Ajit swapna vlogs

ନମସ୍କାର ମୁଁ ସ୍ୱପ୍ନା ପ୍ରିୟଦର୍ଶିନୀ, ଆପଣ ମାନଙ୍କୁ ମୋ ଚ୍ୟାନେଲ କୁ ସ୍ୱାଗତ ଜଣାଉଛି |ମୁଁ ଆପଣ ମାନଙ୍କୁ ମୋର ରୋଷେଇ, ବ୍ଲଗ, ଶାଏରି , ଗୀତଏବଂ ବାହା ଘର ଭିଡ଼ିଓ ମାଧ୍ୟ୍ୟମରେ ମନୋରଞ୍ଜନ କରେଇବାକୁ ଚେଷ୍ଟା କରିବି, ମୋତେ ଆପଣ ମାନଙ୍କ ଭଲ ପାଇବା ଦେବେ
E mail I'd - swapnapriyadarsinipanda@gmail.com
Instagram 🆔-it'swapna_priya
Facebook I'd -swapna priya


Ajit swapna vlogs

ପୁରୀ ରେ ବିତେଇ ଥିବା ସୁନ୍ଦର ମୁହୂର୍ତ୍ତ 😊😊😊

3 days ago | [YT] | 217

Ajit swapna vlogs

ପବିତ୍ର ସାବିତ୍ରୀ ଓଷା ର ସମସ୍ତ ଙ୍କୁ ଅନେକ ଅନେକ ଶୁଭ କାମନା 🙏🙏🙏🙏

1 month ago | [YT] | 209

Ajit swapna vlogs

ଆମର ଗୋଟେ ନୂଆ ଲେଡ଼ିଜ କର୍ଣ୍ଣର ଖୋଲା ହେଇଛି ,ମୋ ଝିଅ ର ନାଁ ଅନୁସାରେ ଦୋକାନ ର ନାଁ ଆମେ ରଖିଛୁ ଧାରା ଲେଡ଼ିଜ କର୍ଣ୍ଣର |ଯେଉଁମାନେ ଆମ ଦୋକାନ କୁ ଆସିବାକୁ ଚାହୁଁଛନ୍ତି ସେମାନେ ପଟ୍ଟାମୁଣ୍ଡେଇ ମାର୍କେଟ , HDFC bank ର ସାମ୍ନା ରେ ଆମ ଦୋକାନ ଅଛି ଆସି ଜିନିଷ ନେଇ ପାରିବେ | ଆଉ କାଶ୍ମୀରୀ ଚୁଡ଼ି ଠୁ ଆରମ୍ଭ କରି ସବୁ ଭଲ ଜିନିଷ କମ ଦାମ ରେ ମିଳିଯିବ ଆମ ଦୋକାନ ରେ | ଚା ପତି ର ବି ବିଭିନ୍ନ ଭେରାଇଟି ମିଳିଯିବ /ଆଜି ହିଁ ଆସନ୍ତୁ ଧାରା ଲେଡ଼ିଜ କର୍ଣ୍ଣର (pattamundei )କେନ୍ଦ୍ରାପଡା

