Odisha Television popularly known as OTV was launched as a cable channel on 17 April, 1997. Odisha TV's first live telecast was Biju Babu's last rites. Since 25 years OTV enjoys 45 Million Odia speaking population's love, trust and confidence by being No.1 and has established itself as Free, Fair & Unbiased media Channel. Odisha TV also with time became the first to enter the digital media with its presence on social media platforms, OTV App and its websites www.odishatv.in and www.otvkhabar.in . OTV continues to lead and be No.1 in Odisha on Digital Media as well. OTV is forever grateful to its viewers for their unwavering trust, confidence and love toward us.
OTV
ପ୍ରକାଶ ପାଇଲା OAS ରେଜଲ୍ଟ, ୨ ଶହ ପରୀକ୍ଷାର୍ଥୀ କୃତକାର୍ଯ୍ୟ
#OCS2024 #OPSC #Odisha #OASResults #OTV
13 hours ago | [YT] | 874
View 5 replies
OTV
#ପାଗଳ_କଲା_ଭଣଜା_ପ୍ରେମ #ସ୍ବାମୀକୁ_ଇଲେକ୍ଟ୍ରିସକ୍ #ବିଷ_ଇଂଜେକ୍ସନ
ସ୍ବାମୀଙ୍କୁ ମାରିବାକୁ ସାଂଘାତିକ ଷଡ଼ଯନ୍ତ୍ର । ପ୍ରେମିକ ସହ ମିଶି ଇଲେକ୍ଟ୍ରିକ୍ ସକ୍ ଦେଇଦେଲା ସ୍ତ୍ରୀ । ତା’ ପରେ ସ୍ବାମୀକୁ ଦେଇଥିଲା ବିଷ ଇଞ୍ଜେକ୍ସନ । ଏହି ମହିଳାଙ୍କ ସ୍ବାମୀ ହତ୍ୟା ଘଟଣାରେ ନିଜେ ସ୍ତ୍ରୀ ସହ ଚାରି ଚାରି ଜଣ ଥିଲେ ଷଡ଼ଯନ୍ତ୍ରକାରୀ । ଉତ୍ତର ପ୍ରଦେଶର ମାଝୋଲା ଥାନା ଅଞ୍ଚଳରୁ ଆସିଛି ଏହି ହତ୍ୟା ମାମଲା ।
A shocking murder case has surfaced from the Majhola police station area of Uttar Pradesh, where a woman allegedly conspired with her lover and two others to kill her husband. Police said 30-year-old Pawan Thakur of Kundanpur was first given an electric shock and later injected with poison. The accused allegedly lured him to his wife Aanchal’s parental home before carrying out the murder.
#CrimeNews_PawanThakur #UttarPradeshCrime #MurderCase #PoliceInvestigation #ExtramaritalAffair #ElectricShockMurder #PoisonInjection #CrimeConspiracy #PawanThakurMurder_Majhola #UPMurderCase_Kundanpur #AanchalAnkitCase_UttarPradesh #OdishaTV #Specialstory #OTV
13 hours ago (edited) | [YT] | 4
View 0 replies
OTV
#ପାଣ୍ଡିଆନଙ୍କ_ପାଇଁ_ଭାଡ଼ି_ଖାଲି #ଏଥର_ଦେବାଶିଷ
ଅଥୟ କଲା ପାଣ୍ଡିଆନ୍ ଅସନ୍ତୋଷ ! ଦଳରେ ନଥାଇ ଏବେ ବି ବିଜେଡିରେ ପାଣ୍ଡିଆନ୍ ରାଜ୍ ! ଅନେକ କଟୁ ମନ୍ତବ୍ୟ ପରେ ଶେଷରେ ଦଳ ଛାଡ଼ିବେ ଦେବାଶିଷ ! ଦେବାଶିଷ ସାମନ୍ତରାୟ ବିଜେଡିର ବରିଷ୍ଠ ନେତା । କଟକର ରାଜ୍ୟସଭା ସାଂସଦ । ସବୀନଙ୍କ ଟିମରେ ସେ ବି ଦିନେ ଥିଲେ ଆଗ ଧାଡ଼ିର ଯୁଦ୍ଧା ।
Fresh political buzz has gripped Odisha amid reports that Debashish Samantaray may soon quit Biju Janata Dal and join the BJP. The senior Rajya Sabha MP has been vocal against V. K. Pandian after the 2024 election defeat, repeatedly blaming him for the party’s poor performance.
