Pocket Study Education (1st Channel)
Hello Everyone Welcome 2 My Channel....
This is My Travel vlog.. When I have some time .. spent My time by traveling around ..And exploring Some of Lovely places around me...So keep supporting me by "Like, Comment, Share & Subscribe "
Love U All...Thank U My lovely Subscribers
Alok kumar Swain
ମୋ ଅଜା Ghost Encounter ବିଷୟରେ କହିଛନ୍ତି..ସେ ଭିଡିଓ ଗୁଡ଼ିକ ଆମ Channel ରେ ଆପଣମାନେ ଦେଖିପାରିବେ ...୧୯୬୦ ମସିହାର ଘଟଣା ଆହୁରି ପୁରୁଣା ସ୍ମୃତି ଆଜି ଅଜା ଭିଡ଼ିଓରେ କହିଛନ୍ତି |ଗୋଟେ ଜିନିଷ କହିଲେ ଯେ ଆଜି କାଲି ଭୂତ ଅପେକ୍ଷା ମଣିଷଙ୍କୁ ସବୁଠୁ ଡର.. ସତ କଥା କହିଲେ...ଭୂତ ମାନେ ଲୁଚି ଯାଇଛନ୍ତି ଏହି କଳିଯୁଗ ମଣିଷ ମାନଙ୍କୁ ଦେଖି..ତାଙ୍କ ସମୟର କଥା ଶୁଣି ବହୁତ୍ ଖୁସି ଲାଗୁଥିଲା..
🛑 WE DO NOT PROMOTE or SUPPORT any SUPERSTITIOUS ACTIVITIES 🛑
ଅଜା ତାଙ୍କ ଅନୁଭୂତି share କରିଛନ୍ତି
We believe in truth, science, and awareness, not fear or manipulation.
ନିଜ ରିସ୍କ ରେ ଦେଖି ପାରିବ..ଡର ଲାଗିବନି କିନ୍ତୁ ପୁରୁଣା କଥା ଶୁଣିବାକୁ ଭଲ ଲାଗିବ...ଭଲ ଲାଗିଲେ ନିଶ୍ଚୟ Like ଆଉ Share କରିବାକୁ ଭୁଲିବିନି |ଜୟ ଜଗନ୍ନାଥ ଜୟ ମହାବୀର
6 months ago | [YT] | 0
View 0 replies
Alok kumar Swain
2 years ago | [YT] | 0
View 0 replies
Alok kumar Swain
https://youtu.be/_dnGnR132O8
3 years ago | [YT] | 1
View 0 replies