Welcome to our Bhatli Dham youtube channel
ଜୁହାର🙏
ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭଟଲିଧାମ ର ଶ୍ରୀଶ୍ରୀ ଦଧିବାମନ ସ୍ୱାମୀଙ୍କର ପୂଜା, ଆଳତି ବାରମାସରେ ହେଉଥିବା ମହାପ୍ରଭୁଙ୍କର ବହୁତ ଗୁଡ଼ାଏ ବେଶ, ପର୍ବପର୍ବାଣୀ ଏବଂ ଓଡ଼ିଶା, ଓଡ଼ିଶା ବାହାରର କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ, ତୀର୍ଥସ୍ଥାନ ଓ ପର୍ଯ୍ୟଟନ ସ୍ଥଳୀ ଦେଖି ପାରବେ ।।ଭିଡିଓ ଭଲ ଲାଗିଲେ ଭଟଲିଧାମ ୟୂଟ୍ୟୁବ୍ ଚେନାଲକେ ସବସ୍କ୍ରାଇବ୍ କରିବେ ।
। ଧନ୍ୟବାଦ ।
Odishara Deutiya Srikhetra Bhatlidham Srisri Dadhibamana Swami Puja arati,baramasare heuthiba Mahaprabhunkara bahutsare,besa,parbaparbani ebong, Odisha, Odisha baharara Kirtan,Sanskrutika Karyakrama Paryatanstali Dekhiparbe,ama channelre.
Dhanyabad
नमस्कार,आप हमारे चेनाल पे
ओड़ीशाके द्तिय श्री क्षेत्र भटलिधाम के
श्री श्री दधिबामन स्वामीजी के पूजा आरती ,उनके बारोमहिनो में होनेवाला बहत सारे बेशसभित्यौहारऔरओड़िशा, ओड़िशा बाहार केकिर्तन,तिर्थस्तान पर्यटन स्थल,केभिडिओ हमारे चेनाल देखने को मिलेगा।।भीडिओ अच्छेलगलाइक,ससक्राइग
धन्यवाद
Bhatlidham
ଆସ ମୋ ହୃଦୟ ମନ୍ଦିରେ ପ୍ରଭୁ ଦଧିବାମନ
ବେନି କର ଯୋଡ଼ି ପ୍ରଣତି ଜଣିଏଁ
ଅନ୍ତର୍ଯ୍ୟାମୀ ନାରାୟଣ।।
ତୁଳସୀ ମାଳରେ ଗୁନ୍ଥିଛି ମୁଁ ହାର
ପିନ୍ଧାଇ ଦେବି ମୁଁ ଗଲାରେ ତୁମର
ଆସ ଭକ୍ତ ବନ୍ଧୁ ବାନଛା କଳ୍ପତରୁ
ଭକ୍ତର ପ୍ରାଣଧନ ହେ ପ୍ରଭୁ ଦଧିବାମନ ।।
ଭାବ ଓ ତୁଳସୀ ରସିକ ମହାପ୍ରଭୁଙ୍କ ଦୁର୍ଲଭ ଦର୍ଶନ 🙏
ଜୟ ଜଗନ୍ନାଥ ଜୟ ଦଧିବାମନ ସ୍ୱାମୀ ⭕‼️⭕
ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ🙏🙏
21 hours ago | [YT] | 91
View 8 replies
Bhatlidham
ତୁମେ ଆଦି ତୁମେ ଅନ୍ତ
ତୁମେ ବ୍ରହ୍ମ ନିରାକାର
ତୁମ ବିନା ପ୍ରଭୁ ଏ ସାରା ଜଗତେ
ସବୁ କିଛି ମୂଲ୍ୟ ହୀନ ll
ଜୟ ଦଧିବାମନ ସ୍ୱାମୀ 🙏🙏⭕‼️⭕
ଜୟ ଜଗନ୍ନାଥ ଜୟ ଦଧିବାମନ ସ୍ୱାମୀ ⭕‼️⭕
ଦଧିବାମନ ଧାମ କି ଜୟ ଭଟଲିଧାମ କି ଜୟ 🙏🙏🙏🚩🚩
1 day ago | [YT] | 95
View 6 replies
Bhatlidham
ହେ ଦଧିବାମନ ଘେନ ନିବେଦନ
ଏ ଅଧମ ଅକ୍ଷମ କରୁଛି ଜଣାଣ
ଶ୍ରୀପାଦେ ଦିଅ ଶରଣ
ଶ୍ରୀ ପାଦେ ଦିଅ ଶରଣ
ତୁମେ ପିତା ମାତା ତୁମେ ରକ୍ଷା କର୍ତ୍ତା
ତୁମେ ସାକ୍ଷାତ ପରଂବ୍ରହ୍ମ
ତୁମେ ସାକ୍ଷାତ ପରଂବ୍ରହ୍ମ
ଏ ବିଶ୍ୱ ସଂସାରେ ତୁମେ ତ ରହିଛ
ତୁମ ବିନୁ ନାହିଁ ଆନ
ତୁମ ବିନୁ ନାହିଁ ଆନ
ହେ ଦଧିବାମନ ଘେନ ନିବେଦନ
ଏ ଅଧମ ଅକ୍ଷମ କରୁଛି ଜଣାଣ !!
