S Amar Music Odia

Hello Viewers
I am S Amar.
Singer, Live Stage Profomer, Music Composer ND Lyricts. Welcome to the official youtube channel of S Amar music Odia.S Amar Music Odia is focused solely on delighting and entertaining it's audiance with high quality value-based music of different genres - Romantic, sad, Comercial, Masti, Heart touching song, Comedy, jatra, story, shayari etc from a range of different.It's a real Pleasure for me to Entertain you nd make you happy.I hope you enjoy it very much...
Thanks for watching my videos.

⭕❗⭕ Jay jagannath ⭕❗⭕

To encourage nd support me,
Please SUBSCRIBE If you like me, Please Share/Comment/Like

For business related queries -
swarjeetamar@gmail.com

Follow me on -
youtube.com/channel/UCUnnTKXjBD25Bqy5UXEmSPg
www.instagram.com/@swarjeetamar
www.facebook.com/@SAmar
www.twitter.com/@samarmusicodia

Thanks for
S Amar Music Odia




S Amar Music Odia

He Jagannath
Kalia Thakura
Sathie Pauti Bala
Jagatara Natha Jagannath
Tribhubana Gosain
Bada Thakura
Mo Jaga Re Darasana Tike De 🙏🙏🙏

14 hours ago (edited) | [YT] | 11

S Amar Music Odia

🙏 🌺 ଜୟ ମା ଚର୍ଚ୍ଚିକା🌺🙏
🙏 🌺 ଆଜିର ପବିତ୍ର ଦିନରେ ମା' ଙ୍କ ଦିବ୍ୟ ଦର୍ଶନ🌺🙏

2 days ago | [YT] | 11

S Amar Music Odia

Baba AkhandalaMani 🙏🙏🙏
Har Har Mahadev 👍

2 days ago | [YT] | 9

S Amar Music Odia

ନମୋଽସ୍ତୁ ହେମାମ୍ବୁଜପୀଠିକାୟୈ
ନମୋଽସ୍ତୁ ଭୂମଣ୍ଡଳନାୟିକାୟୈ ।
ନମୋଽସ୍ତୁ ଦେବାଦିଦୟାପରାୟୈ
ନମୋଽସ୍ତୁ ଶାରଙ୍ଗାୟୁଧବଲ୍ଲଭାୟୈ ॥

ନମୋଽସ୍ତୁ ଦେବ୍ୟୈ ଭୃଗୁନନ୍ଦନାୟୈ
ନମୋଽସ୍ତୁ ବିଷ୍ଣୋରୁରସିସ୍ଥିତାୟୈ ।
ନମୋଽସ୍ତୁ ଲକ୍ଷ୍ମ୍ୟୈ କମଳାଳୟାୟୈ
ନମୋଽସ୍ତୁ ଦାମୋଦରବଲ୍ଲଭାୟୈ ॥

ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ସାଆନ୍ତାଣୀ ଙ୍କ ମଙ୍ଗଳମୟ ଦର୍ଶନ।
ମହାମାୟୀ ସଭିଙ୍କୁ କୃପା କରନ୍ତୁ |

2 days ago | [YT] | 15

S Amar Music Odia

Odisha Famous Jhal Muri 😛😋🤪

3 days ago | [YT] | 7

S Amar Music Odia

ଅଲିଉଡ୍ Top 5 ଧନୀ ଅଭିନେତା (ଆନୁମାନିକ):
•Anubhav Mohanty – ପ୍ରାୟ ₹15–40 କୋଟି
•Babushaan Mohanty – ପ୍ରାୟ ₹20–30 କୋଟି କିମ୍ବା ତାଠାରୁ ଅଧିକ ବୋଲି ବିଭିନ୍ନ ଅନୁମାନ ରହିଛି
•Siddhant Mohapatra – ଦୀର୍ଘ କ୍ୟାରିୟର ଓ ସମ୍ପତ୍ତି ଆଧାରରେ ଅଲିଉଡ୍‌ର ସବୁଠାରୁ ସମ୍ପନ୍ନ ଅଭିନେତାମାନଙ୍କ ମଧ୍ୟରୁ ଜଣେ ବୋଲି ଗଣାଯାନ୍ତି
•Sabyasachi Mishra – ଅଭିନୟ, ବ୍ରାଣ୍ଡ ପ୍ରମୋସନ୍ ଓ ଅନ୍ୟାନ୍ୟ କାର୍ଯ୍ୟକଳାପରୁ ଭଲ ଆୟ କରନ୍ତି
•Arindam Roy – ଅଭିନୟ ସହିତ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସକ୍ରିୟ।

