Welcome to our channel dedicated to bringing you the latest news and updates from Odisha, the river of life. Stay tuned for insightful discussions, in-depth coverage, and breaking news stories from the region. Subscribe now to stay informed and be a part of the conversation. #pnews#primetimepress Welcome to our channel dedicated to bringing you the latest news and updates from Odisha, the river of life. Stay tuned for insightful discussions, in-depth coverage, and breaking news stories from the region. Subscribe now to stay informed and be a part of the conversation. #pnews#primetimepress Welcome to our channel dedicated to bringing you the latest news and updates from Odisha, the river of life. Stay tuned for insightful discussions, in-depth coverage, and breaking news stories from the region. Subscribe now


PRIME TIME ODIA NEWS

ଟିଏମସି ବନାମ ବିଜେପି, ୨୦୨୧ | ମମତା ବାନାର୍ଜୀ ନା ନରେନ୍ଦ୍ର ମୋଦୀ, କିଏ ବାଜି ମାରିବ?

TMC vs BJP, 2021 | Mamata Banerjee or Narendra Modi, Who Will Win?"

2 months ago | [YT] | 1

PRIME TIME ODIA NEWS

ମନ୍ତ୍ରୀଙ୍କ କଥା ଶୁଣିବା ପୂର୍ବରୁ ପ୍ରକୃତ କାରଣ ବୁଝିବା ଦରକାର।

ବିଧାନ ସଭାରେ ସାଧାରଣ ଜନତାଙ୍କ ସମସ୍ୟା ଉଠାଇବା ପାଇଁ ଯେତେ ଟଙ୍କା ଖର୍ଚ୍ଚ ହୁଏ,
ତାହାକୁ ବିରୋଧୀ ଦଳ ହୋ-ହଲ୍ଲା କରି ବ୍ୟର୍ଥ କରୁଛନ୍ତି।

👉 ଏହା କେବଳ ରାଜନୀତି ନୁହେଁ,
👉 ଏହା ସାଧାରଣ ଲୋକଙ୍କ ଅଧିକାର ଉପରେ ଆଘାତ।

⚠️ ପ୍ରଶ୍ନ ଏହା—
ବିକାଶ ଉପରେ ଆଲୋଚନା ହେବ କି
ନାକି କେବଳ ହୋ-ହଲ୍ଲା ଚାଲିବ?

🙏 ଜନତା ନିଜେ ନିଷ୍ପତ୍ତି ନେବେ।

2 months ago | [YT] | 1

PRIME TIME ODIA NEWS

ବାରିପଦା ମଣ୍ଡଳ କାରାଗାରରେ ଅଶାନ୍ତି : ଜେଲ ଭିତରକୁ କିପରି ପହଞ୍ଚୁଛି ନିଶା ଦ୍ରବ୍ୟ ? ଅନ୍ତେବାସୀ ଉପରେ ନିର୍ଯ୍ୟାତନା ଅଭିଯୋଗ

ବାରିପଦା:
ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅବସ୍ଥିତ ମଣ୍ଡଳ କାରାଗାରକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଜେଲ ଭିତରେ ଅଶାନ୍ତ ପରିସ୍ଥିତି, ନିଶା ଦ୍ରବ୍ୟର ଅବାଧ ପ୍ରବେଶ ଓ ଅନ୍ତେବାସୀଙ୍କ ଉପରେ ନିର୍ଯ୍ୟାତନା ନେଇ ଅଭିଯୋଗ ଆସିବା ପରେ ସାଧାରଣ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂତ୍ର ଅନୁଯାୟୀ, ଜେଲ ଗେଟରେ କଠୋର ଯାଞ୍ଚ ସତ୍ତ୍ୱେ ଗଞ୍ଜେଇ, ଭାଙ୍ଗ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ କିପରି ଭିତରକୁ ପହଞ୍ଚୁଛି, ସେନେଇ ପ୍ରଶ୍ନ ଉଠୁଛି। ଜେଲ ଭିତରେ ଏହି ନିଶାଦ୍ରବ୍ୟର ବିକ୍ରୟ ଚାଲିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। କିଏ ଏହାର ପଛରେ ଅଛି? କାହାର ସହଯୋଗରେ ଏଭଳି ଅବୈଧ କାର୍ଯ୍ୟ ଚାଲିଛି? — ଏନେଇ ଅନେକ ପ୍ରଶ୍ନ ଅନୁତ୍ତରିତ ରହିଛି।

