Welcome to the "Sikho Odisha" Channel.
My name is Sanat Kumar Sahu and I am the Creator of this Channel.
Sikho Odisha is one of the leading Channels On the youtube for the information about the Government Scheme , Financial Literary, Job Notifications etc that can help people .
Thank you we look forward to connecting with you !!
#Sikho_Odisha
#sikhoodisha
@sikho_Odisha
Sikho Odisha
ITEP 2026–27: First Selection List Published
Candidates can check their allotment on the SAMS Portal. Please follow the revised admission schedule for Freeze/Slide options and admission formalities.
@CMO_Odisha @suryabanshibjp @IPR_Odisha
#ITEP #SAMS #HigherEducation
3 days ago | [YT] | 2
View 0 replies
Sikho Odisha
#Cm_Kisan
4 days ago | [YT] | 4
View 0 replies
Sikho Odisha
ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ ଜାଣିବା ପାଇଁ ଆଉ ଆୟୁଷ୍ମାନ ଆପ୍ କିମ୍ବା ୱେବସାଇଟ୍ର ସାହାଯ୍ୟ ନେବାକୁ ପଡ଼ିବ ନାହିଁ
-ହିତାଧିକାରୀଙ୍କ ସୁବିଧା ପାଇଁ ନ୍ୟାସନାଲ ହେଲଥ୍ ଅଥରିଟି (NHA) ‘ଆୟୁଷ୍ମାନ ସାରଥୀ’ (Ayushman Sarathi) ନାମକ ଏକ ହ୍ୱାଟ୍ସଆପ୍ ଚାଟ୍ବଟ୍ ଲଞ୍ଚ୍ କରିଛି -ଏହା ସାହାଯ୍ୟରେ ଲୋକମାନେ ୨୪×୭ ଯେକୌଣସି ସମୟରେ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ସୂଚନା ପାଇପାରିବେ
#AyushmanCard #PMJAY #AyushmanSarathi #NHA #WhatsApp #Healthcare #India
4 days ago | [YT] | 0
View 0 replies
Sikho Odisha
Pradhan Mantri Awas Yojana Gramin #PMAYG
4 days ago | [YT] | 0
View 0 replies
Sikho Odisha
#ଯୁକ୍ତ_୩_ନାମଲେଖା_ପାଇଁ_ସଂଶୋଧିତ_ସୂଚୀ
-ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ସଂଶୋଧିତ ଟାଇମଲାଇନ୍
-ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ଚାହିଁଲେ ପୁଣି ଥରେ ଚଏସ୍ ଫିଲିଂ ସୁଯୋଗ
-କେଜିରୁ ପିଜି ମାଗଣା ନାମଲେଖା ଘୋଷଣା ପରେ ସଂଶୋଧିତ ସୂଚୀ
-ଯେଉଁମାନେ ଫେଜ୍-୧ ନାମଲେଖା ପ୍ରକ୍ରିୟାରେ ସାମିଲ୍ ଥିଲେ କରିପାରିବେ
-OTP ଭେରିଫିକେସନ ଜରିଆରେ ସଂଶୋଧିତ ସୁଯୋଗର ବ୍ୟବହାର କରିପାରିବେ
-ସାମ୍ସ ପୋର୍ଟାଲରୁ ସବିଶେଷ ତଥ୍ୟ ସଂଗ୍ରହ ନେଇ ଉଚ୍ଚଶିକ୍ଷା ବିଭାଗର ସୂଚନା
-ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୨୦ରେ ପ୍ରକାଶ ପାଇବ
#Plus3Admission #SAMS #OdishaHigherEducation #Phase1Admission #RevisedTimeline #FreeEducation #KGtoPG #MeritList #Sikho_Odisha
4 days ago | [YT] | 1
View 0 replies
Sikho Odisha
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଜାଲ୍ ଚିଠି ପ୍ରଚାର ସମ୍ପର୍କରେ ସ୍ପଷ୍ଟୀକରଣ:
ସମ୍ପ୍ରତି ଅର୍ଥ ବିଭାଗର ପତ୍ର ସଂଖ୍ୟା 10911/F, ତାରିଖ 24.04.2026 ନାମରେ ଏକ ଜାଲ୍ ଓ ସମ୍ପୂର୍ଣ୍ଣ ମନଗଢ଼ା ପତ୍ର ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି। ଏହି ଜାଲ୍ ପତ୍ରକୁ ଆଧାର କରି କେତେକ ଗଣମାଧ୍ୟମରେ ମଧ୍ୟ ସମ୍ବାଦ ପ୍ରକାଶ ପାଇଥିବା ଦେଖାଯାଇଛି, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିଛି।
