Let's Build the foundation
AIMERS CLASSES
ପିଲାମାନେ ଆମେ ଦଶମ ଶ୍ରେଣୀ ର math ଓ Science ପାଇଁ ଏକ ଆପ ତିଆରି କରି ଲାଇଭ କ୍ଲାସ୍ ଆରମ୍ଭ କଲେ କେମିତି ହେବ କେତେ ଜଣ ପିଲା ଇଛୁକ ଅଛ ମତାମତ ଜଣାଅ?
11 months ago | [YT] | 86
View 35 replies
1.ପିଲାମାନେ ଆଜି କେହି ବି ଅଧିକା ରାତି ପ୍ରଯ୍ୟନ୍ତ ପଢିବ ନାହିଁ ବରଂ କାଲି ସଖାଳୁ ଉଠିକି ପଢିବ |ରାତି ଅନିଦ୍ରା ହେଲେ ପରୀକ୍ଷା ଦେବା ସମୟରେ ମନେ ପଡିବ ନାହିଁ 2.ତୁମକୁ 8:15 ପୂର୍ବରୁ ଯାଇଁକି ବିଦ୍ୟାଳୟରେ ପହଞ୍ଚିବାର ଅଛି ତେଣୁ ତାହା ପୂର୍ବରୁ ତୁମେ ଯିବାକୁ ଚେଷ୍ଟା କରିବ| ଯିବା ପୂର୍ବରୁ ତୁମ ଘରେ ଥିବା ବଡ ଲୋକ ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇକି ଯିବ |8:30 ରେ ତୁମକୁ ସର୍ବ ପ୍ରଥମେ OMR sheet ଦିଆଯିବ |3.ସାର ତୁମକୁ ଯେଉଁ ଅନୁସାରେ ଯୋଉଠି ରୋଲ ନମ୍ବର ଲେଖିବାକୁ କହିବେ ସେହି ହିସାବ ରେ ଠିକ ଭାବରେ ରୋଲ ନମ୍ବର ଲେଖିବ4.ପରୀକ୍ଷା ପ୍ରଶ୍ନ ତୁମକୁ 8:45 ରେ ଦିଆଯିବ ଏବଂ 9 ଟାରେ ବେଲ ବାଜିବା ପରେ ତୁମେ ଲେଖିବା ଆରମ୍ଭ କରିବ 5.ପ୍ରଶ୍ନ ପାଇବା ପରେ 15 ମିନିଟ ତୁମେ ପ୍ରଶ୍ନ ଗୁଡିକ ଭଲ ଭାବରେ ପଢିବ ଏବଂ ଯେଉଁ ଗୁଡିକ ଆସିବ ପ୍ରଶ୍ନ ପେପେର ରେ ଚି଼ହ୍ନ ମାରିଦେବ6.OMR ରେ ଗୋଲ ବୁଲାଇବା ସମୟରେ ଭଲ ଭାବରେ ଦେଖିକି ବୁଲେଇବ7. ସର୍ବ ପ୍ରଥମେ ତୁମକୁ ସହଜ ଲାଗୁଥିବା ପ୍ରଶ୍ନ ର ଉତ୍ତର କରିବ |8. କେହି ବି ପରୀକ୍ଷା ହଲ କୁ କପି ନେଇକି ଜୀବ ନାହିଁ ସ୍କ୍ୱାଡ଼ ହାତରେ ଧରା ପଡିଲେ ହଇରାଣ ହେବ |9. ତୁମେ ତୁମ ସାଙ୍ଗ ଯାହା ଉପରେ ତୁମକୁ ବିଶ୍ୱାସ ଥିବ ତାହା ଠୁ ଯାହା ନ ଆସୁଥିବ ଆଦାୟ କରିକି ଲେଖିବାକୁ ଚେଷ୍ଟା କରିବ |10.long question ଗୁଡିକ ଲେଖିବା ବେଳେ ସୁନ୍ଦର ଅକ୍ଷର କରି ଲେଖିବ କଟା କଟି କରିବ ନାହିଁ 11. କୌଣସି ପ୍ରଶ୍ନ ର ଉତ୍ତର ନ ଆସିଲେ ତୁମେ ସେ ପ୍ରଶ୍ନ ବିଷୟରେ ଯାହା ବି ଜାଣିଛ ଲେଖିକି ଖାତା ଫୁଲ କରିବ ଖାତା ଫାଙ୍କା ଛାଡିବ ନାହିଁ | ଆମ ମାନଙ୍କ ର ଏବଂ ତୁମ ପରିବାର ସଦଶ୍ୟ ମାନଙ୍କର ଆଶୀର୍ବାଦ ଏବଂ ଭଲ ପାଇବା ତୁମ ମାନଙ୍କ ସହ ଅଛି ତୁମେ ମାନେ ନିଶ୍ଚିତ କାଲି ଭଲ କରିବ Best of luck for tomorrow 👍🏻
1 year ago | [YT] | 108
View 16 replies
youtube.com/@CreativeWork-nz8nr?si=c7mIkJ47Czr_UCe…Show some love ❤️❤️❤️Like share and subscribe for more amazzing videos🙏🏻
2 years ago | [YT] | 48
View 2 replies
ପବିତ୍ର ଗଣତନ୍ତ୍ର ଦିବସ ର ହାର୍ଦିକ ଶୁଭକାମନା ଏବଂ ଅଭିନନ୍ଦନପିଲାମାନେ ତୁମର ଆଗାମୀ ଭବିଷ୍ୟତ ଉଜ୍ବଳ ମୟ ହେଉ ଏହା ହିଁ ମୋର ଓଡିଶା ର ବଡ ଠାକୁର ଙ୍କ ଠାରେ ପ୍ରାର୍ଥନା.... ଜୟ ଜଗନ୍ନାଥ... ବନ୍ଦେ ମାତରଂ.... ବନ୍ଦେ ଉତ୍କଳ ଜନନୀ...
