Pratidin TV is the fastest-growing digital news and entertainment channel in Odisha, connecting with the everyday issues, events, happenings, and vibrant culture of the region—infused with humor and color. Operated under Gayatri Industries, Pratidin TV broadcasts Odisha news, national news, and international news.
The Pratidin TV digital platform is also associated with Pratidin Newspaper ,Vacancy In India and Odisha Nijukti Khabar (Odisha Employment News), both of which deliver daily updates on Odisha’s latest developments.
With a commitment to clear, concise, and unbiased news, Pratidin TV has earned the trust of millions across Odisha. The platform covers a wide range of segments including:
Odia comedy
Cartoons
Odisha politics
Odisha sports
Odisha culture …and much more.
Stay connected with Pratidin TV’s digital news platform #PratidinTV #PratidinTVOdisha
For advertisements only, contact: 7789930532, 7077733841
Email: pratidin.daily@gmail.com
Pratidin TV
ଜୟ ମା ତାରାତାରିଣୀ 🙏,ଆପଣଙ୍କ ଦିନଟି ମଙ୍ଗଳମୟ ହେଉ।
1 day ago | [YT] | 18,189
View 510 replies
Pratidin TV
ଜୟ ମା ଉଗ୍ରତାରା, ଆପଣଙ୍କ ଦିନଟି ମଙ୍ଗଳମୟ ହେଉ।
3 days ago | [YT] | 29,939
View 680 replies
Pratidin TV
ଜୟ ମା ତାରାତାରିଣୀ 🙏,ଆପଣଙ୍କ ଦିନଟି ମଙ୍ଗଳମୟ ହେଉ।
4 days ago | [YT] | 17,701
View 454 replies
Pratidin TV
ଜୟ ମା ଉଗ୍ରତାରା, ଆପଣଙ୍କ ଦିନଟି ମଙ୍ଗଳମୟ ହେଉ।
5 days ago | [YT] | 21,440
View 533 replies
Pratidin TV
ଜୟ ମା ତାରାତାରିଣୀ 🙏,ଆପଣଙ୍କ ଦିନଟି ମଙ୍ଗଳମୟ ହେଉ।
6 days ago | [YT] | 14,334
View 379 replies
Pratidin TV
ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଐତିହାସିକ କଲୋଜିୟମରେ ସେଲଫି ନେଲେ ଦୁଇ ପ୍ରଧାନମନ୍ତ୍ରୀ। ମୋଦିଙ୍କୁ ମେଲୋନି କହିଲେ, ‘ମୋ ବନ୍ଧୁ, ରୋମରେ ଆପଣଙ୍କୁ ସ୍ୱାଗତ’।
#NarendraModi #GiorgiaMeloni #ModiInItaly #Melodi #IndiaItalyRelations #pratidintv
1 week ago | [YT] | 1,468
View 230 replies
Pratidin TV
#ଭିଜିଲାନ୍ସ_ଜାଲରେ_ସହକାରୀ_ଯନ୍ତ୍ରୀ
-କଳାହାଣ୍ଡିରେ ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ l
-ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ବାସଭବନରେ ରେଡ୍ l
-ଗୋଷାଣୀମୁଣ୍ଡା ସ୍ଥିତ ଘର, କୁସୁମଖୁଣ୍ଟିରେ ଥିବା ପୈତୃକ ଘରେ ରେଡ୍ l
-କିଟ୍ ପଦର ଫାର୍ମହାଉସ, ଧର୍ମଗଡ଼ ଓ ଭବାନୀପାଟଣା ସ୍ଥିତ ଅଫିସରେ ରେଡ୍ l
#Kalahandi #VigilanceRaid #BhubaneswarSabar #PWD #AssistantEngineer #Pratidintv
1 week ago | [YT] | 165
View 1 reply
Pratidin TV
#ପୁଣି_ବଢ଼ିଲା_ପେଟ୍ରୋଲ୍_ଓଡିଜେଲ୍_ଦର
-ଦେଶରେ ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର l
-ଲିଟର ପିଛା ପେଟ୍ରୋଲ୍ ଦର ୮୭ ପଇସା ବଢ଼ିଲା l
-ଡିଜେଲ୍ ଲିଟର ପିଛା ୯୧ ପଇସା ବଢ଼ିଲା l
-ଗତ ଶୁକ୍ରବାର ୩ ଟଙ୍କା ବଢ଼ିଥିଲା ପେଟ୍ରୋଲ୍ ଓ ଡିଜେଲ୍ ଦର l
#PetrolPriceHike #DieselPriceHike #FuelPriceIncrease #PetrolDiesel #IndiaNews #FuelPriceRise #Pratidintv #odisha #bbsr
1 week ago | [YT] | 135
View 3 replies
Pratidin TV
ଜୟ ମା ଉଗ୍ରତାରା, ଆପଣଙ୍କ ଦିନଟି ମଙ୍ଗଳମୟ ହେଉ।
1 week ago | [YT] | 10,970
View 214 replies
Pratidin TV
ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ | ବିମାନ ବନ୍ଦରରେ ସ୍ୱାଗତ ଜଣାଇଲେ ମାନ୍ୟବର ରାଜ୍ୟ ସଭାପତି ଓ ସାଂସଦ ଶ୍ରୀ ମନମୋହନ ସାମଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଶୀର୍ଷ ନେତୃବୃନ୍ଦ ।BJP National President Shri Nitin Naveen arrives in Bhubaneswar
#PratidinTv #NitinNaveen #Bhubaneswar #BJP
1 week ago | [YT] | 1,443
View 39 replies
Load more