ସର୍ବଦା ଗୋଟିଏ ବିଶ୍ବାସ ଥାଉ "ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି" ।
ଜୟ ଶ୍ରୀ ଜଗନ୍ନାଥ ।।🙏


Mo Mahaprabhu

ଜୟ ଶ୍ରୀ ଜଗନ୍ନାଥ ।।
ଓଡ଼ିଶାର ଗଣ ପର୍ବ ରଜର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।ମହାପ୍ରଭୁଙ୍କ କରୁଣାରୁ ଏହି ରଜ ପର୍ବ ଆପଣଙ୍କ ଜୀବନରେ ନୂଆ ଆନନ୍ଦ, ସୁସ୍ୱାସ୍ଥ୍ୟ ଓ ସଫଳତା ଆଣିଦେଉ।
ରଜ ପର୍ବର ହାର୍ଦ୍ଦିକ ଅଭିନନ୍ଦନ। 🌺🌿🙏

1 week ago | [YT] | 25

Mo Mahaprabhu

ସତ୍ୟବାନ ପାଇଁ ମଙ୍ଗଳ ମନାସି
ସାବିତ୍ରୀ ପାଳଇ ବ୍ରତ,
ଫଳମୂଳ, ଶାଢ଼ୀ, ଶଙ୍ଖା କିଣା କରି
ସତ୍ୟବାନ ଛଟପଟ ।😃
#Mo Mahaprabhu #photo

1 month ago | [YT] | 9

Mo Mahaprabhu

Happy Mother's Day 🙏🙏🙏

1 month ago | [YT] | 17

Mo Mahaprabhu

ଜୟ ଜଗନ୍ନାଥ ।।
ଶୁଭ ସଂଧ୍ୟା ।🙏

1 month ago | [YT] | 8

Mo Mahaprabhu

Good Night to all my YouTube family 🙏🙏🙏

1 month ago | [YT] | 5

Mo Mahaprabhu

Jay jagannath ।।
Good morning to My YouTube Family 🙏

1 month ago | [YT] | 5

Mo Mahaprabhu

ଜୟ ଜଗନ୍ନାଥ ।।⭕‼️⭕🙏🙏🙏
Good evening friends.🙏

1 month ago | [YT] | 16

Mo Mahaprabhu

ଜୟ ଜଗନ୍ନାଥ ।।🙏

1 month ago | [YT] | 10

Mo Mahaprabhu

ଆମ YouTube Channel Mo Mahaprabhu ର 2 ବର୍ଷ ପୂର୍ଣ୍ଣ ହେଲା 🎉
“2 ବର୍ଷର ଭକ୍ତି ଯାତ୍ରା… ଆପଣମାନଙ୍କ ସହ ❤️”
ଏହି ସୁନ୍ଦର ଯାତ୍ରାରେ ଆପଣମାନଙ୍କର ଅସୀମ ଭଲପାଇବା ❤️, support 🙌 ଓ ଆଶୀର୍ବାଦ ଆମକୁ ଆଗକୁ ବଢିବାରେ ସାହାଯ୍ୟ କରିଛି ।
ପ୍ରତ୍ୟେକ Like 👍, Comment 💬 ଓ Share 🔁
ଆମ ପାଇଁ ବହୁତ ମୂଲ୍ୟବାନ 🙏
ଭଗବାନ ଜଗନ୍ନାଥଙ୍କର କୃପାରେ
ଆଗକୁ ଆଉ ଭଲ ଭଜନ ଓ devotional video ନେଇ ଆସିବାକୁ ଚେଷ୍ଟା କରିବୁ 🙌
👉 ଆପଣମାନେ ଆମ ସହ ଏମିତି ରହିବେ ବୋଲି ଆଶା ❤️🙏
🎶 Special Anniversary Video ଆଜି ଆସୁଛି / upload ହୋଇଛି 👇
ଦେଖିବାକୁ ଭୁଲିବେ ନାହିଁ
🙏 ଧନ୍ୟବାଦ 🙏
Mo Mahaprabhu
ଜୟ ଜଗନ୍ନାଥ 🙌

2 months ago | [YT] | 21

Mo Mahaprabhu

କୋଟି ଓଡିଆଙ୍କ ହୃଦ ସ୍ପନ୍ଦନ,
ନୀଳାଚଳବାସୀ କଳାବଦନ ।
କୁହନ୍ତି ଭକତ ଶୁଣରେ ଶୁଣ,
ନବ ବରଷର ଅଭିନନ୍ଦନ ।।
ବିଷୁବ ସଂକ୍ରାନ୍ତି ଆଜିର ଦିନ,
ଜନ୍ମ ହୋଇଥିଲା ମୋ ହନୁମାନ ।
ହନୁମାନ ନାମ କରିଲେ ଗାନ,
ସହଜରେ ମୁହିଁ ହୁଏ ପ୍ରସନ୍ନ ।।
( ଜୟ ଜଗନ୍ନାଥ )
ଦାସ କମଳ କୁମାର

2 months ago | [YT] | 17