Satya Devotional

Satya Ra Anusandhanare


Satya Devotional

ଚଷା ଭାଇରେ..... ଏ..
କାଳିଆ କସରା ଘେନି କ୍ଷେତକୁ ଆମର ଯିବା
ଅକ୍ଷୀତୃତୀୟା ରେ ଅକ୍ଷିମୁଠି ଅନୁକୂଳ କରିଦେବା l
ଚଷା ଭାଇର ପର୍ଵ..
ଆକ୍ଷିତୃତୀୟl ର ହାର୍ଦ୍ଧିକ ଶୁଭେଛା

1 month ago | [YT] | 10

Satya Devotional

ମହା ବିଶୁଭ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ର ହାର୍ଦ୍ଧିକ ଶୁଭେଛା # ଜୟ ମା ତାରିଣୀ #ଜୟ ଶ୍ରୀ ହୁନୁମାନ 🚩🙏 ଆଜିର ପବିତ୍ର ଦିବସ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଆମ ଚାନେଲ କୁ follow କରନ୍ତୁ l

1 month ago | [YT] | 11

Satya Devotional

HAPPY RAM NAVMI 🚩🚩🙏🙏

ଯିଏ ଦିନେ ଶବରୀ ର ଅଇଁଠା କୋଳି କୁ ଖାଇଥିଲେ ସିଏ ହେଉଛନ୍ତି ପ୍ରଭୁ ଶ୍ରୀରାମ l ଯିଏ ପିତାଙ୍କର ନିର୍ଦ୍ଦେଶ ରେ ରାଜଭବନ ଛାଡି ବନବାସ ଚାଲି ଯାଇଥିଲେ ସିଏ ହେଉଛନ୍ତି ପ୍ରଭୁ ଶ୍ରୀରାମ l ଯିଏ ଦିନେ ଅନୁଜ ଭ୍ରାତା ଲକ୍ଷ୍ମଣ ଙ୍କ ର ଶକ୍ତିଭେଦ ରେ ମ୍ରିୟମାଣ ହୋଇ ଚିତ୍କାର କରୁଥିଲେ l ସେ ହେଇଛନ୍ତି ପ୍ରଭୁ ଶ୍ରୀରାମ l ପ୍ରଭୁ ହନୁମାନ ଙ୍କର ଯିଏ ଅତିପ୍ରିୟ ସିଏ ହେଉଛନ୍ତି ପ୍ରଭୁ ଶ୍ରୀରାମ l

ରାମ ନବମୀ ର ହାର୍ଦ୍ଧିକ ଶୁଭେଛା ଜୟ ଶ୍ରୀରାମ 🙏🙏🚩🚩

2 months ago | [YT] | 39

Satya Devotional

HAPPY DASA DOLA #ଦଶ ଦୋଳ ର ହାର୍ଦ୍ଧିକ ଶୁଭେଛା l 🚩🚩🙏🙏

2 months ago | [YT] | 10

Satya Devotional

🍁HAPPY PANCHU DOLA🍁

ପଞ୍ଚୁ ଦୋଳ ର ହାର୍ଦ୍ଧିକ ଶୁଭେଛା l🚩🚩🙏🙏

ଦୋଳ ଜାତ ବିଷୟ ରେ ବିସ୍ତୃତ ଭାବରେ ଜାଣିବା ପାଇଁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଙ୍କ( ଗୋପାଳ ଓଗାଳ ଗ୍ରନ୍ଥ ପଢନ୍ତୁ )

2 months ago | [YT] | 31

Satya Devotional

HAPPY HOLI
ସମସ୍ତଙ୍କୁ ରଙ୍ଗ ଖେଳର ହାର୍ଦ୍ଧିକ ଶୁଭେଛା

2 months ago | [YT] | 12

Satya Devotional

ଓଁ ତ୍ରୟମମ୍ବକମ ଯଜାମହେଶ ସୁଗନ୍ଧିମ ପୃଷ୍ଟି ବର୍ଦ୍ଧନମ
ଉର୍ବlରୁ କମିପ ବନ୍ଧନାତ ମୃତ୍ୟୁର ମୂକ୍ଷ ମାମୃତାତ l
ହରିଓଁ ନମଃ ଶିବାୟ l 🙏🚩🚩
ଜାଗର ରାତ୍ରି ର ହାର୍ଦ୍ଧିକ ଶୁଭେଛା l 🙏🙏🙏

