha.
The cooperation of the general public and the audience is essential in establishing its identity as a leading Odia news channel of the state.
॥ Jai Jagannath ॥
website- dnklive.in/
Email-: dnknews.odisha@gmail.com
Stay with us:
FACEBOOK- www.facebook.com/profile.php?id=61560425773225
X- x.com/dnk_live
INSTAGRAM- www.instagram.com/dnkllive/
DNK LIVE
#ସନ୍ଧ୍ୟାରେ_ହାଣିଲେ_ରାତିରେ_ଏନକାଉଣ୍ଟର
ଯୁବକଙ୍କୁ ହାଣିବାର ପାଞ୍ଚ ଘଣ୍ଟା ଭିତରେ ଅଭିଯୁକ୍ତ ଜଗାକୁ ଏନକାଉଣ୍ଟର କରାଯଇଛି | ଅଭିଯୁକ୍ତ ଜଗାର ଦୁଇ ଆଣ୍ଠୁରେ ଗୁଳି ବାଜିଛି | ପୋଲିସ ଟିମ ଧରିବାକୁ ଯାଇଥିବା ବେଳେ ଜଗା ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା | ପୋଲିସ ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଛି | ଅଭିଯୁକ୍ତ ଜଗାକୁ MKCG ରେ ଭର୍ତ୍ତି କରାଯାଇଛି |
#BerhampurCity #Encounter #SPBarhampur #OdishaPolice #Odisha
2 days ago | [YT] | 6
View 0 replies
DNK LIVE
#ବିଜେଡି_ଛାଡ଼ିଲେ_ଦେବାଶିଷ
ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା..
#DebashishSamantaray #ResignNow #BJD #PoliticalUpdate #Odisha
3 days ago | [YT] | 6
View 2 replies
DNK LIVE
#ବ୍ରହ୍ମପୁରରେ_ମୁକେଶକୁ_ଏନକାଉଣ୍ଟର
•ଗିରି ରୋଡରେ ଯୁବକଙ୍କୁ ମାଡ଼ ଘଟଣାରେ ବ୍ରହ୍ମପୁର ପୋଲିସର ଏନକାଉଣ୍ଟର
•ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁର ଏନକାଉଣ୍ଟର କଲା ପୋଲିସ
•ଟାମଣା ରୋଡ଼ରେ ଟାଉନ ଥାନା ପୋଲିସର ଏନକାଉଣ୍ଟର
•ଅଭିଯୁକ୍ତର ୨ ଆଣ୍ଠୁ ଓ ହାତରେ ଗୁଳି ବାଜିଥିବା ସୂଚନା
•ଅଭିଯୁକ୍ତ ମୁକେଶ ସାହୁ MKCG ହସ୍ପିଟାଲରେ ଭର୍ତ୍ତି
ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ
#Berhampur #Encounter #MukeshSahu #BerhampurPolice #GiriRoadIncident #TamanaRoad #MKCGHospital #PoliceEncounter #Brahmapur #OdishaCrime
6 days ago | [YT] | 7
View 0 replies
DNK LIVE
#ସୌମ୍ୟ_ଯନ୍ତ୍ରଣାରେ_ଜର୍ଜରିତ
ଆଜି ସୌମ୍ୟ ରଞ୍ଜନ ଙ୍କ ଏକାଦଶାହ
ପୋଲିସ କରୁଛି ଡାଏରୀ ମେଣ୍ଟେନ୍
ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ରେ ଲୁଚିଥିଲା କି ଯୋଜନାବଦ୍ଧ ଷଡ଼ଯନ୍ତ୍ର
#ପୋଲିସର_ନିରବତା_ନୀରବ_ଷଡ଼ଯନ୍ତ୍ର_ସୁଚଉଥିଲା_କି
#SoumyaRanjan #DeathMystery #UnsolvedMystery #JusticeForSoumya #TrueCrime #MysteryUnveiled #InvestigateSoumya #CrimeStory #TragicLoss #SeekingAnswers #BaliantaCase
1 week ago (edited) | [YT] | 13
View 2 replies
DNK LIVE
#ସୌମ୍ୟ_ଙ୍କୁ_କଲବଲ_କରି_ବାଡେଇ_ଥିବା_ଦୁହିଁଙ୍କୁ_ଟିକେ_ଦେଖନ୍ତୁ
#Soumyaranjan #soumyaranjandeath #balianta #publicjustice #odishapolice #lawandorder #baliantatension #commissionerate_police #bhubaneswarnews
2 weeks ago | [YT] | 17
View 0 replies
DNK LIVE
ସୌମ୍ୟ ରଞ୍ଜନଙ୍କୁ ସବୁଠୁ ଅଧିକ ପିଟିଥିବା ୟେ ସେଇ ଅଭିଯୁକ୍ତ...