ଉକ୍ତ ଜାଲ୍ ପତ୍ରରେ ଓସେପା ଅଧୀନରେ ୭୨୩୪ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି ସହ ପ୍ରତି ଶିକ୍ଷକଙ୍କୁ ମାସିକ ୨୬୦୦୦ ପ୍ରଦାନ ପାଇଁ ଅର୍ଥ ବିଭାଗ ଅନୁମୋଦନ କରିଥିବା ବୋଲି ମିଥ୍ୟା ଦାବି କରାଯାଇଛି।
ଏହି ପ୍ରସଙ୍ଗରେ ସ୍ପଷ୍ଟ କରାଯାଉଛି ଯେ,
ଉକ୍ତ ପତ୍ରଟି ସମ୍ପୂର୍ଣ୍ଣ ଜାଲ୍, ମନଗଢ଼ା ଏବଂ ଅନଧିକୃତ। ଅର୍ଥ ବିଭାଗ ଦ୍ୱାରା ଏପରି କୌଣସି ପ୍ରସ୍ତାବ ଅନୁମୋଦନ ହୋଇ ନାହିଁ। ୭୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି କିମ୍ବା ନିଯୁକ୍ତି ସମ୍ପର୍କରେ ଉକ୍ତ ପତ୍ର ମାଧ୍ୟମରେ କୌଣସି ସରକାରୀ ଅନୁମୋଦନ ପ୍ରଦାନ କରାଯାଇନାହିଁ।
ପତ୍ରରେ ଥିବା ଦସ୍ତଖତ, ପତ୍ର ସଂଖ୍ୟା, ବିଷୟବସ୍ତୁ ଓ ଅନୁମୋଦନ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସରକାରୀ ଅଭିଲେଖରେ ଏହାର କୌଣସି ଆଧାର ନାହିଁ।
ଜାଲ୍ ସରକାରୀ ପତ୍ର ପ୍ରସ୍ତୁତ କରି ପ୍ରଚାର କରିବା ଏକ ଗୁରୁତର ଅପରାଧ। ଏହି ଘଟଣା ସମ୍ପର୍କରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅବଗତ କରାଯାଇଛି।
ରାଜ୍ୟ ସରକାର ସାଧାରଣ ଜନତା ଓ ଗଣମାଧ୍ୟମକୁ ଅନୁରୋଧ କରୁଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ସରକାରୀ ପତ୍ରକୁ ଯାଞ୍ଚ ବିନା ବିଶ୍ୱାସ କିମ୍ବା ପ୍ରଚାର କରନ୍ତୁ ନାହିଁ । ସରକାରୀ ସୂଚନା କେବଳ ସରକାରୀ ବିଜ୍ଞପ୍ତି, ୱେବସାଇଟ୍ କିମ୍ବା ସମ୍ପୃକ୍ତ ବିଭାଗରୁ ହିଁ ନିଶ୍ଚିତ କରନ୍ତୁ।
#Sishu_Batika_News #Sishu_Batika_Latest_News
4 days ago | [YT] | 2
View 0 replies
Sikho Odisha
Pradhan Mantri Fasal Bima Yojana #PMFBY
4 days ago | [YT] | 5
View 0 replies
Sikho Odisha
📢 *ଜରୁରୀ ସୂଚନା | PMFBY (ଖରିଫ–2026) Enrollment Portal LIVE*
ପ୍ରିୟ CSC VLE ଭାଇ/ଭଉଣୀମାନେ,
ଆପଣମାନଙ୍କୁ ଜଣାଇବାକୁ ଅତ୍ୟନ୍ତ ଖୁସି ଲାଗୁଛି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) – ଖରିଫ 2026 ପାଇଁ Enrollment Portal ସଫଳତାର ସହିତ Live ହୋଇଯାଇଛି।
✅ ସମସ୍ତ VLE ମାନଙ୍କୁ ବିନମ୍ର ଅନୁରୋଧ, ଆଜିଠାରୁ Crop Insurance Enrollment କାର୍ଯ୍ୟ ଆରମ୍ଭ କରନ୍ତୁ ଏବଂ ନିଜ ଅଞ୍ଚଳର ଅଧିକରୁ ଅଧିକ ଯୋଗ୍ୟ ଚାଷୀଙ୍କୁ PMFBY ଅଧୀନରେ ନାମଲେଖା କରନ୍ତୁ।
🌾 ଆପଣଙ୍କର ଏକ ଛୋଟ ପ୍ରୟାସ ଚାଷୀଙ୍କୁ ଅନାବୃଷ୍ଟି, ଅତିବୃଷ୍ଟି, ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହେଉଥିବା ଫସଲ କ୍ଷତିରୁ ଆର୍ଥିକ ସୁରକ୍ଷା ପ୍ରଦାନ କରିପାରିବ।
🎯 ଆମର ସଂକଳ୍ପ:
"ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ PMFBY ର ସୁରକ୍ଷା କବଚ ମଧ୍ୟରେ ଆଣିବା।"
🤝 ଆସନ୍ତୁ, ସମସ୍ତେ ମିଳି ଏହି ଅଭିଯାନକୁ ସଫଳ କରିବା ଏବଂ ଚାଷୀଙ୍କ ଭବିଷ୍ୟତକୁ ଅଧିକ ସୁରକ୍ଷିତ କରିବା।
ଧନ୍ୟବାଦ। 🙏🌾
#pmfby #PMFBY_2026
4 days ago | [YT] | 2
View 0 replies
Sikho Odisha
ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପାଇଁ କିଛି ଗୁରୁତ୍ୟପୂର୍ଣ ସୂଚନା। #PMAYG #PMAY_2026
Pradhan Mantri Awas Yojana Gramin List 2026
6 days ago | [YT] | 2
View 0 replies
Sikho Odisha
Cm kisan portal live #cmkisan
1 week ago | [YT] | 4
View 0 replies
Load more