. “The true beauty of music is that it connects people. It carries a message, and we, the musicians, are the.so all the music lovers who believe in magic of music come join us and live the magic of music with ARmusic.




link
🌐www.instagram.com/armusic_official1?igsh=MW1oM2t1Z…








AR MUSIC

ଫୁଲଟେ ତୁ ବାରମାସୀ ହସ ତୋର ତାର କଷି
ତୋ ପାଖରୁ ହାରିଯିବ ସରଗର ଉର୍ବଶୀ,Don't Forget This Beautiful Romantic Music video is out now

Click the link below and enjoy watching the full video. 🎬

https://youtu.be/BMs1Vk9hm68?si=CHDqt...

3 weeks ago (edited) | [YT] | 13

AR MUSIC

💖 “ମୋର କିଏ ତୁ” – ଏକ ସୁନ୍ଦର ପ୍ରେମ କାହାଣୀ…

ଆଖିରେ ଆଖି ପଡିଲେ ଯେତେବେଳେ ହୃଦୟ କଥା କହିଦିଏ…
ସେହି ଭାବନାକୁ ନେଇ ଆସିଛୁ ଆମର ନୂଆ ଗୀତ ❤️

🎶 Releasing Soon…
Stay tuned with ARMUSIC – Feel The Beat

#MoraHieTu #ARMUSIC #OdiaSong #LoveStory #ReleasingSoon

4 weeks ago | [YT] | 17

AR MUSIC

Full video is out now
https://youtu.be/gsEqKqnHmpk?si=FqqHU...

2 months ago | [YT] | 11

AR MUSIC

“ଏହି ଭଜନରେ ଜଣେ ଭକ୍ତ ଭଗବାନଙ୍କୁ ତାଙ୍କର ପରିବାର ସହିତ କଥାହୁଏ।
ସେ କହେ—
‘ତୁ କାହୁଁ ବୁଝିବୁ ମୋ ଅଭାବ…
ମୋର ତ ଚାରି ପ୍ରାଣୀ,
ତୋର ସେଇ ଚାରି ପ୍ରାଣୀ ମୁଁ—
ମୁଁ ଯାହା, ତୁ ମଧ୍ୟ ସେଇ।’
ଭାବନା, ସମର୍ପଣ ଓ ନିରବ ବେଦନାକୁ
ସୁନ୍ଦର ଅଭିନୟରେ ଜୀବନ୍ତ କରିଛନ୍ତି—
🎭 ଭାବନୀ ଶଙ୍କର
🎭 ମାନସୀ ପାଣିଗ୍ରାହୀ
ଏକ ଭଜନ, ଯାହା ଶବ୍ଦରୁ ନୁହେଁ—
ଆତ୍ମାରୁ କଥା କହେ।
ଦେଖିବାକୁ ଭୁଲିବେନି ଆପଣ ମାନଙ୍କ ପ୍ରିୟ ଭଜନ
Release On-
Feb: 14 ତାରିଖ | ARMUSIC YouTube Channel Re
🙏 Jay Jagannath”

2 months ago | [YT] | 16

AR MUSIC

🪁✨ ନୂଆ ଆଲୋକ, ନୂଆ ସୁର, ନୂଆ ଆରମ୍ଭ
ଶୁଭ ମକର ସଂକ୍ରାନ୍ତି | AR Music 🎵

4 months ago | [YT] | 1

AR MUSIC

Now Trending on Instagram
👉https://youtu.be/vTIhXUN7D-M?si=IjpKn...

4 months ago | [YT] | 23

AR MUSIC

ଜ୍ୟୋତି, ଗାଇଲେ ପ୍ରଥମ ଓଡ଼ିଆ folk song.ତାଙ୍କ ସହିତ Duet କରିଛନ୍ତି ସୁରେଲି Voice ଶତାବ୍ଦୀ ତନୟା. ଶୁଣନ୍ତୁ ଏବଂ ବହୁ ସାରା ଭଲ ପାଇବା ଦିଅନ୍ତୁ. ଆପଣମାନଙ୍କ Support ଆମର Growth. Like Share and subscribe କରନ୍ତୁ ଏମିତି ଭଲ ଭଲ ଗୀତ ଶୁଣିବା ପାଇଁ. 👉https://youtu.be/vTIhXUN7D-M?si=7A19N...

5 months ago | [YT] | 15

AR MUSIC

🌲❤️ Christmas Special Release
Habuki Tu Mora ସିଏ.. 👉💃
🎙️ Jyotiprakash Ojha x Shatabdi Tanaya
✨Love·Melody ·Feel

5 months ago | [YT] | 14

AR MUSIC

🪔“Wishing all my viewers a safe, bright, and joyous Diwali! 💫🌸 #FestivalMood #DiwaliCelebration

7 months ago | [YT] | 3