Sanjay panda Motivation

ଆମେ ଆପଣଙ୍କୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଭିଡିଓ ପ୍ରଦାନ କରିବୁ । ବଦଳରେ ଆପଣଙ୍କ ଠାରୁ କେବଳ ଟିକିଏ ସ୍ନେହ ଆଉ ଭଲପାଇବା ଆମେ ଚାହୁଁ 🙏
For business contact- sanjayapanda.sph@gmail.com


Sanjay panda Motivation

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଭୁବନେଶ୍ୱର ଓ ରାଧାନାଥ ପାଠାଗାର ସୋରର ମିଳିତ ସହଯୋଗରେ ଆୟୋଜିତ ରାଜ୍ୟ ସ୍ତରୀୟ କବିତା ଓ ଗଳ୍ପ ପାଠୋତ୍ସବରେ ଯୋଗଦାନ ଏବଂ ସମ୍ମାନିତ ହେବାର କିଛି ଅଭୁଲା ମୁହୂର୍ତ୍ତ।

2 years ago | [YT] | 30

Sanjay panda Motivation

ଗଦ୍ୟାଂଶ ଉତ୍ସବରେ ସମ୍ମାନିତ ହେବାର ମୂହୁର୍ତ୍ତ ।

2 years ago | [YT] | 22

Sanjay panda Motivation

ଶୁଭ ସକାଳ ସମସ୍ତଙ୍କୁ 💐
"ଗୋଟିଏ ସୁଖ ମଣିଷକୁ ବାରମ୍ବାର ଖୁସି ଦିଏ ନାହିଁ, କିନ୍ତୁ ଗୋଟିଏ ଦୁଃଖ ବାରମ୍ବାର କନ୍ଦେଇପାରେ । ତେବେ ଆମେ ଦୁଃଖ ଆସିଲେ ନକାନ୍ଦି ଟିକେ ହସିଦେଲେ ଅସୁବିଧା କ'ଣ । "
ଈଶ୍ୱର ସମସ୍ତଙ୍କୁ ଖୁସିରେ ରଖନ୍ତୁ ।❤️

3 years ago | [YT] | 138

Sanjay panda Motivation

ଗାନ୍ଧୀ ଜୟନ୍ତୀର ଅନେକ ଶୁଭେଚ୍ଛା ଓ ଶୁଭକାମନା 💐

3 years ago | [YT] | 26

Sanjay panda Motivation

ଓଡ଼ିଶାର ଗର୍ବ💐

3 years ago | [YT] | 43

Sanjay panda Motivation

ଆଜିର ସମ୍ବାଦ କବିତା

3 years ago | [YT] | 13

Sanjay panda Motivation

ରାବଣର ପିତାଙ୍କ ନାମ କଣ ?

3 years ago | [YT] | 29

Sanjay panda Motivation

ଜୀବନର ବାସ୍ତବ ଲକ୍ଷ୍ୟ କଣ ହୋଇପାରେ ?

3 years ago | [YT] | 16