ନମସ୍କାର! 24NEWSODIA କୁ ଆପଣଙ୍କୁ ସ୍ୱାଗତ।
ଏହା ହେଉଛି ଓଡ଼ିଶାର ଏକ ନିର୍ଭୀକ, ସ୍ପଷ୍ଟବାଦୀ ଏବଂ ନିରପେକ୍ଷ ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମ। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କ ସ୍ୱରକୁ ପ୍ରଶାସନ ପାଖରେ ପହଞ୍ଚାଇବା ଏବଂ ଗ୍ରାଉଣ୍ଡ୍ ଜିରୋରୁ ପ୍ରକୃତ ସତ୍ୟକୁ ସାମ୍ନାକୁ ଆଣିବା।
ଆମ ଚ୍ୟାନେଲରେ ଆପଣ ଦେଖିବାକୁ ପାଇବେ:
ଆଞ୍ଚଳିକ ଖବର: ରାଜ୍ୟର ପ୍ରତିଟି କୋଣ ଅନୁକୋଣର ଏବଂ ସ୍ଥାନୀୟ ଅଞ୍ଚଳର ଟିକିନିଖି ଖବର।
RTI ରିପୋର୍ଟ ଓ ଅନୁସନ୍ଧାନ: ସୂଚନା ଅଧିକାର ଆଇନ୍ (RTI) ମାଧ୍ୟମରେ ସରକାରୀ କାର୍ଯ୍ୟର ସ୍ୱଚ୍ଛତା ଏବଂ ଦୁର୍ନୀତି ବିରୋଧରେ ତଥ୍ୟଭିତ୍ତିକ ଅନୁସନ୍ଧାନମୂଳକ ରିପୋର୍ଟ।
ଜନସାଧାରଣଙ୍କ ସମସ୍ୟା: ସରକାରୀ ଯୋଜନାର ବାସ୍ତବ ସ୍ଥିତି ଏବଂ ସାଧାରଣ ଲୋକଙ୍କ ଦୈନନ୍ଦିନ ସମସ୍ୟାର ସିଧାସଳଖ ଉପସ୍ଥାପନା।
ମନୋରଞ୍ଜନ ଓ ଓଲିଉଡ୍: ଓଡ଼ିଆ ଚଳଚ୍ଚିତ୍ର (Ollywood) ଜଗତର ନୂଆ ଅପଡେଟ୍, ସିନେମା ପ୍ରମୋସନ୍ ଏବଂ ସ୍ଥାନୀୟ କଳାକାରଙ୍କ ପ୍ରତିଭା।
ଆପଣଙ୍କ ପ୍ରିୟ ବ୍ରାଣ୍ଡ୍ 24NEWSODIA ସବୁବେଳେ ସାଧାରଣ ଲୋକଙ୍କ ସାଥିରେ ଅଛି। ସଠିକ୍ ଏବଂ ନିରପେକ୍ଷ ଖବର ସବୁଠାରୁ ଆଗରେ ପାଇବା ପାଇଁ ଆଜି ହିଁ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।
ଆମ ସହ ଯୋଡ଼ି ହେବା ପାଇଁ ୟୁଟ୍ୟୁବ୍ରେ ସର୍ଚ୍ଚ କରନ୍ତୁ ଆମର ଅଫିସିଆଲ୍ ହ୍ୟାଣ୍ଡେଲ୍: @24NEWSODIAOFFICIAL
24NEWSODIA
ଆପଣଙ୍କ ଅଞ୍ଚଳରେ ମଧ୍ୟ ଏମିତି ଅଭିଯୋଗ ପ୍ରକୋଷ୍ଠ ଦରକାର କି? ଆପଣଙ୍କ ମତାମତ ଦିଅନ୍ତୁ
https://youtu.be/GJH1P59XVXw
2 weeks ago | [YT] | 0
View 0 replies
24NEWSODIA
24newsodia ଏବେ ଆପଣଙ୍କ ସାମ୍ନାକୁ ଆସୁଛି ଏକ ସମ୍ପୂର୍ଣ୍ଣ ନୂଆ ଅନ୍ଦାଜରେ।
ଆମେ କେବଳ ହେଡ୍ଲାଇନ୍ସ ଦେଖାଉନାହୁଁ, ବରଂ ପ୍ରତିଟି ଖବର ପଛର ଅସଲ ସତ୍ୟକୁ ଆପଣଙ୍କ ସାମ୍ନାକୁ ଆଣୁ। ଯେଉଁଠି ଖବରର ମାନେ କେବଳ ସତ, ସତ ଆଉ ସତ! 🤝
ସତ୍ୟର ଏହି ନୂଆ ଯାତ୍ରାରେ ସାମିଲ ହୁଅନ୍ତୁ।
#24NewsOdia #AsaliKhabar #OdiaNews #TruthMatters #DigitalMedia
3 weeks ago | [YT] | 3
View 0 replies
24NEWSODIA
ଧର୍ମଶାଳା ବିଧାୟକଙ୍କ ସେହି ସବୁ ଆକ୍ସନ୍ ଏବଂ ଲୋକାଭିମୁଖୀ କାର୍ଯ୍ୟ, ଯାହା ଏବେ ବିରୋଧୀ ଶିବିରରେ ହଲଚଲ୍ ସୃଷ୍ଟି କରିଛି। ନିଜର ଦମଦାର ନିଷ୍ପତ୍ତି, ତୁରନ୍ତ ସମସ୍ୟାର ସମାଧାନ ଏବଂ ବିକାଶମୂଳକ ପଦକ୍ଷେପ ମାଧ୍ୟମରେ ବିଧାୟକ କିପରି ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି ...
