Welcome to Bhaba Bandhana – A Journey of Devotion and Inner Peace
Immerse yourself in a sacred space where heart, mind, and soul come together in devotion. This channel is born from a personal spiritual journey and a deep longing to connect with the Divine through prayer, reflection, music, and meditative practices.
Here, you'll find:
Daily devotionals and spiritual reflections
Inspiring stories of faith, surrender, and transformation
Teachings from scriptures and spiritual masters
Whether you're beginning your spiritual path or deepening a lifelong practice, this channel is here to support and inspire your inner connection. Join us in creating a community rooted in faith, love, and devotion.
This channel is from the house of Shushma Films by Director and Producer Sujit Mohanty.
🙏 Subscribe and walk this sacred journey with us.
Bhaba Bandhana
🎉 ଭାବ ବନ୍ଧନର ୧ ବର୍ଷ ପୂର୍ତ୍ତି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ କୃତଜ୍ଞତା! 🙏
ପ୍ରିୟ ଦର୍ଶକ ଓ ଶୁଭେଚ୍ଛୁ ବନ୍ଧୁଗଣ,
ଆଜି ଆମ ସମସ୍ତଙ୍କ ପାଇଁ ଏକ ଅତି ଖୁସି ଓ ଗର୍ବର ଦିନ। ଆପଣମାନଙ୍କର ଭଲପାଇବା, ବିଶ୍ୱାସ ଏବଂ ସହଯୋଗ ଯୋଗୁଁ ଆମ ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ 'ଭାବ ବନ୍ଧନ' ଆଜି ସଫଳତାର ସହ ଏକ ବର୍ଷ ପୂରଣ କରିଛି।
ଏହି ଗୋଟିଏ ବର୍ଷର ଯାତ୍ରା କେବଳ ଭିଡିଓ ତିଆରି କରିବାର ନଥିଲା, ବରଂ ଆପଣମାନଙ୍କ ସହ ଏକ ଅନାବିଳ ସ୍ନେହ ଓ ଭାବର ବନ୍ଧନ ଗଢ଼ିବାର ଏକ ସୁନ୍ଦର ପ୍ରୟାସ ଥିଲା। ଆପଣମାନେ ପ୍ରତିଟି ଭିଡିଓକୁ ଯେଭଳି ଆଦରି ନେଇଛନ୍ତି, ଲାଇକ୍, କମେଣ୍ଟ ଏବଂ ସେୟାର୍ କରି ଆମକୁ ଉତ୍ସାହିତ କରିଛନ୍ତି, ସେଥିପାଇଁ ଆମେ ଆପଣଙ୍କ ପାଖରେ ଚିର କୃତଜ୍ଞ।
💖 ଆପଣମାନେ ହିଁ ଆମ ଚ୍ୟାନେଲର ପ୍ରକୃତ ଶକ୍ତି ଏବଂ ପରିବାର।
ଆଗକୁ ମଧ୍ୟ ଆମେ ଆପଣଙ୍କ ପାଇଁ ଏମିତି ସୁନ୍ଦର, ଶିକ୍ଷଣୀୟ ଓ ମନୋରଞ୍ଜନଧର୍ମୀ ଭିଡିଓ ନେଇ ଆସିବାକୁ ଚେଷ୍ଟା ଜାରି ରଖିବୁ। ଆଶା କରୁଛୁ ଆପଣଙ୍କର ଏହି ଭଲପାଇବା ଏମିତି ସଦାସର୍ବଦା ବଜାୟ ରହିବ।
ଆମ 'ଭାବ ବନ୍ଧନ' ପରିବାରର ସମସ୍ତ ସଦସ୍ୟଙ୍କୁ ଆଉ ଥରେ ଅନେକ ଅନେକ ଧନ୍ୟବାଦ ଓ କୋଟି କୋଟି ପ୍ରଣାମ। ✨
ଜୟ ଜଗନ୍ନାଥ! ଫ୍ରେଣ୍ଡସ୍, ଏମିତି ହିଁ ଯୋଡ଼ି ହୋଇ ରୁହନ୍ତୁ ଆମ ସହିତ... ❤️
2 days ago | [YT] | 66
View 6 replies
Bhaba Bandhana
Happy Raja
1 week ago | [YT] | 19
View 0 replies
Bhaba Bandhana
Today Only On Bhaba Bandhana YouTube Channel At 7pm.