2 years ago | [YT] | 124
View 8 replies
2 years ago | [YT] | 106
View 14 replies
ପିଲାମାନେ ଆମ ଚାଁନେଲ ର ପାଠ ପଢା କେମିତି ଲାଗୁଚି....?ଦେଖିବା କେତେ ଜଣ ଆମକୁ ଭଲ ପାଉଛନ୍ତି 🤔
2 years ago | [YT] | 121
View 47 replies
ଆଲୋକ ପ୍ରତିଫନ ଓ ପ୍ରତିସରଣ ର ସମସ୍ତ ଭିଡିଓ ଲିଙ୍କyoutube.com/playlist?list=PLj...
2 years ago | [YT] | 68
View 10 replies
କେଉଁ ପ୍ରକ୍ରିୟା ରେ ଖାଦ୍ୟ ରୁ ଶକ୍ତି ନିର୍ଗତ ହୋଇ ଥାଏ..?
3 years ago | [YT] | 38
View 4 replies
🙏🏻Jay jaganath🙏🏻
3 years ago | [YT] | 45
View 3 replies
3 years ago | [YT] | 76
Load more
AIMERS CLASSES
ପିଲାମାନେ ଆମେ ଦଶମ ଶ୍ରେଣୀ ର math ଓ Science ପାଇଁ ଏକ ଆପ ତିଆରି କରି ଲାଇଭ କ୍ଲାସ୍ ଆରମ୍ଭ କଲେ କେମିତି ହେବ
କେତେ ଜଣ ପିଲା ଇଛୁକ ଅଛ ମତାମତ ଜଣାଅ?
11 months ago | [YT] | 86
View 35 replies
AIMERS CLASSES
1.ପିଲାମାନେ ଆଜି କେହି ବି ଅଧିକା ରାତି ପ୍ରଯ୍ୟନ୍ତ ପଢିବ ନାହିଁ ବରଂ କାଲି ସଖାଳୁ ଉଠିକି ପଢିବ |
ରାତି ଅନିଦ୍ରା ହେଲେ ପରୀକ୍ଷା ଦେବା ସମୟରେ ମନେ ପଡିବ ନାହିଁ
2.ତୁମକୁ 8:15 ପୂର୍ବରୁ ଯାଇଁକି ବିଦ୍ୟାଳୟରେ ପହଞ୍ଚିବାର ଅଛି ତେଣୁ ତାହା ପୂର୍ବରୁ ତୁମେ ଯିବାକୁ ଚେଷ୍ଟା କରିବ| ଯିବା ପୂର୍ବରୁ ତୁମ ଘରେ ଥିବା ବଡ ଲୋକ ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇକି ଯିବ |8:30 ରେ ତୁମକୁ ସର୍ବ ପ୍ରଥମେ OMR sheet ଦିଆଯିବ |
3.ସାର ତୁମକୁ ଯେଉଁ ଅନୁସାରେ ଯୋଉଠି ରୋଲ ନମ୍ବର ଲେଖିବାକୁ କହିବେ ସେହି ହିସାବ ରେ ଠିକ ଭାବରେ ରୋଲ ନମ୍ବର ଲେଖିବ
4.ପରୀକ୍ଷା ପ୍ରଶ୍ନ ତୁମକୁ 8:45 ରେ ଦିଆଯିବ ଏବଂ 9 ଟାରେ ବେଲ ବାଜିବା ପରେ ତୁମେ ଲେଖିବା ଆରମ୍ଭ କରିବ
5.ପ୍ରଶ୍ନ ପାଇବା ପରେ 15 ମିନିଟ ତୁମେ ପ୍ରଶ୍ନ ଗୁଡିକ ଭଲ ଭାବରେ ପଢିବ ଏବଂ ଯେଉଁ ଗୁଡିକ ଆସିବ ପ୍ରଶ୍ନ ପେପେର ରେ ଚି଼ହ୍ନ ମାରିଦେବ
6.OMR ରେ ଗୋଲ ବୁଲାଇବା ସମୟରେ ଭଲ ଭାବରେ ଦେଖିକି ବୁଲେଇବ
7. ସର୍ବ ପ୍ରଥମେ ତୁମକୁ ସହଜ ଲାଗୁଥିବା ପ୍ରଶ୍ନ ର ଉତ୍ତର କରିବ |
8. କେହି ବି ପରୀକ୍ଷା ହଲ କୁ କପି ନେଇକି ଜୀବ ନାହିଁ ସ୍କ୍ୱାଡ଼ ହାତରେ ଧରା ପଡିଲେ ହଇରାଣ ହେବ |
