ଗହଣଦଳ ର ନୁଆଁ ନୁଆଁ ଭିଡ଼ିଓ ଦେଖିବା ପାଇଁ ଆଧ୍ଯାତ୍ମିକ ଚାନେଲ ଟିକୁ ସବସ୍କାଇବ୍ କରନ୍ତୁ
Music and devotional motivation channel anantakesari


ananta kesari

2 weeks ago | [YT] | 90

ananta kesari

2 weeks ago | [YT] | 96

ananta kesari

Hi everyone, welcome to my new YouTube Community. Now you can post on my channel too. To get started, tell me in a post what you'd like to see next on my channel.
Visit my Community: youtube.com/@anantakesari/community

1 month ago | [YT] | 7

ananta kesari

1 month ago | [YT] | 137

ananta kesari

+

ହରେ-ବଳଦେବ କୃଷ୍ଣ-ଜଗନ୍ନାଥ

ରାମ-ସୁଭବ୍ରିକା କଳିଶେଷବେଳେ ରାହାସ ଦେଖୁଲେ କଳି ହେବ ଅବସାନ । ଦ୍ଵାପର ଲୀଳାକୁ କଳିରେ କରିବି ଶୁଣରେ ବ୍ରଜ ନନ୍ଦନ II

ମହାପୁରୁଷ ପଞ୍ଚସଖା ବିରଚିତ

ରାଧାକୃଷ୍ଣଙ୍କ ନିତ୍ୟରାସ

ସ୍ଥାନ : ଶ୍ରୀ ଶ୍ରୀ ଜଗତେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣ, ପାତ୍ରପୁର ।

- ସମୟ : ତା.୦୫-୧୧-୨୦୨୫ରିଖ ବୁଧବାର, କାର୍ଷିକ ପୂର୍ଣିମା (ସାରା ରାତ୍ର)

ପ୍ରିୟ ଆମ୍ଭନ୍,

ମହାପୁରୁଷ ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ବଳରାମ ଓ ଜଗନ୍ନାଥ ଦାସଙ୍କ ରଚିତ ମହାନ୍ “ନିତ୍ୟରାସ” କାର୍ଯ୍ୟକ୍ରମ ଜୀବ ଜବତର ମଙ୍ଗଳ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ସନାତନ ଧର୍ମ କାର୍ଯ୍ୟକ୍ରମରେ ସପରିବାର ଯୋଗଦେଇ ଧନ୍ୟ ହୁଅନ୍ତୁ ।

ବି.ଦ୍ର: ବନ୍ଦାପନା କାରିଣୀମାନେ ୩୬ ଗୋଟି କାଠିରେ ଆଳତା ପ୍ରସ୍ତୁତ କରି ବିଆସିଲି, କର୍ପୂର ସାଙ୍ଗରେ ଧରି ଆସିବେ ।

/॥ ନିବେଦକ ॥

ଗଂଜା-ବ୍ରହ୍ମପୁର ମଣ୍ଡଳ ଗହଣଦଳ

ମାର୍ଗ ସାରଣୀ :-

୧) ବ୍ରହ୍ମପୁର- ଇଚ୍ଛାପୁର ୧୬ ନଂ ରାଜପଥ, ସୋରଳ ଛକ ଠାରୁ ଚିକିଟି, ଧାନଘର-ଜରଡ଼ା ରାସ୍ତା ହେଲୁଆଛକ ଦେଇ ପାତ୍ରପୁର ଯିବାକୁ ହେବ।

୨) ଦିଗପହଣ୍ଡି-ଚିକିଟି ଧାନଘର ଠାରୁ କେଲୁଆ ଦେଇ ପାତ୍ରପୁର ।

୩) ମହେନ୍ଦ୍ରଗଡ଼ ଠାରୁ ଖାରିଆଗୁଡ଼ା-ସୁରଙ୍ଗି -କେଲୁଆ ଠାରୁ ପାତ୍ରପୁର।

********] ନିଜ ଦାୟିତ୍ୱ ନିଜେ ବହନ କରନ୍ତୁ ।

+ +

8 months ago | [YT] | 112

ananta kesari

ଅନନ୍ତ ଗାଦିରେ ଶ୍ରୀମଦ୍ଭାଗବତ ଦ୍ଵାଦଶଦିନାତ୍ମକ ପାଳନ

10 months ago | [YT] | 80

ananta kesari

10 months ago | [YT] | 119