#OdishaPolitics_DebashishSamantaray #BJDPolitics_VKPandian #OdishaPoliticalCrisis #BJPvsBJD #PoliticalDefection #PandianControversy #RajyaSabhaMP #OdishaNews #DebashishSamantaray_BJPJoining #PandianRow_BJD #BJDLeaderExit_Odisha #OdishaTV #Specialstory #OTV
19 hours ago | [YT] | 12
View 0 replies
OTV
#୫_ଘଣ୍ଟାରେ_ଫଇସଲା #ରାସ୍ତାରେ_ହାଣିଥିଲା #ପୋଲିସ_ଫୁଟେଇଦେଲା
ବିଚ୍ ରାସ୍ତାରେ ଏନକାଉଣ୍ଟର କଲା ପୋଲିସ । ପାଞ୍ଚ ଘଣ୍ଟା ଭିତରେ ପୋଲିସର ବଡ଼ ଆକ୍ସନ । ବୋମା ଫିଙ୍ଗି ଖସିଯିବା ବେଳେ ଗୁଳି ମାରିଦେଲା ପୋଲିସ । ବ୍ରହ୍ମପୁର ଅମ୍ୱିକା ନଗରରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ମାମଲାକୁ ନେଇ ବ୍ରହ୍ମପୁର ପୋଲିସ ଆକ୍ସନ ମୋଡକୁ ଆସିଛି । ଏନକାଉଣ୍ଟର କରି ଅଭିଯୁକ୍ତକୁ କାବୁ କରିଛି ପୋଲିସ ।
A major police action unfolded in Berhampur after a viral video showed a youth being attacked with a sword in Ambika Nagar under Bada Bazar police limits. Within five hours of the video surfacing online, police tracked down accused Jaga Sahu. According to police, the accused attempted to flee by hurling bombs, following which officers opened fire during an encounter operation. Jaga Sahu sustained bullet injuries in both knees and was admitted to MKCG Medical College and Hospital.
#CrimeNews_Berhampur #OdishaCrime_JagaSahu #BerhampurPolice #ViralAttackVideo #PoliceEncounter #SwordAttack #OdishaNews #CrimeUpdate #AmbikaNagarAttack_Berhampur #JagaSahuEncounter_Odisha #MangalaBeheraAttack_Berhampur #OdishaTV #Specialstory #OTV
For latest news updates follow us on WhatsApp: whatsapp.com/channel/0029VaYN...
1 day ago | [YT] | 35
View 3 replies
OTV
ଓଡ଼ିଶାର ଇତିହାସ ଯେତେ ପ୍ରାଚୀନ ଏହା ପଛର କଥା ଆଉ ରହସ୍ୟ ସେତେ କୌତୁହଳପୂର୍ଣ୍ଣ। ବେଳେ ବେଳେ ପଢିଥିବା କଥା ଆଉ ଶୁଣିଥିବା ଲୋକ କଥା ବି ମିଛ ଆଉ ଯୁକ୍ତି ସଙ୍ଗତ ହୁଏ। ଏଇ ଯେମିତି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ଦଧିନଉତି ଧର୍ମପଦ ମାରିଥିଲେ ଆଉ ତାପରେ ନିଜ ଜୀବନର ବଳିଦାନ ଦେଇଥିଲେ। ସତରେ କଣ ଏମିତି ଘଟଣା ଘଟିଥିଲା ? ପୁରୀ ଶ୍ରୀମନ୍ଦିରକୁ ଆଜି ଯେଉଁ ରୂପରେ ଦେଖୁଛୁ ସେମିତି କଣ ଥିଲା କି ? ବର୍ଷ ବର୍ଷ ଧରି ଓଡ଼ିଶା ମାଟିରେ ଅନେକ କାହାଣୀ ପୋତି ହେଇ ରହିଛି। କିଛି ମନ୍ଦିର ଭାବେ, କିଛି ପଥରରେ... ଆଜିର ଏଇ ପୋଡକାଷ୍ଟ ସେମିତି କିଛି ସତ ଜାଣିବାର ପ୍ରୟାସ। ଇଞ୍ଜିନିୟର ଦୀପକ ନାୟକ ଇତିହାସର ସେମିତି ଲୁଚି ରହିଥିବା କାହାଣୀକୁ ବାହାରକୁ ଆଣୁଛନ୍ତି, ଶୁଣିବେ ଆଉ ମତାମତ ଦିଅନ୍ତୁ କେମିତି ଲାଗିଲା ଏଇ ଅଧ୍ୟାୟ।
#OdishaHistory #Otv #OtvKhabar #OdishaCulture #KonarkSunTemple #PodcastWithPrashanjit #JagannathPuri #JagannathTemple #PuriJagannath #TempleStories #IndianHeritage #AncientIndia #OdishaTourism #SpiritualIndia #HeritagePodcast #TemplePodcast #Konark #Puri #JagannathCulture #SunTemple #OdishaPride #IndianCulture #MythologyPodcast #TravelPodcast #SanatanCulture #IncredibleIndia #TempleArchitecture #HistoryPodcast
1 day ago | [YT] | 15
View 0 replies
OTV
#ଲାଗିବ_ସୂର୍ଯ୍ୟୋପରାଗ #କେବେ_ପାକତ୍ୟାଗ ?