ଜୟ ଜଗନ୍ନାଥ ଜୟ ଜୟ ଦଧିବାମନ ⭕‼️⭕ 🚩⭕‼️⭕
ଦଧିବାମନ ଧାମ କି ଜୟ ଭଟଲି ଧାମ କି ଜୟ 🙏🙏🚩🙏🚩🙏
2 days ago | [YT] | 122
View 0 replies
Bhatlidham
ଯିମି ଯିମି ବୋଲି ନାଇଁ ଯାଇ ପାରୁଛେ
ଯିମି ଯିମି ବୋଲି ନାଇଁ ଯାଇ ପାରୁଛେ
ତୋର ଦଧିବାମନ ଧାମକେ
ତୋର ଦଧିବାମନ ଧାମ କେ
ଜଗା ନେରେ ନରେ
ନେଇଯା ତୋର ଭଟଲିଧାମ କେ
ଜଗା ନେରେ ନେରେ
ନେଇଯା ତୋର ଭଟଲିଧାମ କେ
ଜୟ ଜଗନ୍ନାଥ ସ୍ୱାମୀ ଜୟ ଦଧିବାମନ ସ୍ୱାମୀ ⭕‼️⭕
ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ 🙏🌺🌺🚩🚩
3 days ago | [YT] | 137
View 0 replies
Bhatlidham
ଯିମି ଯିମି ବୋଲି ନାଇଁ ଯାଇ ପାରୁଛେ
ଯିମି ଯିମି ବୋଲି ନାଇଁ ଯାଇ ପାରୁଛେ
ତୋର ଦଧିବାମନ ଧାମକେ
ତୋର ଦଧିବାମନ ଧାମ କେ
ଜଗା ନେରେ ନରେ
ନେଇଯା ତୋର ଭଟଲିଧାମ କେ
ଜଗା ନେରେ ନେରେ
ନେଇଯା ତୋର ଭଟଲିଧାମ କେ
ଜୟ ଜଗନ୍ନାଥ ସ୍ୱାମୀ ଜୟ ଦଧିବାମନ ସ୍ୱାମୀ ⭕‼️⭕
ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ 🙏🌺🌺
4 days ago | [YT] | 122
View 0 replies
Bhatlidham
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ
ତା ନାମ ଗାଇ ଜୀବ ମୋ ଦିନ ସରିଯିବ
ତା ନାମ ଗାଇ ଜୀବ ମୋ ଦିନ ସରିଯିବ
ତା ପାଦ ପଦ୍ମେ ଅଛି ଭରସି
ତା ଛନ୍ଦା ଚରଣେ ଅଛି ଭରସି
ଜୟ ଜଗନ୍ନାଥ ⭕‼️⭕
ଜୟ ଦଧିବାମନ ସ୍ୱାମୀ 🙏🙏🚩🔴
ଦଧିବାମନ ଧାମ କି ଜୟ ଭଟଲି ଧାମ କି ଜୟ 🙏🙏
5 days ago | [YT] | 115
View 7 replies
Bhatlidham
ଶ୍ୟାମସୁନ୍ଦର ଶ୍ୟାମସୁନ୍ଦର ନାମକୁ
ଭଜରେ ମନ ଶ୍ରୀ ଦଧିବାମନ
ସଜବାଜ ହୋଇ ଲାଜ ଦୂରେ ଥୋଇ
ସଜ ବାଜ ହୋଇ ଲାଜ ଦୂରେ ଥୋଇ
