VINYA AME ODIANI ର ଉପସ୍ଥାପିକା, ଆମେ ଜଣେ ଜଣେ ଓଡିଆଘରର ବୋହୂ (ଗୋଟିଏ ପରିବାରର ଝିଅ ବୋହୁ)। ଜୀବନ ଜୀବିକା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଆମର ରହଣୀ । ଭିନ୍ନ ଭିନ୍ନ ଭାଷାର,ସଂସ୍କୃତିର ଝିଅବୋହୁଙ୍କ ସହ ଆମର ବନ୍ଧୁତ୍ବ । ଠାକୁର ସେବା, ଓଷାବାର ବ୍ରତ ପାଳନର ଝଲକ,ଠାକୁରଙ୍କ ପୋଷାକ ତିଆରି ଆମର ଉପସ୍ଥାପନା ଆମର ଲକ୍ଷ୍ୟ ।ଦେଶୀ ବିଦେଶୀ ,ସହରି ଗାଉଁଲି ଖାଦ୍ୟ ପ୍ରସ୍ତୁତି କରି ଆପଣମାନଙ୍କୁ ଜଣାଇବା ଆମର ନିଶା । ସ୍ଥାନୀୟ ସାମଗ୍ରୀକୁ ଭିନ୍ନ ଭିନ୍ନ ଶୈଳୀରେ ପ୍ରସ୍ତୁତ ଖାଦ୍ୟ, କିନ୍ତୁ ଉପସ୍ଥାପନା ଓଡିଆରେ । ଆମ ଓଡିଆଙ୍କ ଚଳଣୀ, ପଡୋଶୀ ରାଜ୍ଯର ତଥା ବିଦେଶ ଚଳଣୀରେ ସମନ୍ବୟ ଆଣି କାର୍ଯ୍ୟ କରିବା ଆମର ଲକ୍ଷ୍ୟ ।ଏଇତ "ଭିନ୍ନ ଆମେ ଓଡିଆଣୀ"ର ବିଶେଷତ୍ୱ।
ଅନୁରୋଧ ଆପଣମାନେ ନିୟମିତ ଆମ ଚାନେଲର ପ୍ରତ୍ୟେକ ଏପିସୋଡ ଦେଖନ୍ତୁ, subscribe , like ଓ share କରି ଆମକୁ ଉତ୍ସାହିତ କରନ୍ତୁ। ସେହି ଅନୁଯାୟୀ ଖାଦ୍ୟ ଓ ପୋଷାକ ପ୍ରସ୍ତୁତ କରନ୍ତୁ। ଲୁପ୍ତପ୍ରାୟ ଓଡ଼ିଆ ଓଷାବାର ବ୍ରତର ଧାର୍ମିକ ଦିଗକୁ ଉପଲବ୍ଧି କରି କାର୍ଯ୍ୟ କରନ୍ତୁ ।ମତ ରଖନ୍ତୁ ।ତେବେ ଯାଇ ଆମ ଶ୍ରମ ସାର୍ଥକ ହେବ ।ଜୟ ଜଗନ୍ନାଥ ।ଜୟ ଉତ୍କଳ ଜନନୀ ।।
Vinya Ame Odiani
ସଠିକ୍ ଉତ୍ତର ଆପଣଙ୍କୁ ଜଣା କି?
ଓଡ଼ିଆ ଚଳଚ୍ଚିତ୍ର "କଣ୍ଢେଇ" ର ମୁଖ୍ୟ ନାୟିକା କିଏ?
11 hours ago | [YT] | 8
View 0 replies
Vinya Ame Odiani
"ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ, ମରନ୍ତିକି ବାହୁଡ଼ାରେ" ଏହି ଲୋକପ୍ରିୟ ଜଗନ୍ନାଥ ଭଜନକୁ କିଏ କଣ୍ଠଦାନ କରିଛନ୍ତି?
1 day ago | [YT] | 10
View 0 replies
Vinya Ame Odiani
ଓଡ଼ିଶାର କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ନିୟମଗିରି ପାହାଡରେ ମୁଖ୍ୟତଃ କେଉଁ ଜନଜାତିର ଲୋକେ ବାସ କରନ୍ତି ?
2 days ago | [YT] | 10
View 0 replies
Vinya Ame Odiani
"ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ "
କବିତାଟି କେଉଁ ବ୍ୟକ୍ତିଙ୍କ ବିଷୟରେ ଲେଖା ଯାଇଛି ?
3 days ago | [YT] | 12
View 0 replies
Vinya Ame Odiani
" ନିମ୍ବୁଡା ନିମ୍ବୁଡା " କେଉଁ ରାଜ୍ୟର ପାରମ୍ପରିକ ଲୋକ ଗୀତ ?
4 days ago | [YT] | 13
View 0 replies
Vinya Ame Odiani
ମହାପ୍ରଭୁଙ୍କ ଅନବସର ସମୟରେ ଭକ୍ତମାନେ କେଉଁ ଦେବତାଙ୍କ ଦର୍ଶନ ପାଇଁ ଭିଡ଼ ଜମାନ୍ତି ?
5 days ago | [YT] | 11
View 0 replies
Vinya Ame Odiani
ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ଭକ୍ତମାନଙ୍କୁ
କେଉଁ ବେଶରେ ଦର୍ଶନ ଦିଅନ୍ତି ?
6 days ago | [YT] | 14
View 0 replies
Vinya Ame Odiani
'ନିମ୍ବୁଡା ନିମ୍ବୁଡା' ଗୀତରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିବା ବଲିଉଡ୍ ଅଭିନେତ୍ରୀ କିଏ?
1 week ago | [YT] | 13
View 0 replies
Vinya Ame Odiani
ଓଡ଼ିଶାରେ ବିବାହିତ ମହିଳାଙ୍କ ପାରମ୍ପରିକ ପରିଚୟ କେଉଁଟି?
1 week ago | [YT] | 16
View 0 replies
Vinya Ame Odiani
କେଉଁ ପ୍ରଧାନମନ୍ତ୍ରୀ ଦେଶରେ ଇମର୍ଜେନ୍ସି (ଜରୁରୀ ପରିସ୍ଥିତି) ଜାରି କରିଥିଲେ ?
1 week ago | [YT] | 10
View 0 replies
Load more