JAJPUR HIGHLIGHTS

@JAJPURHIGHLIGHTS
VOICE OF PEOPLE
ସତ୍ୟର ସନ୍ଧାନ ରେ
@JAJPURHIGHLIGHTS is a news provider in the eastern state of Odisha.
Do like, share and subscribe our youtube channel.
Youtube Link- youtube.com/@JAJPURHIGHLIGHTS?si=EAF190XENhYjCj8W
Facebook Link- www.facebook.com/mbtvin/

Editor-Hari Hara Swain
Contact address
Email- maabirajatv@gmail.com
Website- mbtv.in
❤️ THANKS FOR VISITING ❤️


JAJPUR HIGHLIGHTS

THANK YOU FOR 10K SUBSCRIBERS ‪@JAJPURHIGHLIGHTS‬

1 year ago | [YT] | 1

JAJPUR HIGHLIGHTS

ଯାଜପୁର ଜିଲ୍ଲା ତୃତୀୟ ଟାଇକୋଣ୍ଡ ଚମ୍ପିୟାନ ରେ ମା ବିରଜା ଟାଇକୋଣ୍ଡ ଏକାଡେମୀ ର ସଫଳତା
------------------------------------------------------------
ଯାଜପୁର ଟାଉନ ସ୍ଥିତ ବିରଜା କଲ୍ୟାଣ ମଣ୍ଡପ ପରିସରରେ ତୃତୀୟ ଯାଜପୁର ଜିଲ୍ଲା ଟାଇକୋଣ୍ଡ ଚମ୍ପିୟନ ପ୍ରତିଯୋଗିତା ରେ ମା ବିରଜା ଟାଇକୋଣ୍ଡ ଏକାଡେମୀ ର ସଫଳତା।ଏହି କାର୍ଯ୍ୟକ୍ରମ ରେ ତିନୋଟି ଏକାଡେମୀ ର ମୋଟ ୧୦୦ରୁ ଉର୍ଦ୍ଧ ବାଳକ, ବାଳିକା ଭାଗ ନେଇଥିଲେ.ଏଥିରେ ମା ବିରଜା ଟାଇକୋଣ୍ଡ ଏକାଡେମୀ ରନର୍ସଅପ ହୋଇଅଛି.ମା ବିରଜା ଟାଇକୋଣ୍ଡୋ ଏକାଡେମୀ ର ୫୪ କେଜି ସିନିଅର ବିଭାଗ ରେ ଦେବେଶ୍ୱର ସ୍ୱାଇଁ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିବା ବେଳେ.୨୫ କେଜି ଜୁନିଅର ବିଭାଗ ରେ ନିଶାନ୍ତ ମିଶ୍ର ତିନୋଟି ଗୋଲଡ଼ ମେଡାଲ ପାଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ପତି,ଶୁଚିସ୍ମିତା ଜେନା,ସୁପ୍ରିୟା ଛାଟୋଇ,ଅଂଶୁମାନ ସାହୁ,ଶୁଭ୍ରାଂଶୁ ପଣ୍ଡା,ଭିଦିତ ରାୟ ପ୍ରମୁଖ ସ୍ବର୍ଣ୍ଣ ପଦକପାଇଥିବା ବେଳେ ବୈଭବ ଜେନା,ଜଗନ୍ନାଥ ବେହେରା,ଉଷାଶ୍ରୀ ରଣା,ମୋଟ ଦଶଟି ସ୍ବର୍ଣ୍ଣ ପଦକ ଓ ତିନୋଟି ରୋପ୍ୟ ପଦକ ପାଇଛନ୍ତି. ଅନୁଷ୍ଠାନ ର ସଭାପତି ସୁରଜଲାଲ ସାମଲ ଓ ମା ବିରଜା ଟାଇକୋଣ୍ଡୋ ଏକାଡେମୀ ର କୋଚ ଗଜେନ୍ଦ୍ର ମାଝୀ ସମସ୍ତ ବିଜେତା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