ଚାଲିଆ ଭଟଲି ଚାଲିଆ ଭଟଲିଧାମକୁ
ଭଜରେ ମନ ଶ୍ରୀଦଧିବାମନ
ଭଜରେ ମନ ଶ୍ରୀ ଦଧିବାମନ ll
ଜୟ ଜଗନ୍ନାଥ ⭕‼️⭕ଜୟ ଦଧିବାମନ ସ୍ୱାମୀ
ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ 🙏🙏🙏
6 days ago | [YT] | 128
View 4 replies
Bhatlidham
ଭଜି ଭଜି ତୋ ନାମ ଚକାନୟନ
ପ୍ରଭୁ ଦଧିବାମନ
ପ୍ରଭୁ ଦିନେ ନ ଦେଖିଲେ ତୋ କଳାବଦନ
ମୋର ସରେନି ଦିନ
ମୋର ସରେନି ଦିନ
ଜୟ ଜଗନ୍ନାଥ ସ୍ୱାମୀ ⭕‼️⭕
ଜୟ ଦଧିବାମନ ସ୍ୱାମୀ 🙏🙏
ଦଧିବାମନ ଧାମ କି ଜୟ ଭଟଲି ଧାମ କି ଜୟ 🙏🙏🚩🌼🙏
1 week ago | [YT] | 125
View 5 replies
Bhatlidham
ସେତ ଭକତ ଭାବରେ ବନ୍ଧାରେ
ସେତ ଭକତ ଜୀବନ ଧନ
ସେତ ଭକତ ଭାବରେ ବନ୍ଧାରେ
ସେତ ଭକତ ଜୀବନ ଧନ
ତୁ ତାକୁ ଖୋଜିଲେ ସେ ତତେ ଖୋଜଇ
ତୁ ତାକୁ ଖୋଜିଲେ ସେ ତତେ ଖୋଜଇ
ସିଏ ତୋ ହୃଦଚନ୍ଦନରେ
ଉଣା କର ନାହିଁ ମନ
ସେତ ଭକତ ଭାବରେ ବନ୍ଧାରେ
ସେତ ଭକତ ଜୀବନ ଧନ
ସେତ ଭକତ ଜୀବନ ଧନ
ଜୟ ଜଗନ୍ନାଥ ସ୍ୱାମୀ ଜୟ ଦଧିବାମନ ସ୍ୱାମୀ ⭕‼️⭕
ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ 🙏🙏🚩🙏🚩🙏
,
1 week ago | [YT] | 139
View 7 replies
Bhatlidham
ଆସଗୋ ଆସଗୋ ଯିବା
ଭଟଲିଧାମକୁ ଯିବା
ଆସଗୋ ଆସଗୋ ଯିବା
ଶ୍ରୀ ଦଧିବାମନ ଦେଖିବା
ଆସଗୋ ଆସଗୋ ଯିବା
ନେତ୍ର ପବିତ୍ର କରିବା
ଆସ ଗୋ ଆସଗୋ ଯିବା
ଜୀବନ ସାର୍ଥକ କରିବା
ଭଟଲିଧାମକୁ ଯିବା
ଶ୍ରୀ ଦଧିବାମନ ଦେଖିବା ll
ଜୟ ଜଗନ୍ନାଥ ସ୍ୱାମୀ ଜୟ ଦଧିବାମନ ସ୍ୱାମୀ ⭕‼️⭕
ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ 🙏 🌺 🙏🚩🙏
1 week ago | [YT] | 139
View 0 replies
Load more