Contact - bikashbehera0003@gmail.com
Only WhatsApp - 9777164353

♥️ ଜୟ ଜଗନ୍ନାଥ ♥️

🙏ନମସ୍କାର 🙏

The Bikash YouTube Channel କୁ ସ୍ୱାଗତ ।

ଏହି ଚ୍ୟାନେଲରେ ଆପଣମାନେ ପାଇବେ —
📚 ସରକାରୀ ଚାକିରି ସୂଚନା (SSC, OSSSC, OSSC, OPSC, Odisha Police, Forest, Excise, Amin, RI, ARI, VAW, ICDS, SFS)

📝 ପରୀକ୍ଷା ପ୍ରସ୍ତୁତି, MCQ, Short Tricks, Notes

🎯 Govt Job Update, Daily Study Vlog, Motivation & Guidance

🎥 Educational Shorts & Posters

ଆମ ଲକ୍ଷ୍ୟ — ସରଳ ଭାଷାରେ ସଠିକ୍ ତଥ୍ୟ ଦେଇ ଆପଣଙ୍କ ସଫଳତାରେ ସହଯୋଗ କରିବା ।

👉 ଏବେ ଚ୍ୟାନେଲକୁ Subscribe କରନ୍ତୁ ଏବଂ ନିୟମିତ ଭିଡ଼ିଓ ପାଇଁ Bell 🔔 ଆଇକନ୍ ଦବାନ୍ତୁ ।

ଧନ୍ୟବାଦ ❤️ – The Bikash

💝Thanks 🙏 For Joining 💐


The Bikash

ଆଜି ନୂଆ Telegram Channel ଖୋଲା ହେଇଛି କେବଳ Study Materials ମିଳିବ 👇👇👇👇👇

📚 Odisha Competitive Exam ପାଇଁ ନିୟମିତ Study Material, E-books ,Notes, PDF, ଓ Latest Exam Updates ପାଇଁ ଆମ Telegram Channel ରେ Join ହେଇପାରିବେ

👉 Join Now:👇👇👇
t.me/the_Bikash_Study_Materials
t.me/the_Bikash_Study_Materials
t.me/the_Bikash_Study_Materials

2 weeks ago | [YT] | 91

The Bikash

Forester / Forest Guard / Excise Constable Exam ରେ ତୁମର Raw Score କେତେ ଆସିବ ବୋଲି ଭାବୁଛ ??

3 weeks ago | [YT] | 63

The Bikash

1 month ago | [YT] | 98

The Bikash

🔥 Exam Last Day Motivation 🔥

ପ୍ରିୟ ବନ୍ଧୁମାନେ,
କାଲି ତୁମମାନଙ୍କର Forester, Forest Guard, Excise Constable Exam ଅଛି 📚

👉 ଏବେ ନୁଆ କିଛି ପଢିବା ଦରକାର ନାହିଁ
👉 ଯାହା ପଢିଛ, ସେଥିକୁ ରିଭିଜନ୍ କର
👉 ଛୋଟ ଛୋଟ notes ଦେଖ
👉 ମନକୁ ଶାନ୍ତ ରଖ

💡 ମନେ ରଖ:
"Last day panic ନୁହେଁ, last day confidence ଦରକାର"

😌 ଆଜି ଭଲରେ ସୋଇପଡ଼ (7-8 hours sleep)
🥗 ହାଲୁକା ଖାଦ୍ୟ ଖାଅ
📵 ଅଧିକ mobile use କରନି

👉 Exam hall tips:
✔️ ପ୍ରଥମେ easy question solve କର
✔️ time management କର
✔️ guess କରିବା ପୂର୍ବରୁ 2 ଥର ଭାବ

🔥 ତୁମେ ପାରିବ!
🔥 ତୁମର ଏତେ ଦିନର ପରିଶ୍ରମ କାଲି ଫଳ ଦେବ

✨ "Believe in yourself — Success tumara heba" ✨

All the best 👍

1 month ago | [YT] | 32

The Bikash

ମୟୂରଭଞ୍ଜ ହୋମଗାର୍ଡ Candidates ସବୁ କାହାର କେତେ Mark ରେ Select ହେଇଛି ଆଉ କେତେ Mark ରେ Select heinaha Comment ରେ Trade ସହିତ ମାର୍କ ଲେଖ Cutoff ଜଣାପାରିବା 👇👇👇👇👇

2 months ago | [YT] | 12

The Bikash

ମୟୂରଭଞ୍ଜ ହୋମଗର୍ଡ୍ ରେ Physical/Trade Test ପାଇଁ ତୁମେ Select ହେଇଛକି ?

2 months ago | [YT] | 24

The Bikash

ଭାରତୀୟ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ କେଉଁ ମସିହାରେ ଘଟିଥିଲା?
A) 1999
B) 2001
C) 2005
D) 2010

2 months ago | [YT] | 22