ବଡ଼ ମାନଙ୍କୁ ଜୁହାର ଏବଂ ସାନ ମାନକୁ ଆଶିର୍ବାଦ ।ମୁଁ Kanakalata Das ଆପଣ ମାନଙ୍କୁ ସ୍ଵାଗତ କରୁଛି ମୋର channel Kanakalata Creations କୁ।ମୁଁ ଜଣେ teacher + parade teacher ଥିଲି ।ମୁଁ ମୋ students ମାନକୁ parade,craft,dance, Clay modelling,play acting, gardening , Rangoli and Discipline ସବୁ ଶିଖେଇଚି ଏବଂ ମାେ team Delhi ରେ all India ରେ winner ହେଇ ସଫଳତା ହାସଲ କରିଛନ୍ତି ।ମୋତେ ଏ ସବୁ ଶିଖେଇବାକୁ ବହୁତ୍ ଭଲ ଲାଗେ।ବର୍ତ୍ତମାନ ମୁଁ ଜଣେ housewife । ମୁଁ ଆପଣମାନଙ୍କୁ ଝୁଣ୍ଟି, craft, painting,ଠାକୁରଙ୍କ ପୂଜା,tips, cooking, vastu tips ଇତ୍ୟାଦି ମୁଁ ଯାହା ଜଣେ ସବୁ share କରିବି ଖାଲି ଆପଣ ମାନେ encourage କରିବା ପାଇଁ like share comment subscribe କରିବେ ତାହେଲେ ମୁଁ ଆଗକୁ ବଢ଼ି ପାରିବି କାରଣ ଆମେ କାହାରି ପାଇଁ ଏତିକି କରିପାରିବୁ ।ମୁଁ ପୂଜା ବହୁତ୍ କରେ ,ଗୃହସ୍ଥ ଜୀବନରେ ସମସ୍ତେ ବ୍ୟସ୍ତ ,ଏତେ ବ୍ୟସ୍ତ ମଧ୍ୟରେ ଥାଇ ମଧ୍ୟ ସମୟ ବାହାର କରି video କରେ ।ମୁଁ ଯାହା ଯାହା ଜଣେ ସବୁ share କରିବି।ଆମ ଘର odisha Dist Mayurbhanj । ଆଶା କରୁଛି ଆପଣ ମାନଙ୍କୁ ମାେ video ଭଲ ଲାଗିବ ।ବହୁତ୍ କିଛି ସବୁ ବିଷୟରେ ଜାଣିଚି କିନ୍ତୁ ବିନା help ରେ time ବାହାର କରି ନିଜେ କରେ । ଆଶା କରୁଛି ଆପଣ ମାନେ ସମସ୍ତେ ଭଲରେ କୁଶଳ ରେ ଥାନ୍ତୁ।🙏🙏❤️❤️
Kanakalata Creations
Good bye
https://youtu.be/Lf2UpORNCco?si=L2C-n...
2 years ago | [YT] | 0
View 0 replies
Kanakalata Creations
ମୁଁ ବଞ୍ଚିଛି ବାସ୍ ଚାଲୁଛି ଚାଲୁଥିବି ଜୀବନ ଥିବା ଯାଏ
youtube.com/shorts/icOH5u0vSw...
2 years ago (edited) | [YT] | 1
View 0 replies
Kanakalata Creations
ଆଜି ଶୁକ୍ରବାର କି ଆରେ ନା ନା
youtube.com/shorts/SDbWyxjoV6...
2 years ago | [YT] | 2
View 0 replies
Kanakalata Creations
Gurubara puja
youtube.com/shorts/v2bSZJuQeA...
2 years ago | [YT] | 1
View 0 replies
Kanakalata Creations
Prathamastami
https://youtu.be/eE0VFW7NzJo?si=IB0jH...
2 years ago | [YT] | 1
View 0 replies
Kanakalata Creations
ଜୀବନରେ କେହି କାହାର ନୁହଁନ୍ତି ଏ କଥା ସମସ୍ତେ ଜାଣନ୍ତି ମାତ୍ର ଆମେ କିଛିଜଣଙ୍କୁ ନିଜରଭାବୁ ସବୁମାୟାରେ ବାୟା ।ତେଣୁ କାହାର କେବେ criticized କରନି encourage କର କାହାର କ୍ଷତି କରନି କାରଣ ହିସାବ ନିକାସ୍ ସବୁ ଏଠାରେ ହିଁ ହେବ।video ଟି ଦେଖନ୍ତୁ ଆଉ share କରନ୍ତୁ ନିଶ୍ଚୟ କିଛି ଜଣ ଉପକୃତ ହେବେ।
https://youtu.be/f8FdzCmeym0?si=3XUq6...
2 years ago (edited) | [YT] | 3
View 0 replies
Kanakalata Creations
Video ଟି ଥରେ ଦେଖିଲେ ନିଶ୍ଚୟ ମନ ପୁରା ଖୁସି ହେଇଯିବ । ବହୁତ ସୁନ୍ଦର video
https://youtu.be/7v0mSptK3yo?si=FuPzm...
2 years ago | [YT] | 2
View 0 replies
Kanakalata Creations
ସବୁବେଳେ ଖୁସିର ସନ୍ଧାନରେ ରହିବା,ଦୁଃଖ ସୁଖ ତ ରହିଛି
https://youtu.be/SC2kd0wA-xM?si=0eGZd...
2 years ago | [YT] | 1
View 0 replies
Kanakalata Creations
youtube.com/shorts/DByCy2amBv...
2 years ago | [YT] | 1
View 0 replies
Kanakalata Creations
youtube.com/shorts/MVW-UaTPvi...
2 years ago | [YT] | 3
View 2 replies
Load more