ପୁଣି ଆସୁଛି ସୂର୍ଯ୍ୟୋପରାଗ । ଅମାବାସ୍ୟାରେ ବିଶ୍ବ ଦେଖିବ ଦୁର୍ଲଭ ମହାଜାଗତିକ ଦୃଶ୍ୟ । ମାତ୍ର କେଇଟା ଦିନ ପରେ ୨୦୨୬ର ଦ୍ବିତୀୟ ସୂର୍ଯ୍ୟୋପରାଗ । ୨୦୨୬ର ଦ୍ୱିତୀୟ ସୂର୍ଯ୍ୟୋପରାଗ ଆସନ୍ତା ଅଗଷ୍ଟ ୧୨ ତାରିଖରେ ଘଟିବାକୁ ଯାଉଛି । ଶ୍ରାବଣ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଏହି ପରାଗ ପଡୁଥିବାରୁ ଏହାକୁ ଧାର୍ମିକ ଓ ଜ୍ୟୋତିର୍ବିଜ୍ଞାନୀୟ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି ।
The second Solar Eclipse of 2026 will occur on August 12 during Shravan Krishna Paksha Amavasya. The celestial event gains extra significance as Hariyali Amavasya also falls on the same day. According to IST, the eclipse will begin at 9:04 PM on August 12 and continue till 4:25 AM on August 13.
#SpaceNews_SolarEclipse #ReligiousNews_HariyaliAmavasya #AstronomyNews_NASA #IndiaNews_SuryaGrahan #SolarEclipse2026 #SutakRules #HinduTraditions #AstronomicalEvent #SolarEclipse2026_HariyaliAmavasya #SuryaGrahan2026_India #August12SolarEclipse_GlobalVisibility #OdishaTV #Specialstory #OTV
1 day ago | [YT] | 22
View 0 replies
OTV
#ଜୀବନ_ଦେଲା_ଯମ_ଯନ୍ତ୍ରଣା #ଖେଳିବା_ବୟସରେ_ଖୁଣ୍ଟରେ_ବନ୍ଧା_ପୁଅ !
ଜୀବନ ଯମ ଯନ୍ତ୍ରଣା ଦେଉଛି । ଖେଳିବା ବୁଲିବା ବୟସରେ ତା’ ତା’ର ଗୋଡ଼ରେ ବେଡ଼ି ପକାଇଦେଇଛି । ସାଙ୍ଗ ସାଥି, ବନ୍ଧୁବର୍ଗ ସତେ ଯେମିତି ତା’ ପାଇଁ ଅଲୋଡ଼ା ପାଲଟିଛନ୍ତି । ଏହି ଖୁଣ୍ଟ ଓ ମାଟି ବାରଣ୍ଡା ତାର ଏକମାତ୍ର ସାହାରା । ପରିବାର ଲୋକେ ଯତ୍ନ ନେଉଥିବାରୁ ଜୀବନ ବଞ୍ଚିଛି । ଖୁଆଇଲେ ଖାଉଛି ପିଆଇଲେ ପିଉଛି ।
A heartbreaking incident has emerged from Chanchara village under Gochhabadi Panchayat in Polasara block of Ganjam district, where young Priyaranjan Sabar is living in severe physical and mental distress. According to the family, the child was normal till the age of three before continuous fever reportedly changed his life completely.