9. ତୁମେ ତୁମ ସାଙ୍ଗ ଯାହା ଉପରେ ତୁମକୁ ବିଶ୍ୱାସ ଥିବ ତାହା ଠୁ ଯାହା ନ ଆସୁଥିବ ଆଦାୟ କରିକି ଲେଖିବାକୁ ଚେଷ୍ଟା କରିବ |
10.long question ଗୁଡିକ ଲେଖିବା ବେଳେ ସୁନ୍ଦର ଅକ୍ଷର କରି ଲେଖିବ କଟା କଟି କରିବ ନାହିଁ
11. କୌଣସି ପ୍ରଶ୍ନ ର ଉତ୍ତର ନ ଆସିଲେ ତୁମେ ସେ ପ୍ରଶ୍ନ ବିଷୟରେ ଯାହା ବି ଜାଣିଛ ଲେଖିକି ଖାତା ଫୁଲ କରିବ ଖାତା ଫାଙ୍କା ଛାଡିବ ନାହିଁ |
ଆମ ମାନଙ୍କ ର ଏବଂ ତୁମ ପରିବାର ସଦଶ୍ୟ ମାନଙ୍କର ଆଶୀର୍ବାଦ ଏବଂ ଭଲ ପାଇବା ତୁମ ମାନଙ୍କ ସହ ଅଛି ତୁମେ ମାନେ ନିଶ୍ଚିତ କାଲି ଭଲ କରିବ
Best of luck for tomorrow 👍🏻
1 year ago | [YT] | 108
View 16 replies
AIMERS CLASSES
youtube.com/@CreativeWork-nz8nr?si=c7mIkJ47Czr_UCe…
Show some love ❤️❤️❤️
Like share and subscribe for more amazzing videos🙏🏻
2 years ago | [YT] | 48
View 2 replies
AIMERS CLASSES
ପବିତ୍ର ଗଣତନ୍ତ୍ର ଦିବସ ର ହାର୍ଦିକ ଶୁଭକାମନା ଏବଂ ଅଭିନନ୍ଦନ
ପିଲାମାନେ ତୁମର ଆଗାମୀ ଭବିଷ୍ୟତ ଉଜ୍ବଳ ମୟ ହେଉ ଏହା ହିଁ ମୋର ଓଡିଶା ର ବଡ ଠାକୁର ଙ୍କ ଠାରେ ପ୍ରାର୍ଥନା.... ଜୟ ଜଗନ୍ନାଥ... ବନ୍ଦେ ମାତରଂ.... ବନ୍ଦେ ଉତ୍କଳ ଜନନୀ...
2 years ago | [YT] | 124
View 8 replies
AIMERS CLASSES
2 years ago | [YT] | 106
View 14 replies
AIMERS CLASSES
ପିଲାମାନେ ଆମ ଚାଁନେଲ ର ପାଠ ପଢା କେମିତି ଲାଗୁଚି....?ଦେଖିବା କେତେ ଜଣ ଆମକୁ ଭଲ ପାଉଛନ୍ତି 🤔
2 years ago | [YT] | 121
View 47 replies
AIMERS CLASSES
ଆଲୋକ ପ୍ରତିଫନ ଓ ପ୍ରତିସରଣ ର ସମସ୍ତ ଭିଡିଓ ଲିଙ୍କ
youtube.com/playlist?list=PLj...
2 years ago | [YT] | 68
View 10 replies
AIMERS CLASSES
କେଉଁ ପ୍ରକ୍ରିୟା ରେ ଖାଦ୍ୟ ରୁ ଶକ୍ତି ନିର୍ଗତ ହୋଇ ଥାଏ..?
3 years ago | [YT] | 38
View 4 replies
AIMERS CLASSES
🙏🏻Jay jaganath🙏🏻
3 years ago | [YT] | 45
View 3 replies
AIMERS CLASSES
3 years ago | [YT] | 76
View 14 replies
Load more