3 days ago | [YT] | 0

S Amar Music Odia

ହୀରାନୀଳା : ଦୁର୍ଗା ଚିତ୍ରମ୍
ପ୍ରଯୋଜକ - ଦୁର୍ଗା କୁମାର ନନ୍ଦ
କାହାଣୀ ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା – ପ୍ରଶାନ୍ତ ନନ୍ଦ
ସଂଗୀତ - ସ୍ଵରୂପ ନାୟକ
କ୍ୟାମେରା - ସୁରେନ୍ଦ୍ର ସାହୁ
କଳା - ବୁଢ଼ା ମହାରଣା
ଗୀତ - ଦେବଦାସ ଛୋଟରାୟ, ସରୂପ ନାୟକ,
କଣ୍ଠଦାନ-ରବିନ୍ଦ୍ର ଜୈନ, ଅନୁରାଧା, ଦିଲ୍‌ରାଜ୍ କାଉର୍, ରାଧାରାଣୀ ମିଶ୍ର, ମିତା ସାଇଁ, ସ୍ଵରୂପ ନାୟକ, ଦେବାଶିଷ ମହାପାତ୍ର
ସ୍ଥିରଚିତ୍ର - ବିଷ୍ଣୁ ମହାରଣା
ବ୍ୟବସ୍ଥାପକ-ଶ୍ରୀକାନ୍ତ ଦାସ( ଦୀପୁ ),
ଅଙ୍ଗସଜ୍ଜା-ଯୋଗୀ ।
ଭୂମିକାରେ – ପ୍ରଶାନ୍ତ ନନ୍ଦ, ମହାଶ୍ଵେତା, ଶ୍ରୀରାମ ପଣ୍ଡା, ଡଲି ଜେନା, ବାବି,ଝରଣା ଦାସ, ନିହାରିକା, ରଘୁ ମିଶ୍ର, ରାଜୁ ରାୟ, ନଦିଆ ମହାନ୍ତି, ଶାରଦା ନାୟକ, ସ୍ଵରୂପ ନାୟକ, ପ୍ରେମାଞ୍ଜନ ପରିଡ଼ା, ଦଲବୀର, ସୀମା ମୁକ୍ତିଲାଭ – ତା ୩୧.୦୧.୧୯୮୬
ପ୍ରିମିୟର - ଦୁର୍ଗା ସିନେମା, କଟକ

3 days ago | [YT] | 5

S Amar Music Odia

ଆଜି ଶୁକ୍ରବାରରେ ମା' ତୋରଣ ଲକ୍ଷ୍ମୀଙ୍କ ଦିବ୍ୟ ଶୃଙ୍ଗାର ଦର୍ଶନ । #jayjagannath #maatoranalaxmi

1 week ago (edited) | [YT] | 25

S Amar Music Odia

ଅଣ୍ଟିଛୁରୀ ତଣ୍ଟିକାଟେ :
ଚନ୍ଦନ ଆର୍ଟସ , ପ୍ରଯୋଜନା - ବାସୁଦେବ ତ୍ରିପାଠୀ,
କାହାଣୀ - ବାସୁ-ବସନ୍ତ,
ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା - ବସନ୍ତ ସାହୁ,
ସଂଗୀତ - ଅମରେନ୍ଦ୍ର ମହାନ୍ତି,
ସଂଳାପ ଓ ଗୀତ - ଶୀର୍ଷାନନ୍ଦ,
ସମ୍ପାଦନା – ଦେବେନ ମିଶ୍ର,
ଚିତ୍ରଗ୍ରହଣ-ମଧୁ, କଳା-ବୁଢ଼ା ମହାରଣା
ନୃତ୍ୟ-ସଲିମ୍
ବ୍ୟବସ୍ଥାପନା- ହରି ବିଶ୍ୱାଳ, ରୂପସଜ୍ଜା - କ୍ଷୀରୋଦ ପଣ୍ଡା,
ପୋଷାକ - ନିର୍ମଳ, ସ୍ଥିରଚି ତ୍ର -ବିଷ୍ଣୁ ମହାରଣା ।
ଭୂମିକାରେ - ବିଜୟ ମହାନ୍ତି, ଦେବୁ ବୋଷ, ମିହିର ଦାସ,
ହର ପଟ୍ଟନାୟକ, ବାଙ୍କୁ, ନେତ୍ରାନନ୍ଦ, ବିନାୟକ ମିଶ୍ର, ଅନୀତା, ସ୍ନିଗ୍ଧା, ବୀଣା, ଜୟୀ, ମାମିନା, ନଟବର ସେଣ, ବିନୋଦିନୀ, କେଶବ ରାଉତ, କୁଳମଣି ସାହୁ, ବ୍ରଜ ସିଂ, ଟୁକୁ, ସରୋଜ ଦାଶ, ନିରଞ୍ଜନ ପାଣ୍ଡେ, ମନୋଜ ପଣ୍ଡା ।
ମୁକ୍ତିଲାଭ - ତା ୦୩.୦୬.୧୯୯୩

1 week ago | [YT] | 7