2 months ago | [YT] | 268

Ajit swapna vlogs

ଆଜି ସଂଧ୍ୟା 6 ଟା ରେ ମୋ ପଖାଳ ଦିବସ ଭିଡ଼ିଓ ଆସିବ ,ଦେଖିବାକୁ ଭୁଲିବେନି pls ♥️♥️

3 months ago | [YT] | 445

Ajit swapna vlogs

ଯୋଉଁ ଦିନ ମୋ ଝିଅ କୁ ଟିକେ ବିଗିଡି ଥିବି ନାଁ ରାତି ସାରା ମୋ ମନ ରେ ଗୋଟିଏ କଥା ବାସ ଚାଲିଥିବ ମୁଁ କାଇଁ ରାଗିଲି ମୋ ଝିଅ ଉପରେ ,ସିଏ ତ ଛୋଟ ଛୁଆ ଦୁଷ୍ଟାମୀ କଲା ମୁଁ କାଇଁ ରାଗୁ ଥିଲି 🤪ମୁଁ ଗୋଟେ ଖରାପ ମା ନୁହେଁ ତ ,ମୋ କର୍ତ୍ତବ୍ୟ ରେ ମୁଁ ଆଉ ହେଳା କରୁନି ତ ?ରାତି ସାରା ଏମିତି ହିଁ ନିଜ ଉପରେ ନିଜେ ରାଗୁଥିବି ଆଉ ମନ ରେ ଥିବ ମୋର ହଜ଼ାରେ ପ୍ରଶ୍ନ ଆଉ ସବୁ ପ୍ରଶ୍ନ ର ଉତ୍ତର ନିଜେ ଭାବୁ ଥିବି 🙆‍♀️ଖାଲି ମୋ ସହ ଏମିତି ହୁଏ ନା ଆଉ କାହା ସହ ବି କମେନ୍ଟ ରେ ଜଣାନ୍ତୁ 🙏

4 months ago | [YT] | 210

Ajit swapna vlogs

ଆମ ପୁରା ପରିବାର ଦ୍ୱାରିକା ଯାଇଥିଲୁ ବୁଲିବାକୁ 🤭ସେଇଠି ମୁଁ ଦେଖିଲି କି ଦ୍ୱାରିକାଧିସ ମନ୍ଦିର ଭିତରେ ବହୁତ ଲୋକ ମୋ ଝିଅ ର ପାଦ କୁ ଛୁଇଁ ନମସ୍କାର ହେଲେ ଆଉ କହିଲେ "ରାଧା ରାନୀ କି ଜୟ ହୋ “ଆହୁରି ବି କହିଲେ କି କ୍ରିଷ୍ଣା ଆଉ ରାଧା ଦୁଇ ଜଣ ଙ୍କ ଦର୍ଶନ ହେଇଗଲା🤭ଥରେ ଭାବନ୍ତୁ ତ ଯୋଉ ଦେଶ ରେ ଲୋକ ମାନେ ଝିଅ ମାନଙ୍କୁ କିଛି ଲୋକ ଅଲୋଡ଼ା ବୋଲି ଭାବନ୍ତି ସେଇଠି ଅନ୍ୟ କିଛି ଲୋକ ବି ଅଛନ୍ତି ଯୋଉଁ ମାନେ ଝିଅ ଙ୍କୁ ରାଧା ମା କହି ପୂଜା କରନ୍ତି ସତରେ କେଡେ ନିଆରା ଆମ ଦେଶ ଆଉ ଆମ ଦେଶ ର ଲୋକ 🫡🫡ରାଧେ ରାଧେ 👏 ଭିଡିଓ ଆସି ଯାଇଛି ଦେଖିବାକୁ ଭୁଲିବେ ନାହିଁ
#travelwithme #familytravel #vloglife #trendingpostchallenge #motivational

5 months ago | [YT] | 234

Ajit swapna vlogs

ଏଇ ଆମ ଛୋଟ ସଂସାର 🫰🫰🫰🫰

6 months ago | [YT] | 143

Ajit swapna vlogs

ଆପଣ ମାନେ କେବେ ନା କେବେ ମୋର ଏହି ଛୋଟିଆ ପରିବାର କୁ କମେଡି ଭିଡ଼ିଓ 🫰ନହେଲେ ରୋଷେଇ କିମ୍ବା ବ୍ଲଗ ରେ ଦେଖିଥିବେ 🫰ଆପଣ ମାନଙ୍କୁ ମୋର ଏ ପରିବାର ଟି କେମିତି ଲାଗେ ?

6 months ago | [YT] | 167

Ajit swapna vlogs

ବହୁତ ଜଲ୍ଦି ଏ vlog ଟି ଆସିବ ଦେଖିବାକୁ ଭୁଲିବେ ନାହିଁ 🫰

6 months ago | [YT] | 244