ଅନ୍ୟପଟେ, ଅଶାନ୍ତ ଥିବା ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଜେଲ ପ୍ରଶାସନ ଉପରେ ଆଙ୍ଗୁଠି ଉଠାଇଛି। ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳର ଅନ୍ତେବାସୀ କୃତିବାସ ଦାସଙ୍କୁ ଜେଲ ଅଧିକାରୀମାନେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ମେଡିକାଲକୁ ପଠାଯାଇଥିଲା।

ଏହି ଘଟଣାକୁ ନେଇ କୃତିବାସ ଦାସ ମାଜିଷ୍ଟ୍ରେଟଙ୍କ ନିକଟରେ ଗୁହାର କରିଥିବାବେଳେ, ସମ୍ପୃକ୍ତ ଘଟଣାରେ ୮ ଜଣ ଅନ୍ତେବାସୀଙ୍କୁ ଜେଲର ଅନ୍ଧାରୀ କୋଠରୀରେ ଭର୍ତ୍ତି କରାଯାଇଥିବା ଖବର ମିଳିଛି।

ସବୁଠାରୁ ବଡ଼ ପ୍ରଶ୍ନ —
👉 ଜେଲ ଭଳି ସୁରକ୍ଷିତ ସ୍ଥାନରେ ନିଶାଦ୍ରବ୍ୟ କିପରି ପ୍ରବେଶ କରୁଛି?
👉 ଏଥିରେ କିଛି କର୍ମଚାରୀଙ୍କ ଭୂମିକା ରହିଛି କି?
👉 ଅନ୍ତେବାସୀଙ୍କ ଅଧିକାର କି ସୁରକ୍ଷିତ?

ଏଭଳି ଗୁରୁତର ଅଭିଯୋଗକୁ ନେଇ ସ୍ୱାଧୀନ ତଦନ୍ତ ଓ ଉଚ୍ଚସ୍ତରୀୟ ଯାଞ୍ଚ ଦାବି ଜୋର ଧରିଛି। ଜେଲ ପ୍ରଶାସନ ଓ ରାଜ୍ୟ ସରକାର ଏହି ମାମଲାରେ କେଉଁ ପଦକ୍ଷେପ ନେବେ, ସେଥିରେ ସବୁଙ୍କ ନଜର ରହିଛି।

4 months ago | [YT] | 2

PRIME TIME ODIA NEWS

ଓଡ଼ିଶା ରେ ରହୁଥିବା ବଙ୍ଗଳାଦେଶୀ/ମୁସିଦାବାଦି ମୁସଲମାନ ଙ୍କୁ ଓଡ଼ିଶା ରୁ ବାହାର କରିବା କୁ ସରକାର ପଦକ୍ଷେପ ନେବା ଉଚିତ କି ନାହିଁ?

1 year ago | [YT] | 2

PRIME TIME ODIA NEWS

ଭାରତ ପାକିସ୍ତାନ ଯୁଦ୍ଧ ହେବ କି ?
ହଁ
ନାହିଁ

1 year ago | [YT] | 0

PRIME TIME ODIA NEWS

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଆକ୍ସନ

2 years ago | [YT] | 1

PRIME TIME ODIA NEWS

କିଏ ମାରିବ ଜିତା ପଟ ୨୦୨୪ ର ନିର୍ବାଚନ ରେ ପୋଲ

2 years ago (edited) | [YT] | 2