2 months ago | [YT] | 52
View 1 reply
Bhaba Bandhana
ଦର୍ଶକଙ୍କ ଅନୁରୋଧକ୍ରମେ ପୁଣିଥରେ "ଜଗନ୍ନାଥ କିଏ ?" ଆସନ୍ତା (ସୋମବାର)ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସଂଧ୍ୟା ୬ଟାରେ।
-ଭାବବନ୍ଧନ ପରିବାର
5 months ago | [YT] | 170
View 5 replies
Bhaba Bandhana
'ଭାବ ବନ୍ଧନ' ର ସମସ୍ତ ପରିବାର ଓ ଶୁଭେଚ୍ଛୁଙ୍କୁ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ। ମହାପ୍ରଭୁ ଜଗନ୍ନାଥଙ୍କ ଅପାର କୃପା ଆପଣଙ୍କ ଓ ଆପଣଙ୍କ ପରିବାର ଉପରେ ସଦା ସର୍ବଦା ରହିଥାଉ। ଆମର ଏହି ସମ୍ପର୍କର ବନ୍ଧନ ଆଗକୁ ଆହୁରି ମଜବୁତ୍ ହେଉ। 🙏✨
ନୂଆ ବର୍ଷରେ ଆପଣ କେଉଁ ପ୍ରକାରର ଭିଡିଓ ଦେଖିବାକୁ ଚାହୁଁଛନ୍ତି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ! 👇
5 months ago | [YT] | 62
View 1 reply
Bhaba Bandhana
🌼 5-Day Special Programme on Jagannath Pancharatra 🌼
Join us on a divine journey into the sacred wisdom of Lord Jagannath.
For 5 days, explore spiritual teachings, rituals, traditions, and the deep significance of the Pancharatra scriptures.
📅 Duration: 5 Days
🙏 A spiritual experience you shouldn’t miss!
📌 Every Thursday at 6 PM, enlightening insights, and divine knowledge.
Jai Jagannath!
6 months ago | [YT] | 62
View 5 replies
Bhaba Bandhana
ବିଶ୍ୱକର୍ମା ପୂଜା ଅବସରରେ ଦର୍ଶକମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ
9 months ago | [YT] | 53
View 1 reply
Bhaba Bandhana
ଆଧ୍ୟାତ୍ମିକ ଚିନ୍ତା ଚେତନା, ସାମାଜିକ ସଚେତନତା କୁ ନେଇ ଗୁରୁ ପ୍ରତିମ ବକ୍ତା ମାନଙ୍କ ସହିତ ଆରମ୍ଭ ହେବାକୁ ଯାଉଛି -
"ଭାବ ବନ୍ଧନ ପଡକାଷ୍ଟ"
"ପ୍ରତି ଶନିବାର ସନ୍ଧ୍ୟା ୬ଟାରେ"
9 months ago (edited) | [YT] | 64
View 1 reply
Bhaba Bandhana
ଭାଗବତ କଥା- ପରବର୍ତ୍ତୀ ଅଧ୍ୟାୟ ଗୁଡିକ ଦେଖିବେ ପ୍ରତି ବୁଧବାର ସନ୍ଧ୍ୟା ୬.୩୦ ରେ
9 months ago | [YT] | 223
View 8 replies
Bhaba Bandhana
ପବିତ୍ର ଜନ୍ମାଷ୍ଟମୀର ଶୁଭ ଅଭିନନ୍ଦନ
10 months ago | [YT] | 63
View 3 replies
Load more