ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ ।
Odisha Reporter
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ । ପାଖାପାଖି 20 ମିନିଟ୍ ଧରି ଆଲୋଚନା କରିଥିବା ସୂଚନା ।#vijaythalapathy #pmmodi #TamilNaduCM #OdishaReporter
2 hours ago | [YT] | 111
View 1 reply
ପଶ୍ଚିମବଙ୍ଗର TMC ବିଧାୟକ ଦିଲ୍ଲୀପ ମଣ୍ଡଳ ଗିରଫ , ପୁରୀର ଏକ ହୋଟେଲରୁ ଗିରଫ କଲା STF । ମମତା ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦିଲ୍ଲୀପ । #TMCMlaArrested #DilipMandal #Puri #STF #WestBengal #OdishaReporter
8 hours ago | [YT] | 173
BREAKING: #ପ୍ରକାଶ_ପାଇଲା_OAS_ରେଜଲ୍ଟOPSC ପରିଚାଳିତ OCS-2024 ଫଳାଫଳ ପ୍ରକାଶିତମୋଟ୍ 200 ପରୀକ୍ଷାର୍ଥୀ କୃତକାର୍ଯ୍ୟବୁବୁନ ସାହୁ ଟପ୍ପର, ଶୋଭନା ମହାନ୍ତି ଦ୍ୱିତୀୟ#breaking #opsc #oas #ocs #OdishaReporter
1 day ago | [YT] | 190
View 0 replies
#ପୁଣି_ବ୍ରହ୍ମପୁରରେ_ଏନକାଉଣ୍ଟର#ଦୁଇ_ଅଭିଯୁକ୍ତଙ୍କୁ_ଗୁଳି_ମାରିଲା_ପୋଲିସ ବ୍ରହ୍ମପୁରରେ ଅପରାଧୀ ଥରହର। ପୁଣି ଫୁଟିଲା ପୋଲିସ୍ ଗୁଳି। ଗୋପାଳପୁରର ପ୍ଲଟ ବେପାରୀ ସୁଧୀର ପାତ୍ରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ୍ । ଗତରାତିରେ ସେମାନେ ପୋଲିସକୁ ଧକ୍କା ମାରି ବନ୍ଧୁକ ଛଡ଼ାଇ ପଳାଇବାକୁ ଚେଷ୍ଠା କରୁଥିଲେ। ପାଲଟା ଜବାବରେ ପୋଲିସ୍ ସେମାନଙ୍କୁ ଗୁଳି କରିଛି। ଉଭୟଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। #Berhampur #PoliceEncounter #SudhirPatraMurderCase #Gopalpur #OdishaPolice #EncounterNews #BerhampurNews #MKCGMedical #CrimeUpdate #LatestNews #KidnapCase #MurderCase #OdishaReporter
1 day ago | [YT] | 11
#ଅପେକ୍ଷା_କରିଥିଲେ_ସଚିନ... #ପୁଅ_ଦେଖାଇଲେ_କମାଲ ୧୩ ଟି ମ୍ୟାଚ୍ ପରେ ବଦଳିଲା ଭାଗ୍ୟ। ଆଇପିଏଲରେ ଖେଳିବାକୁ ମିଳିଲା ସୁଯୋଗ। ଖୁସିରେ ବିଭୋର ହୋଇଗଲେ କ୍ରିକେଟର ଭଗବାନ। ସୋସାଲ ମିଡିଆରେ ଭୂରି ଭୂରି ନିଜ ପୁଅକୁ କଲେ ପ୍ରଶଂସା। ସୋସିଆଲ୍ ମିଡିଆରେ ପୁଅଙ୍କ ପାଇଁ ଲେଖିଥିବା ଭାବପୂର୍ଣ୍ଣ ପୋଷ୍ଟ ଏବେ ଭାଇରାଲ୍। ଟ୍ରୋଲ୍, ଅପେକ୍ଷା ଓ କଠିନ ପରିଶ୍ରମ ପରେ ଅର୍ଜୁନଙ୍କ ଏହି ଡେବ୍ୟୁ ଅନେକ ଯୁବ କ୍ରିକେଟରଙ୍କ ପାଇଁ ପ୍ରେରଣା ପାଲଟିଛି। #ArjunTendulkar #SachinTendulkar #IPL2026 #LSG #Cricket #IPLDebut #PunjabKings #CricketNews #Trending #ViralPost #IndianCricket #Motivation #SportsNews #OdiaNews #IPLUpdates #OdishaReporter
2 days ago | [YT] | 17
