COMMANDO IRB
ଜୟହିନ୍ଦ୍ ନମସ୍କାର ବନ୍ଧୁଗଣ,
ମୁଁ ବିଶ୍ୱଜିତ୍ ଆପଣମାନଙ୍କୁ KR BISWAJIT ୟୁଟ୍ୟୁବ ଚ୍ୟାନେଲ ରେ ସ୍ୱାଗତ୍ ଜଣାଉଛି ।
ଆପଣମାନେ ଏହି ଚ୍ୟାନଲ ଜରିଆରେ ସମସ୍ତ ପ୍ରକାରର ପୋଲିସ୍/ଡିଫେନ୍ସ ଚାକିରିର Up Coming Notice,Admit Card,Physical,Best Book & Written ରେ ପାସ୍ କରିବା ପାଇଁ ସବୁ ପ୍ରକାରର Trick ଜାଣି ପାରିବେ।।
ଆମର ଲକ୍ଷ୍ୟ ଆପଣମାନଙ୍କୁ ଖାକି ପୋଷାକ ପିନ୍ଧାଇବା।।ଜୟ ଜଗନ୍ନାଥ।।
ଯଦି ଆପଣମାନେ ପୋଲିସ୍/ଡିଫେନ୍ସରେ ଭର୍ତ୍ତିହେବା ପାଇଁ ଚାହୁଁଛନ୍ତି ଆମ ଚ୍ୟାନେଲ କୁ Subcribe କରନ୍ତୁ।
Contact us : Biswajitbti17@Gmail.com
Business Manager:- 8763769463(What's up Only)
KR Biswajit
Answer Key ଆସିଲା ପରେ କେତେ Mark ରହୁଛି।।
2 weeks ago | [YT] | 201
View 56 replies
KR Biswajit
Answer Key ଆସିଲା ପରେ କେତେ Mark ରହୁଛି।।
2 weeks ago | [YT] | 107
View 60 replies
KR Biswajit
Forest Guard, Excise Constable ରେ ଆନୁମାନିକ Raw Score କେତେ ରହୁଚି?@KRBiswajit
3 weeks ago | [YT] | 216
View 33 replies
KR Biswajit
ସବୁ ଚାକିରୀ ବହୁତ୍ ଭଲ କିନ୍ତୁ ଏଇ ଚାକିରୀରେ(🪖)ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପ୍ରାୟ ସମୟରେ ମିଳିଯାଏ.... ଜୟ ଜଗନ୍ନାଥ 🙏🙏
1 month ago | [YT] | 1,665
View 19 replies
KR Biswajit
କୋଣାର୍କ ର ଏହି ସୁନ୍ଦର ସୂର୍ଯ୍ୟ ମନ୍ଦିର ଯେବେ ଦେଖେ ମୁଁ ଜଣେ ଓଡ଼ିଆ ଭାବରେ ନିଜକୁ ଗର୍ବିତ ଅନୁଭବ କରେ, ଯଦି ପ୍ରାୟ ଏକ ହଜାର ବର୍ଷ ପୂର୍ବରୁ ଆମ ଓଡ଼ିଆ ପୁଅ ବିନା କୌଣସି ଟେକ୍ନୋଲୋଜି ବ୍ୟବହାର କରି ଏତେ ସୁନ୍ଦର ମନ୍ଦିର ନିର୍ମାଣ କରିପାରିଛନ୍ତି ତେବେ ଆଜି ଆମେ ଲକ୍ଷ୍ୟ ରଖୁଥିବା କାମକୁ କାହିଁକି ପୁରା କରିପାରିବା ନାହିଁ।। ଏହି ଫଟୋ ରୁ ଆମେ ଗୋଟିଏ କଥା ନିହାତି ଶିଖିବା ଯେ ଆମେ ଯେ ପର୍ଯ୍ୟନ୍ତ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନାହାନ୍ତି କୌଣସି କାମକୁ ଆଧରେ ଛାଡ଼ିବା ନାହିଁ।।ଜୟ ଜଗନ୍ନାଥ।।
4 months ago | [YT] | 3,247
View 22 replies
KR Biswajit
Forest Guard, Excise Constable,Forester Job ku Neiki jaha Doubt achhi ପଚାରନ୍ତୁ।।
https://youtu.be/AMs1a_n94MI
4 months ago | [YT] | 11
View 0 replies
KR Biswajit
Boudh Home Guard Result Out
9 months ago | [YT] | 380
View 13 replies
KR Biswajit
Finally Silver Play Button ଆସିଯାଇଛି ।। ଆପଣ ମାନଙ୍କର କିଛି ଜାଣିବାର ଅଛି ଯଦି YouTube Related କିମ୍ବା ଅନ୍ୟ କୌଣସି ବିଷୟରେ ପଚାରନ୍ତୁ।।
9 months ago | [YT] | 2,034
View 66 replies
KR Biswajit
ଓଡ଼ିଶା ପୋଲିସ୍ ର ପ୍ରାୟ EXAM ରେ ନାମ ପଞ୍ଜିକରଣ JOB ଆସିବା ପୂର୍ବରୁ କରିବା ଜରୁରୀ ଯଦି Name Registration କୁ ନେଇକି କିଛି Doubt ଅଛି MSG କର Video କରିବା।।
9 months ago | [YT] | 487
View 102 replies
KR Biswajit
ଆସିଗଲା RI,ARI,AMIN Exam Date:-August 1
10 months ago | [YT] | 380
View 6 replies
Load more