1 year ago | [YT] | 6

JAJPUR HIGHLIGHTS

ମା ବିରଜା ଟାଇକୋଣ୍ଡୋ ଓ ଧାମନଗର ଟାଇକୋଣ୍ଡୋ ଏକାଡେମୀ ପକ୍ଷରୁ ପ୍ରତିଯୋଗିତା ଅନୁଷ୍ଠିତ
------------------------------------------------------------
ମା ବିରଜା ଟାଇକୋଣ୍ଡୋ ଏକାଡେମୀ ଦ୍ୱାରା ତୃତୀୟ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ଯାଜପୁର ରୋଟାରୀ କ୍ଲବ ରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ୫୦ ରୁ ଉର୍ଦ୍ଧ ବାଳକ ବାଳିକା ଭାଗ ନେଇଥିଲେ । ଏହି ପରୀକ୍ଷା ରେ ଧାମନଗର ଟାଇକୋଣ୍ଡୋ ଏକାଡେମୀ ରୁ ଖେଳାଳି ମାନେ ଅଂଶ ଗ୍ରହଣ କରିଥିଲେ । ପରୀକ୍ଷକ ଭାବେ ଓଡିଶା ଟାଇକୋଣ୍ଡୋ ସଂଘ ର ସମ୍ପାଦକ ଓ ଅନ୍ତର୍ଜାତୀୟ ମାଷ୍ଟର ଶ୍ରୀ ମନମୋହନ ଭଞ୍ଜ ପରୀକ୍ଷା କରାଇଥିଲେ ଏବଂ ମା ବିରଜା ଟାଇକୋଣ୍ଡୋ ଏକାଡେମି ର ସଭାପତି ସୁରଜଲାଲ ସାମଲ ଓ ଉଭୟ ଏକାଡେମୀ ର କୋଚ୍ ଶ୍ରୀ ଗଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ହରିହର ସ୍ୱାଇଁ ଉପସ୍ଥିତ ରହି କୃତଜ୍ଞତା ଜଣାଇଥିଲେ। ‪@JAJPURHIGHLIGHTS‬

2 years ago | [YT] | 3

JAJPUR HIGHLIGHTS

• ADMISSION OPEN • Free Admission for Play Group • contacts :- 9937400385
https://youtu.be/GGYta51qKn4?si=WxzeM...
‪@JAJPURHIGHLIGHTS‬

2 years ago (edited) | [YT] | 2

JAJPUR HIGHLIGHTS

‪@JAJPURHIGHLIGHTS‬
ଦ୍ୱିତୀୟ ଟାଇକୋଣ୍ଡୋ କଲର ବେଲ୍ଟ ଟେଷ୍ଟ
----–-----------------------------
ଚଳିତ ନଭେମ୍ବର ମାସ ୫ ତାରିଖରେ ଯାଜପୁର ଜିଲ୍ଲା ରୋଟାରି କ୍ଲବ ଠାରେ ମା ବିରଜା ଟାଇକୋଣ୍ଡୋ ଏକାଡେମୀ ଦ୍ୱାରା ଦ୍ୱିତୀୟ ଟାଇକୋଣ୍ଡୋ କଲର ବେଲ୍ଟ ଟେଷ୍ଟ ଅନୁଷ୍ଠିତ କରାଯାଇଅଛି। ଏହି ଟେଷ୍ଟ ରେ ୨୫ ଜଣ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ ସେଥିରେ ୧୫ଜଣ ବାଳକ ୧୦ ଜଣ ବାଳିକା ହଳଦିଆ, ସବୁଜ, ନୀଳ, ନାଲି ରଙ୍ଗର ବେଲ୍ଟ ପାଇଁ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ରେ ଧାମନଗର ଟାଇକୋଣ୍ଡୋ ଏକାଡେମୀ ରୁ ଖେଳାଳି ମାନେ ଅଂଶ ଗ୍ରହଣ କରିଥିଲେ। ପରୀକ୍ଷକ ଭାବେ ଓଡିଶା ଟାଇକୋଣ୍ଡୋ ସଂଘ ର ସମ୍ପାଦକ ଓ ଅନ୍ତର୍ଜାତୀୟ ମାଷ୍ଟର ଶ୍ରୀ ମନମୋହନ ଭଞ୍ଜ ପରୀକ୍ଷା କରାଇଥିଲେ ଏବଂ ଧାମନଗର ଟାଇକୋଣ୍ଡ ଏକାଡେମୀ ର ସଭାପତି ମାନସ ରଞ୍ଜନ ମହାପାତ୍ର, ମା ବିରଜା ଟାଇକୋଣ୍ଡୋ ଏକାଡେମି ର ସଭାପତି ସୁରଜଲାଲ ସାମଲ ଏବଂ ଉଭୟ ଏକାଡେମୀ ର କୋଚ୍ ଶ୍ରୀ ଗଜେନ୍ଦ୍ର ମାଝୀ ଉପସ୍ଥିତ ରହି କୃତଜ୍ଞତା ଜଣାଇଥିଲେ।

2 years ago | [YT] | 4

JAJPUR HIGHLIGHTS

'ସାମୁଦ୍ରିକ ଝଡ଼ 'ସାପ୍ତାହିକ ଖବର କାଗଜ ଓ ‪@JAJPURHIGHLIGHTS‬ ଚ୍ୟାନେଲ ରେ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ପାଇଁ ପାର୍ଥୀ /ପାର୍ଥୀନୀ ମାନେ ନିମ୍ନ ଲିଖିତ ନମ୍ବର ରେ ଯୋଗାଯୋଗ କରନ୍ତୁ #9937400385 #7735150845 🙏

3 years ago | [YT] | 12