#୫_ଘଣ୍ଟାରେ_ଫଇସଲା #ରାସ୍ତାରେ_ହାଣିଥିଲା_ଏନକାଉଣ୍ଟର_କଲା_ପୋଲିସ ବିଚ୍ ରାସ୍ତାରେ ଏନକାଉଣ୍ଟର କଲା ପୋଲିସ । ପାଞ୍ଚ ଘଣ୍ଟା ଭିତରେ ପୋଲିସର ବଡ଼ ଆକ୍ସନ । ବୋମା ଫିଙ୍ଗି ଖସିଯିବା ବେଳେ ଗୁଳି ମାରିଦେଲା ପୋଲିସ । ବ୍ରହ୍ମପୁର ଅମ୍ୱିକା ନଗରରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ମାମଲାକୁ ନେଇ ବ୍ରହ୍ମପୁର ପୋଲିସ ଆକ୍ସନ ମୋଡକୁ ଆସିଛି । ଏନକାଉଣ୍ଟର କରି ଅଭିଯୁକ୍ତକୁ କାବୁ କରିଛି ପୋଲିସ । #CrimeNews_Berhampur #OdishaCrime_JagaSahu #BerhampurPolice #ViralAttackVideo #PoliceEncounter #SwordAttack #OdishaNews #CrimeUpdate #AmbikaNagarAttack_Berhampur #JagaSahuEncounter_Odisha #MangalaBeheraAttack_Berhampur #Specialstory
2 days ago | [YT] | 28
#ରାଜ୍ୟସଭା_ପଦ_ଛାଡ଼ିଲେ_ଦେବାଶିଷ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ, ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର । #DebashishSamantray #DebashishSamantrayResigns #RajyaSabha #BJD #BJDResignation #OdishaReporter
2 days ago | [YT] | 680
View 14 replies
ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ , ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର #DebashishSamantaray #BJD #BJP #OdishaPolitics #RajyaSabhaMP #PoliticalShift #OdishaReporter
2 days ago | [YT] | 330
View 16 replies
#କ୍ରିକେଟ୍_ନାଁ_ଶୁଣିଲେ_ଗାଁ_କାନ୍ଦୁଛି ପାରାଦୀପ ନୂଆଗଡ଼ ଗାଁ ଯେଉଁଠି କ୍ରିକେଟ୍ ଖେଳ ବ୍ୟାନ୍। ୨୨ ବର୍ଷ ହେଲା କ୍ରିକେଟକୁ ଭୁଲିଯାଇଛନ୍ତି ଲୋକେ। ଭୁଲି ତ ନାହାନ୍ତି, କ୍ରିକେଟ୍ ନାଁ ଶୁଣିଲେ ଛାତିରେ ଛନକା ପଶିଯାଉଛି। ୨୦୦୪ ମସିହାରେ ଘଟିଯାଇଥିବା ଭୟଙ୍କର ଟ୍ରାଜେଡିକୁ ଆଜି ବି ଭୁଲିନାହାନ୍ତି ଲୋକେ। କ୍ରିକେଟ୍ ଖେଳିବାକୁ ଯିବାବେଳେ ମହାନଦୀରେ ଡଙ୍ଗା ଓଲଟି ଜଳସମାଧି ନେଇଯାଇଥିଲେ ୧୩ ଜଣ ଯୁବକ। ଆଉ ସେବେଠୁ ଏଠି କ୍ରିକେଟ୍ ଖେଳିବା ମନା। #OdishaTragedy_Paradip #NuagarhVillage #MahanadiBoatTragedy #CricketBan #HumanInterestStory #VillageTrauma #BoatCapsize #OdishaNews #Nuagarh_CricketTragedy #MahanadiBoatAccident_2004 #ParadipVillageStory #OdishaReporter
3 days ago | [YT] | 48
-ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ -ପେନସିଲଭାନିଆ ଆଭେନ୍ୟୁ 17th ଷ୍ଟ୍ରିଟ ନିକଟରେ ଗୁଳିକାଣ୍ଡ ସୂଚନା-ଗୁଳିମାଡ଼ବେଳେ ହ୍ବାଇଟ ହାଉସରେ ଥିଲେ ଟ୍ରମ୍ପ-୧୫-୩୦ ରାଉଣ୍ଡ ଗୁଳି ଚାଳନା ହୋଇଥିବା ସୂଚନା-ସିକ୍ରେଟ ସର୍ଭିସ ପକ୍ଷରୁ ପାଲଟା ଗୁଳି ଚାଳନାରେ ଆତତାୟୀ ମୃତ-ଆକ୍ରମଣ ଘଟଣାରେ ଜଣେ ପଥଚାରୀ ଆହତ ହୋଇଥିବା ସୂଚନା#WhiteHouseShooting #DonaldTrump #SecretService #USPresident #OdishaReporter
3 days ago | [YT] | 121
Load more
Odisha Reporter
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ । ପାଖାପାଖି 20 ମିନିଟ୍ ଧରି ଆଲୋଚନା କରିଥିବା ସୂଚନା ।