#HumanInterest_PriyaranjanSabar #OdishaNews_Ganjam #SocialIssue_Odisha #HealthCrisis_Ganjam #RareDisease #ChildHealth #PovertyStruggle #GovernmentHelp #PriyaranjanSabar_Ganjam #DisabledChild_Polasara #MedicalHelpAppeal_Odisha #OdishaTV #Specialstory #OTV
1 day ago | [YT] | 18
View 0 replies
OTV
#ଦରକାର_ଥିଲା_ପୁଅ #ଯାଆଁଳା_ଝିଅ_ହେଲା_ବୋଲି_ଗଡ଼େଇ_ପଡ଼େଇ_ପିଟିଲେ
ଯାଆଁଳା ଝିଅ ଜନ୍ମକୁ ନେଇ ମହାଭାରତ । ପୁଅ ବୋହୂକୁ ଗଡ଼ାଇ ମାଡ଼ ମାରିଲା ପରିବାର । କାହିଁ ଝିଅ ଜନ୍ମକଲ କହି ନିସ୍ତୁକ ନାଦିଦେଲେ । ଏ ସଂପୂର୍ଣ୍ଣ ଭିଡିଓ ଦେଖାଇବା ଆମ ପକ୍ଷେ ସମ୍ଭବପର ନୁହେଁ । ଏଠି ମାନବିକତା ମଣିଷ ପଣିଆ ଆଉ ରକ୍ତର ସଂପର୍କର ଯେମତି ଏଠି ମରିଯାଇଛି । ଅତି ନିଷ୍ଠୁ ହୋଇ ଘରର ବାହାରର ଏ ଚଟାଣରେ ଗଡ଼ାଇ ପଡ଼ାଇ ପୁଅକୁ ମାଡ଼ ମାରୁଛନ୍ତି ପରିବାର ଲୋକେ ।
A shocking case of alleged gender discrimination has surfaced from Pasulunda village under Mahanga police station limits in Odisha’s Cuttack district. Chandrasekhar Jena and his wife Parbati Jena have accused family members of brutally assaulting them after the birth of their twin baby girls last month.
#CrimeNews_Cuttack #OdishaNews_Mahanga #WomenSafety_Odisha #GenderBias_India #TwinBabyGirls #DomesticViolence #GirlChildRights #PoliceInvestigation #TwinGirlsCase_Mahanga #GenderViolence_Cuttack #PasulundaVillage_Odisha #OdishaTV #Specialstory #OTV
2 days ago | [YT] | 100
View 1 reply
OTV
#ଲାଗିବ_ସୂର୍ଯ୍ୟୋପରାଗ #କେବେ_ପାକତ୍ୟାଗ ?
ପୁଣି ଆସୁଛି ସୂର୍ଯ୍ୟୋପରାଗ । ଅମାବାସ୍ୟାରେ ବିଶ୍ବ ଦେଖିବ ଦୁର୍ଲଭ ମହାଜାଗତିକ ଦୃଶ୍ୟ । ମାତ୍ର କେଇଟା ଦିନ ପରେ ୨୦୨୬ର ଦ୍ବିତୀୟ ସୂର୍ଯ୍ୟୋପରାଗ । ୨୦୨୬ର ଦ୍ୱିତୀୟ ସୂର୍ଯ୍ୟୋପରାଗ ଆସନ୍ତା ଅଗଷ୍ଟ ୧୨ ତାରିଖରେ ଘଟିବାକୁ ଯାଉଛି । ଶ୍ରାବଣ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଏହି ପରାଗ ପଡୁଥିବାରୁ ଏହାକୁ ଧାର୍ମିକ ଓ ଜ୍ୟୋତିର୍ବିଜ୍ଞାନୀୟ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି ।
The second Solar Eclipse of 2026 will occur on August 12 during Shravan Krishna Paksha Amavasya. The celestial event gains extra significance as Hariyali Amavasya also falls on the same day. According to IST, the eclipse will begin at 9:04 PM on August 12 and continue till 4:25 AM on August 13.
#SpaceNews_SolarEclipse #ReligiousNews_HariyaliAmavasya #AstronomyNews_NASA #IndiaNews_SuryaGrahan #SolarEclipse2026 #SutakRules #HinduTraditions #AstronomicalEvent #SolarEclipse2026_HariyaliAmavasya #SuryaGrahan2026_India #August12SolarEclipse_GlobalVisibility #OdishaTV #Specialstory #OTV
2 days ago | [YT] | 104
View 3 replies
OTV
#ପାକିସ୍ତାନୀଙ୍କ_କରଜ_ସୁଝିଦେଲେ_ବିଦେଶୀ
୧୩୦ ବର୍ଷର କରଜ ସୁଝିଦେଲେ ବିଦେଶୀ। ମାଗଣାରେ ଗୁଲାମୀ କରୁଥିଲେ ପାକିସ୍ତାନୀ ପରିବାର। ପିଢ଼ି ପରେ ପିଢ଼ି ଇଟାଭାଟିରେ ଜଳୁଥିଲା ଜୀବନ ।
#Pakistan #ViralNews #HumanRights #BondedLabour #BreakingNews #ProjectJubilee #AaronHutchings #PakistanNews #Humanity #InspirationalStory #TrendingNews #WorldNews #SocialIssues #SpecialStory #OTV
https://youtu.be/PlAW0-jgbUw
2 days ago | [YT] | 69
View 0 replies
Load more