Utkal Jhia Lahari

ଜୟ ଜଗନ୍ନାଥ 🙏
ଜୟ ମା ମାଟିଆ ମଙ୍ଗଳା 🙏
ଆପଣମାନଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ କରୁଛି ☺️
ମୋ ନାଁ ଲହରି ଦଳେଇ, ମୋ ଘର ବାଲେଶ୍ୱର ଜିଲ୍ଲା ଇମାମି ଜଗନ୍ନାଥ ମନ୍ଦିର ପାଖରେ, ମୁଁ ମୋ ଭିଡିଓ ମାଧ୍ୟମ ରେ ଗାଁ ଲୋକମାନଙ୍କର ପ୍ରତିଦିନ କାର୍ଯ୍ୟକଳାପ ବିଷୟରେ ଆପଣମାନଙ୍କୁ ଦେଖାଇବାକୁ ଚେଷ୍ଟାକରେ 🙂❤️
ଆପଣମାନେ ମୋ ଭିଡିଓ ଦେଖୁଥିବାରୁ ସମସ୍ତଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ 🙏
ଏବେ ଆପଣମାନଙ୍କ ସମର୍ଥନ(Support) ମତେ ବେଶି ଆବଶ୍ୟକ, ଯାହାଦ୍ୱାରା କି ମୁଁ ଗାଉଁଲି ସଂସ୍କୃତିକୁ ପୁରା ଓଡିଶାରେ ବିସ୍ତାର କରିପରିବି ❤️
ଯଦି ଆପଣ ମୋ ଭିଡିଓକୁ ଦେଖିଛନ୍ତି ତାହାଲେ ଭିଡ଼ିଓ କୁ Like, Comment, Share କରି ଆମ ଚ୍ୟାନେଲ କୁ Please Subscribe କରିଦେବେ, ଯାହାଦ୍ୱାରା କି ଆମ ଭିଡିଓ ଓଡିଶାର ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିପାରିବ 🥰❤️
ଆଶାକରୁଛି ଆମ ଓଡ଼ିଆ ସଂସ୍କୃତି କୁ ଆଗକୁ ନେବାପାଇଁ ଆପଣମନେ ଆମକୁ ସାହାଯ୍ୟ କରିବେ 🙏
ରହିଲି ଜୟ ଜଗନ୍ନାଥ 🙏 ଜୟ ମା ମାଟିଆ ମଙ୍ଗଳା 🙏


For Business Enquiry :-
Email :- laharidaleibusiness@gmail.com


Utkal Jhia Lahari

Happy New Year ସମସ୍ତଙ୍କୁ 🥰 ମହାବିଷୁବ ସଂକ୍ରାନ୍ତି କୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ ❤️ ଆଜି ହେଉଛି ଆମ ଓଡ଼ିଆ ନବ ବର୍ଷ, ବୈଶାଖ ମାସର ପ୍ରଥମ ଦିନ 😃 ଆଜିର ଦିନକୁ ଆମ ଗାଁରେ ଆମେ ଛତୁଆ ବୋଲି କହୁ ଆକୁ ☺️

2 months ago | [YT] | 19,111

Utkal Jhia Lahari

ବଣରେ ମଜା ଆସିଆଲା ଚାରକୁଳି ଖାଇକି #JungleAdvanture #post

2 months ago | [YT] | 15,231

Utkal Jhia Lahari

ଆଜି ମୋ ସ୍ତ୍ରୀ ଜନ୍ମଦିନ 😃❤️❤️

4 months ago | [YT] | 30,082

Utkal Jhia Lahari

1st time ମୋ ସ୍ୱାମୀଙ୍କ ସହ ପଇଡ଼ ପିଇଥିଲି ସେ ବି ଆମ Anniversary ଦିନ 😍 ମୁଁ ବହୁତ ଖୁସି 🥰 ଆଉ ପଇଡ଼ ଟା ବି ବହୁତ ବଡ ଥିଲା, ଏକା ପିଇକି ଯମା ସାରି ହେଇନଥାନ୍ତା ☺️
#Post

4 months ago | [YT] | 17,584

Utkal Jhia Lahari

କାହାର କାହାର ଧାନ ଉଷା ଆରମ୍ଭ ହେଲାଣି 😃 ଏ ଶୀତରେ ଧାନ ଉଷେଇବାକୁ ବହୁତ ମଜା ଲାଗୁଛି 🥰
#post

6 months ago | [YT] | 19,166

Utkal Jhia Lahari

ମାଣବସା ଗୁରୁବାର ଶେଷ ପାଳି ☺️🥰 ଜୟ ମା ଲଷ୍ମୀ 🙏 #post #maalaxmi

6 months ago | [YT] | 18,530

Utkal Jhia Lahari

ପଞ୍ଚୁକ ଦ୍ୱିତୀୟ ପାଳି ☺️🥰 ଚାରିଆଡେ ଏତେ ଭୋଗ ଖାଇକି ଜମା ସାରି ପାରିବନି 😃
#post

8 months ago | [YT] | 9,306

Utkal Jhia Lahari

Good Morning Family ❤️☺️ ବାଲେଶ୍ୱର ଦଶହରା 🙏🥰🥰 ଦଶହରାରେ କୋଉଠିକି କୋଉଠିକି ବୁଲିତେ ଯାଇଥିଲେ 😃
#post #trending #minivlog #advanture

Village Life | Real Moment | Desi Vlog

Family mini vlog
Village life in India
Trending mini vlog
Desi life

9 months ago | [YT] | 8,155

Utkal Jhia Lahari

Happy ଦୁର୍ଗାପୂଜା ସମସ୍ତଙ୍କୁ 🙏☺️ ସମସ୍ତେ ଉପାସ କରିଥିଲେ ନା 😃🥰
#post

9 months ago | [YT] | 12,191

Utkal Jhia Lahari

ଜାଣିପାରୁଛନ୍ତି ଏଇଟା କୋଉ ଜାଗା 🥰🙏🙏 କେବେ ଆସିଛନ୍ତି ଏଠାକୁ 😃🥰 #post #utkaljhialaharivlog

9 months ago | [YT] | 9,618