ଆପଣଙ୍କ ରାୟ କଣ ?
#Soumyaranjan #soumyaranjandeath #balianta #publicjustice #odishapolice #lawandorder #baliantatension #commissionerate_police #bhubaneswarnews
2 weeks ago | [YT] | 25
View 5 replies
DNK LIVE
କାଣ୍ଡ ବିନ୍ଧା ପୋକ ଉଜାଡି ଦେଲାଣି ଧାନ ଚାଷ, ଚିନ୍ତାରେ ଚାଷୀ, ମିଳିବ ତ ସରକାରୀ ସହାୟତା ?
#farmerstruggle #farmersissues #nimapada #dnklive
3 weeks ago | [YT] | 0
View 0 replies
DNK LIVE
ମହିଳା ମାନଙ୍କ ପାଇଁ ୨୫୦୦ ଟଙ୍କାର ସହାୟତା
କ୍ଷୁଦ୍ର ଚାଷୀଙ୍କ ପାଇଁ ଫସଲ ଋଣ ଛାଡ
ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ମାନଙ୍କୁ ପ୍ରତି ମାସରେ ୩ ହଜାର ଟଙ୍କାର ଭତା
ଭଉଣୀ ଝିଅଙ୍କ ବିବାହ ପାଇଁ ୮ ଗ୍ରାମ ସୁନା
୨୦୦ ୟୁନିଟ ମାଗଣା ବିଜୁଳି, ପାଇପ ଯୋଗେ ଜଳ ଯୋଗାଣ
ପ୍ରତି ବର୍ଷ ୬ ଟି ମାଗଣା lpg ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି
ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ଯାଏଁ ସୁଧ ମୁକ୍ତ ଋଣ
ଗ୍ରାଜୁଏଟ ମାନଙ୍କୁ ୪ ହଜାର ଟଙ୍କା ଏବଂ ଡିପ୍ଲୋମା ଧାରି ମାନଙ୍କୁ ୨୫୦୦ ଟଙ୍କାର ଭତ୍ତା
#Bijay
3 weeks ago | [YT] | 10
View 0 replies
DNK LIVE
କାହିଁକି ଅଲଗା ହେବାକୁ ଯାଉଛନ୍ତି ସାଇ ପାୟଲ, କହିଲେ ଯାତ୍ରା ପ୍ରେମୀ ଦର୍ଶକ | Sai Payal love Story.
#jatraactor #saipayal #lovedhoka #tulasigananatya #saipayalbreakup
ଅଲଗା ହୋଇଗଲେ ସାଇ-ପାୟଲ ..ପ୍ରେମରେ ଲାଗିଗଲା କାହା ନଜର .. ତୁଳସୀ ମଞ୍ଚରେ ଏହି ଯୋଡ଼ିଙ୍କ ଅଭିନୟକୁ ଦେଖିବାକୁ ଦର୍ଶକ ଖୁବ ପସନ୍ଦ କରୁଥିଲେ ..ଏମାନଙ୍କ ପ୍ରେମ ଓ ବାହାଘର କଥା ଉଠିବା ପରେ ଉଭୟଙ୍କୁ ପସନ୍ଦ କରୁଥିବା ଦର୍ଶକ ଖୁବ ପସନ୍ଦ କରିଥିଲେ ..ଏମାନେ ବି ବିବାହ କରିବେ ବୋଲି ବେଶ ଖୁସିଥିଲେ ..କିନ୍ତୁ କିଛି ଦିନ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିବା କୁହାଯାଉଛି .. ଏବେ କୁଆଡେ ସାଇ-ପାୟଲ ଅଲଗା ହୋଇଯାଇଛନ୍ତି ..
1 month ago | [YT] | 1
View 0 replies
DNK LIVE
ପୀୟୂଷ ଙ୍କ ପାଇଁ ନାଟକ ନାଁ ପରିବର୍ତ୍ତନ କରିଦେଲେ ସିଂହବାହିନୀ ପ୍ରଯୋଜକ ? ଜାଣନ୍ତୁ କାହିଁକି ହେଲା ପରିବର୍ତ୍ତନ..
#simghabahini #jatrarani #piyushtripathy #drdeepakjena #eda #nuanataka #bhai #negetiverole #singhabahini #jatrahalchal #jatraupdate #jatrakhabar
1 month ago | [YT] | 1
View 0 replies
Load more