#vijaythalapathy #pmmodi #TamilNaduCM #OdishaReporter
2 hours ago | [YT] | 111
View 1 reply
Odisha Reporter
ପଶ୍ଚିମବଙ୍ଗର TMC ବିଧାୟକ ଦିଲ୍ଲୀପ ମଣ୍ଡଳ ଗିରଫ , ପୁରୀର ଏକ ହୋଟେଲରୁ ଗିରଫ କଲା STF । ମମତା ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦିଲ୍ଲୀପ ।
#TMCMlaArrested #DilipMandal #Puri #STF #WestBengal #OdishaReporter
8 hours ago | [YT] | 173
View 1 reply
Odisha Reporter
BREAKING: #ପ୍ରକାଶ_ପାଇଲା_OAS_ରେଜଲ୍ଟ
OPSC ପରିଚାଳିତ OCS-2024 ଫଳାଫଳ ପ୍ରକାଶିତ
ମୋଟ୍ 200 ପରୀକ୍ଷାର୍ଥୀ କୃତକାର୍ଯ୍ୟ
ବୁବୁନ ସାହୁ ଟପ୍ପର, ଶୋଭନା ମହାନ୍ତି ଦ୍ୱିତୀୟ
#breaking #opsc #oas #ocs #OdishaReporter
1 day ago | [YT] | 190
View 0 replies
Odisha Reporter
#ପୁଣି_ବ୍ରହ୍ମପୁରରେ_ଏନକାଉଣ୍ଟର
#ଦୁଇ_ଅଭିଯୁକ୍ତଙ୍କୁ_ଗୁଳି_ମାରିଲା_ପୋଲିସ
ବ୍ରହ୍ମପୁରରେ ଅପରାଧୀ ଥରହର। ପୁଣି ଫୁଟିଲା ପୋଲିସ୍ ଗୁଳି। ଗୋପାଳପୁରର ପ୍ଲଟ ବେପାରୀ ସୁଧୀର ପାତ୍ରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ୍ । ଗତରାତିରେ ସେମାନେ ପୋଲିସକୁ ଧକ୍କା ମାରି ବନ୍ଧୁକ ଛଡ଼ାଇ ପଳାଇବାକୁ ଚେଷ୍ଠା କରୁଥିଲେ। ପାଲଟା ଜବାବରେ ପୋଲିସ୍ ସେମାନଙ୍କୁ ଗୁଳି କରିଛି। ଉଭୟଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
#Berhampur #PoliceEncounter #SudhirPatraMurderCase #Gopalpur #OdishaPolice #EncounterNews #BerhampurNews #MKCGMedical #CrimeUpdate #LatestNews #KidnapCase #MurderCase #OdishaReporter
1 day ago | [YT] | 11
View 0 replies
Odisha Reporter
#ଅପେକ୍ଷା_କରିଥିଲେ_ସଚିନ...
#ପୁଅ_ଦେଖାଇଲେ_କମାଲ
୧୩ ଟି ମ୍ୟାଚ୍ ପରେ ବଦଳିଲା ଭାଗ୍ୟ। ଆଇପିଏଲରେ ଖେଳିବାକୁ ମିଳିଲା ସୁଯୋଗ। ଖୁସିରେ ବିଭୋର ହୋଇଗଲେ କ୍ରିକେଟର ଭଗବାନ। ସୋସାଲ ମିଡିଆରେ ଭୂରି ଭୂରି ନିଜ ପୁଅକୁ କଲେ ପ୍ରଶଂସା। ସୋସିଆଲ୍ ମିଡିଆରେ ପୁଅଙ୍କ ପାଇଁ ଲେଖିଥିବା ଭାବପୂର୍ଣ୍ଣ ପୋଷ୍ଟ ଏବେ ଭାଇରାଲ୍। ଟ୍ରୋଲ୍, ଅପେକ୍ଷା ଓ କଠିନ ପରିଶ୍ରମ ପରେ ଅର୍ଜୁନଙ୍କ ଏହି ଡେବ୍ୟୁ ଅନେକ ଯୁବ କ୍ରିକେଟରଙ୍କ ପାଇଁ ପ୍ରେରଣା ପାଲଟିଛି।
#ArjunTendulkar #SachinTendulkar #IPL2026 #LSG #Cricket #IPLDebut #PunjabKings #CricketNews #Trending #ViralPost #IndianCricket #Motivation #SportsNews #OdiaNews #IPLUpdates #OdishaReporter
2 days ago | [YT] | 17
View 0 replies
Odisha Reporter
#୫_ଘଣ୍ଟାରେ_ଫଇସଲା
#ରାସ୍ତାରେ_ହାଣିଥିଲା_ଏନକାଉଣ୍ଟର_କଲା_ପୋଲିସ