ବିଧାୟକଙ୍କ ନୂଆ ଆକ୍ସନ୍ ପ୍ଲାନ୍ କଣ?
ବିରୋଧୀ ଦଳ କାହିଁକି ଚିନ୍ତାରେ ଅଛନ୍ତି?
#DharmasalaMLA #OdishaPolitics #OdishaNews #Dharmasala #PoliticalNewsOdia #OdishaElections2026 #OdiaNewsUpdate @himanshushekhar_sahoo
3 weeks ago | [YT] | 28
View 2 replies
24NEWSODIA
ଦୀର୍ଘ ୨୪ ବର୍ଷ ଧରି ଧର୍ମଶାଳାରେ ଚାଲିଥିବା ପ୍ରକୃତ ଖେଳ ଏବେ ପଦାରେ ପଡ଼ିବ ଧର୍ମଶାଳାରେ ବିଜେଡ଼ି ସରକାରଙ୍କ 'କଳା କାରନାମା' ଓ ଲୁଚି ରହିଥିବା ମହାଗୁମରର ପେଡ଼ି ଖୋଲିବାକୁ ଯାଉଛି 24NEWSODIA
#Dharmasala #BJD #24NewsOdia #OdishaPolitics #OdishaNews #InvestigativeReport #TruthExposed #DharmasalaNews #BJDExposed #OdishaElections #PoliticalNewsOdisha
1 month ago | [YT] | 11
View 2 replies
24NEWSODIA
ମୋହନ ସରକାରଙ୍କ ବଡ଼ ପ୍ଲାନ୍! କାହାର କଟିବ ଚୌକି, କିଏ ମାରିବ ବାଜି?
1 month ago | [YT] | 4
View 0 replies
24NEWSODIA
ସିଦ୍ଧାନ୍ତ, ଅନୁଭବ ନା ଅରିନ୍ଦମ? ଓଡ଼ିଶାରେ କିଏ ହେବେ ଥାଲାପଥି ବିଜୟ!
1 month ago | [YT] | 19
View 8 replies
24NEWSODIA
"ଯଦି କଲକାତାରେ ବିଜେପି ସରକାର ଗଠନ ହୁଏ, ତେବେ ସାଧାରଣ ଜନତାଙ୍କୁ କି ସୁବିଧା ମିଳିବ?"
#Kolkata #WestBengal #BJP #BengaliPolitics #AmitShah #NarendraModi #Parivartan #SonarBangla #OdishaToBengal #PoliticalDebate #BreakingNews #BengalElection2026 #KolkataNews #BJPWestBengal #Development #ModiKiGuarantee
2 months ago | [YT] | 32
View 8 replies
24NEWSODIA
ଇତିହାସ ରଚିବ କି ସ୍ବତନ୍ତ୍ର ଅଧିବେଶନ? ମହିଳା ସଂରକ୍ଷଣ ଉପରେ ସମସ୍ତଙ୍କ ନଜର
2 months ago | [YT] | 7
View 0 replies
24NEWSODIA
BJP strategy for Odisha Panchayat elections
ଓଡ଼ିଶା ରାଜନୀତି, ପଞ୍ଚାୟତ ମହାସମର, କାହାର ହେବ ଗାଁ କ୍ଷମତା, ବିଜେପି ମିଶନ ପଞ୍ଚାୟତ, ଓଡ଼ିଶା ଖବର, ଗାଁ ରାଜନୀତି
2 months ago | [YT] | 0
View 0 replies
24NEWSODIA
ଆଖିରୁ ଲୁହ ଶୁଖିବନି ଏ ଦୃଶ୍ୟ ଦେଖିଲେ! ୧୯ ହଜାର ଟଙ୍କା ପାଇଁ ଶବକୁ କାନ୍ଧେଇଲା ଭାଇ
2 months ago | [YT] | 0
View 0 replies
Load more