3 months ago | [YT] | 4

Satya Devotional

ଅଗମ୍ୟ ପଥ ଜାଣେ ଯଶୋବନ୍ତ, ଗାର କଟା ଯନ୍ତ୍ର ଜାଣେ ଅନନ୍ତ l
ଆଗତ ଅନାଗତ ଅଚ୍ୟୁତ ଭଣେ, ବଳରାମ ଦାସ ତତ୍ତ୍ୱ ବଖାଣେ l
ଭକ୍ତି ର ଭାବ ଜାଣେ ଜଗନ୍ନାଥ , ଓଡିଶା ସଖା ଏ ପଞ୍ଚ ମହନ୍ତ l

ଭୌମ ଏକାଦଶୀ ରେ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଙ୍କ ଜନ୍ମ ଦିନ ର ହାର୍ଦ୍ଧିକ ଶୁଭେଛା l ଜୟ ଶ୍ରୀ ଅଚ୍ୟୁତ 🙏🙏🚩🚩

ସମାଧିପିଠ.. ପଦ୍ମବନ, ( ନେମାଳ ), ସାଲେପୁର କଟକ ପିଲାଦିନର ନାମ( ଅଗଣି )

4 months ago | [YT] | 14

Satya Devotional

ମାଘ ସପ୍ତମୀ, ବା ସୂର୍ଯ୍ୟ ନାରାୟଣ ଦେବ ଙ୍କର ଜନ୍ମ ଦିନର ହାର୍ଦ୍ଧିକ ଶୁଭେଛା l ଓଁ ଶ୍ରୀ ସୂର୍ଯ୍ୟ ଦେବାୟ ନମଃ 🌄☀️🌞🚩🚩🙏
* ଆଜି ସୂର୍ଯ୍ୟ ଦେବ ଙ୍କ ଜନ୍ମ ଦିନ
*ଚନ୍ଦ୍ରଭାଗା ରେ ବୁଡ଼ ସ୍ନାନ
* ଚନ୍ଦ୍ରଭାଗା ଠାରୁ କୋଣାର୍କ ସ୍ଥିତ ଅନନ୍ତ ଅବଧୂତ ମଠ ପ୍ରର୍ଯ୍ୟନ୍ତ ସୂର୍ଯ୍ୟ ଦେବଙ୍କ ବାହୁଡା଼ ରଥ ଯାତ୍ରା l

4 months ago | [YT] | 7

Satya Devotional

ମାଘ ସପ୍ତମୀ, ବା ସୂର୍ଯ୍ୟ ନାରାୟଣ ଦେବ ଙ୍କର ଜନ୍ମ ଦିନର ହାର୍ଦ୍ଧିକ ଶୁଭେଛା l ଓଁ ଶ୍ରୀ ସୂର୍ଯ୍ୟ ଦେବାୟ ନମଃ 🌄☀️🌞🚩🚩🙏
* ଆଜି ସୂର୍ଯ୍ୟ ଦେବ ଙ୍କ ଜନ୍ମ ଦିନ
*ଚନ୍ଦ୍ରଭାଗା ରେ ବୁଡ଼ ସ୍ନାନ
* ଚନ୍ଦ୍ରଭାଗା ଠାରୁ କୋଣାର୍କ ସ୍ଥିତ ଅନନ୍ତ ଅବଧୂତ ମଠ ପ୍ରର୍ଯ୍ୟନ୍ତ ସୂର୍ଯ୍ୟ ଦେବଙ୍କ ବାହୁଡା଼ ରଥ ଯାତ୍ରା l

4 months ago | [YT] | 9