ବିଚ୍ ରାସ୍ତାରେ ଏନକାଉଣ୍ଟର କଲା ପୋଲିସ । ପାଞ୍ଚ ଘଣ୍ଟା ଭିତରେ ପୋଲିସର ବଡ଼ ଆକ୍ସନ । ବୋମା ଫିଙ୍ଗି ଖସିଯିବା ବେଳେ ଗୁଳି ମାରିଦେଲା ପୋଲିସ । ବ୍ରହ୍ମପୁର ଅମ୍ୱିକା ନଗରରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ମାମଲାକୁ ନେଇ ବ୍ରହ୍ମପୁର ପୋଲିସ ଆକ୍ସନ ମୋଡକୁ ଆସିଛି । ଏନକାଉଣ୍ଟର କରି ଅଭିଯୁକ୍ତକୁ କାବୁ କରିଛି ପୋଲିସ ।
#CrimeNews_Berhampur #OdishaCrime_JagaSahu #BerhampurPolice #ViralAttackVideo #PoliceEncounter #SwordAttack #OdishaNews #CrimeUpdate #AmbikaNagarAttack_Berhampur #JagaSahuEncounter_Odisha #MangalaBeheraAttack_Berhampur #Specialstory
2 days ago | [YT] | 28
View 0 replies
Odisha Reporter
#ରାଜ୍ୟସଭା_ପଦ_ଛାଡ଼ିଲେ_ଦେବାଶିଷ
ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ, ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର ।
#DebashishSamantray #DebashishSamantrayResigns #RajyaSabha #BJD #BJDResignation #OdishaReporter
2 days ago | [YT] | 680
View 14 replies
Odisha Reporter
ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ , ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର
#DebashishSamantaray #BJD #BJP #OdishaPolitics #RajyaSabhaMP #PoliticalShift #OdishaReporter
2 days ago | [YT] | 330
View 16 replies
Odisha Reporter
#କ୍ରିକେଟ୍_ନାଁ_ଶୁଣିଲେ_ଗାଁ_କାନ୍ଦୁଛି
ପାରାଦୀପ ନୂଆଗଡ଼ ଗାଁ ଯେଉଁଠି କ୍ରିକେଟ୍ ଖେଳ ବ୍ୟାନ୍। ୨୨ ବର୍ଷ ହେଲା କ୍ରିକେଟକୁ ଭୁଲିଯାଇଛନ୍ତି ଲୋକେ। ଭୁଲି ତ ନାହାନ୍ତି, କ୍ରିକେଟ୍ ନାଁ ଶୁଣିଲେ ଛାତିରେ ଛନକା ପଶିଯାଉଛି। ୨୦୦୪ ମସିହାରେ ଘଟିଯାଇଥିବା ଭୟଙ୍କର ଟ୍ରାଜେଡିକୁ ଆଜି ବି ଭୁଲିନାହାନ୍ତି ଲୋକେ। କ୍ରିକେଟ୍ ଖେଳିବାକୁ ଯିବାବେଳେ ମହାନଦୀରେ ଡଙ୍ଗା ଓଲଟି ଜଳସମାଧି ନେଇଯାଇଥିଲେ ୧୩ ଜଣ ଯୁବକ। ଆଉ ସେବେଠୁ ଏଠି କ୍ରିକେଟ୍ ଖେଳିବା ମନା।
#OdishaTragedy_Paradip #NuagarhVillage #MahanadiBoatTragedy #CricketBan #HumanInterestStory #VillageTrauma #BoatCapsize #OdishaNews #Nuagarh_CricketTragedy #MahanadiBoatAccident_2004 #ParadipVillageStory #OdishaReporter
3 days ago | [YT] | 48
View 0 replies
Odisha Reporter
-ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ
-ପେନସିଲଭାନିଆ ଆଭେନ୍ୟୁ 17th ଷ୍ଟ୍ରିଟ ନିକଟରେ ଗୁଳିକାଣ୍ଡ ସୂଚନା
-ଗୁଳିମାଡ଼ବେଳେ ହ୍ବାଇଟ ହାଉସରେ ଥିଲେ ଟ୍ରମ୍ପ
-୧୫-୩୦ ରାଉଣ୍ଡ ଗୁଳି ଚାଳନା ହୋଇଥିବା ସୂଚନା
-ସିକ୍ରେଟ ସର୍ଭିସ ପକ୍ଷରୁ ପାଲଟା ଗୁଳି ଚାଳନାରେ ଆତତାୟୀ ମୃତ
-ଆକ୍ରମଣ ଘଟଣାରେ ଜଣେ ପଥଚାରୀ ଆହତ ହୋଇଥିବା ସୂଚନା
#WhiteHouseShooting #DonaldTrump #SecretService #USPresident #OdishaReporter
3 days ago | [YT] | 121
View 1 reply
Load more